ବହୁତ ହିଁ ସୁନ୍ଦର ଲାଗନ୍ତି TV ର ଏହି 5 ଜଣ କମେଡିଆନ ଙ୍କ ସ୍ତ୍ରୀ, Sunil Grover ଙ୍କ ସ୍ତ୍ରୀ ଲାଗନ୍ତି ପୁରା ସ୍ଵର୍ଗର ପରି

ବନ୍ଧୁଗଣ ଆପଣ ମାନେ ସମସ୍ତେ କେତେକ ଫିଲ୍ମ ଓ ସିରିଏଲରେ ଅଭିନୟ କରୁଥିବା କମେଡିଆନ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କମେଡିଆନ ମାନେ ନିଜ କମେଡି ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏମାନେ ନିଜ କମେଡି ଦ୍ଵାରା ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଶ୍ଚୟ ଏହି କମେଡିଆନ ମାନଙ୍କୁ ଦେଖିଥିବେ ହେଲେ ଆପଣ ମାନେ କଣ ଏହି କାମେଡିଆନ ମାନଙ୍କ ପତ୍ନୀଙ୍କୁ ଦେଖିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଫେମସ କମେଡିଆନ ମାନଙ୍କର ପତ୍ନୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ଅଲି ଅସଗର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଓ ବଲିଉଡର ଫେମସ କମେଡିଆନ ଅଲି ଅସଗର । ଅଲି କେତେକ ଫିଲ୍ମ ଓ ରିଆଲିଟି ସୋରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ତାଙ୍କ କମେଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଅଲି ଅସଗରଙ୍କ ପତ୍ନୀଙ୍କ ନାମ ହେଉଛି ସିଦ୍ଧିକା ଅସଗର । ସିଦ୍ଧିକା ଅଲିଙ୍କୁ ସବୁବେଳେ ସପୋର୍ଟ ଦିଅନ୍ତି । ଏହି ଦୁଇଜଣ ୨୦୦୫ ମସିହାରେ ବିବାହ କରିଥିଲେ ଓ ଏମାନଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି ।


କୃଷ୍ଣା ଅଭିଷେକ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ରିଆଲିଟି ସୋରେ ଲୋକପ୍ରିୟ କମେଡିଆନ କୃଷ୍ଣା ଅଭିଷେକ । କୃଷ୍ଣା କେତେକ ଫିଲ୍ମ ଓ ରିଆଲିଟି ସୋରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ସେ କପିଲଙ୍କ ସୋରେ ନଜର ଆସୁଛନ୍ତି । କୃଷ୍ଣାଙ୍କ ପତ୍ନୀଙ୍କ ନାମ ହେଉଛି କସ୍ମିରା ସାହ । ଏହି ଦୁଇଜଣ ୨୦୦୩ ମସିହାରେ ବିବାହ କରିଥିଲେ । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରନ୍ତି ।

କିକୁ ସାରଦା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଭାରତର ଦିଗଜ କମେଡିଆନ କିକୁ ସାରଦା । କିକୁ ‘କପିଲ ସୋ’ରେ ନିଜର ସୁନ୍ଦର କମେଡିଆନ ଦ୍ଵାରା ଦର୍ଶକ ମାନଙ୍କୁ ବହୁତ ହସାଉଛନ୍ତି । କିକୁଙ୍କ ପତ୍ନୀଙ୍କ ନାମ ହେଉଛି ପ୍ରିୟଙ୍କା ସାରଦା । ଏହି ଦୁଇଜଣ ୨୦୦୩ ମସିହାରେ ପରସ୍ପର ସହ ବିବାହ କରିଥିଲେ । କେତେକ ଆୱାର୍ଡ ସୋରେ ଏହି ଦୁଇଜଣ ଏକ ସହ ନଜର ଆସନ୍ତି । ପ୍ରିୟଙ୍କା ନିଜ ସୁନ୍ଦରତା ପାଇଁ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।


କପିଲ ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଭାରତର ଦିଗଜ କମେଡିଆନ କପିଲ ଶର୍ମା । ବର୍ତ୍ତମାନ କପିଲ ଭାରତର ନମ୍ବର ୧ କମେଡିଆନ ରୂପେ ପରିଚିତ ଅଛନ୍ତି । କପିଲ କେତେକ ହିନ୍ଦୀ ଫିଲ୍ମ ସହ କେତେକ ରିଆଲିଟି ସୋ ମଧ୍ୟ କରିଛନ୍ତି ଓ ବର୍ତ୍ତମାନ ସେ ନିଜର ରିଆଲିଟି ସୋରେ ନଜର ଆସୁଛନ୍ତି । ତାଙ୍କ ସୋ ବହୁତ ଲୋକପ୍ରିୟତ ହାସଲ କରିଛି । ୨୦୧୮ ମସିହାରେ କପିଲ ନିଜ କଲେଜ ଫ୍ରେଣ୍ଡ ଗିନି ଚତରଥଙ୍କ ସହ ପ୍ରେମ ବିବାହ କରିଥିଲେ । ଏହି କିଛି ଦିନ ତଳେ ଏହି ଦୁଇଜଣଙ୍କର ଏକ ଝିଅ ଜନ୍ମ ହୋଇଛି ଯେଉଁଥି ପାଇଁ ଏମାନେ ବହୁତ ଚର୍ଚାରେ ମଧ୍ୟ ରହୁଛନ୍ତି ।

ସୁନୀଲ ଗ୍ରୋଭର

 

ସୁନୀଲଙ୍କୁ ଭାରତର ସବୁଠାରୁ ଜଣାଶୁଣା ହାସ୍ୟ ଅଭିନେତା ବୋଲି କହିବା ଭୁଲ ହେବ ନାହିଁ । କପିଲଙ୍କ ଶୋ’ ରେ ଗୁଥୀ ଏବଂ ଡାକ୍ତର ଗୁଲାଟି ଭୂମିକାରେ ଅଭିନୟ କରୁଥିବା ସୁନୀଲ ସମସ୍ତଙ୍କ ପ୍ରିୟ । ସେ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସୁନୀଲ ଥରେ କହିଥିଲେ କି ଜୋକ ବନେଇବା ପରେ ମୁଁ ସବୁଠୁ ପ୍ରଥମେ ନିଜ ପତ୍ନୀ ଆରତୀ ଙ୍କ ଉପରେ ଟ୍ରାଏ କରିଥାଏ । ଯଦି ସେ ହସିଥାଏ ତେବେ ମୁଁ ସେହି ଜୋକ କୁ ଆଗକୁ ବ୍ୟବହାର କରିଥାଏ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *