Dinesh Karthik ଙ୍କୁ ଫ୍ୟାନ୍ସ କଲେ ଟ୍ରୋଲ, ‘ଏବେ ବୁଝୁଛି ଗାଙ୍ଗୁଲୀ କାହିଁକି ଧୋନୀକୁ ବାଛିଲେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚଳିତ IPLରେ ଦିନେଶ କାର୍ତ୍ତିକଙ୍କ ପଦର୍ଶନ ରହିଛି ଫ୍ଲପ ! ୨ ଥର ଶୂନରେ ହେଲେଣି ଆଉଟ ! ତେବେ ଚଳିତ ବର୍ଷ IPL ମ୍ଯାଚର ଶୁଭାରମ୍ଭ ହୋଇସାରିଛି । ସବୁ ଦଳ ନିଜ ନିଜ ଟିମରେ ରହି କ୍ରିକେଟ ଖେଳ ପଦର୍ଶନ କରୁଛନ୍ତି । ତେବେ ସୂଚନା ମୁତାବିକ ରୋୟାଲ ଚାଲେଞ୍ଜରସର ୱିକେଟ କିପର ଦିନେଶ କାର୍ତ୍ତିକଙ୍କ ଏପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ ସଂଘର୍ଷ କରୁଛନ୍ତି ।

ଦିଲ୍ଲୀ କାପିଟାଲ ବିପକ୍ଷରେ ରୋୟାଲ ଚଲେଞ୍ଜରସ ର ଚତୁର୍ଥ ମ୍ଯାଚରେ ଦିନେଶ କାର୍ତ୍ତିକ ପ୍ରଥମ ବଲ୍ ରେ ଜମାରୁ ମଧ୍ୟ ରନ କରିପାରିନଥିଲେ । ଯାହା ଫଳରେ ସେ ଆଉଟ ହୋଇଯାଇଥିଲେ । ତେବେ କ୍ରିକେଟର ଦିନେଶ କାର୍ତ୍ତିକଙ୍କର ଚଳିତ ବର୍ଷ IPL  ମ୍ଯାଚରେ ପଦର୍ଶନ ଅତ୍ୟନ୍ତ ହିଁ ଖରାପ ଯାଇଛି । ତେଣୁ ନିଜର ଖରାପ ଫର୍ମ ପାଇଁ କ୍ରିକେଟ ପ୍ରଶଂସକ ମାନେ ଦିନେଶ କାର୍ତ୍ତିକଙ୍କୁ ଟ୍ରୋଲ କରିବାରେ ଲାଗି ପଡିଛନ୍ତି ।

ଭିନ୍ନ ଭିନ୍ନ ୟୁଜର ମାନେ ଟ୍ବିଟରରେ ଦିନେଶ କାର୍ତ୍ତିକଙ୍କ ପାଇଁ ନିଜର ଟ୍ରୋଲ ପୂର୍ଣ୍ଣ ମନ୍ତବ୍ୟ ରଖୁଛନ୍ତି । IPL  ୨୦୨୩ ମ୍ଯାଚରେ କାର୍ତ୍ତିକ ଦିନେଶ ଦିତୀୟ ଥର ପାଇଁ ଶୂନରେ ଆଉଟ ହୋଇଯାଇଛନ୍ତି । ରୋୟାଲ ଚଲେଞ୍ଜରସ ପାଇଁ ଖେଳୁଥିବା ଦିନେଶ ୪ ଟି ମ୍ଯାଚରେ ମାତ୍ର ୧୦ ରନ ସଂଗ୍ରହ କରିଛନ୍ତି । ଏହି ସମୟରେ ତାଙ୍କୁ ୨ ଥର ଖାତା ନଖୋଲି ପାଭିଲିଆନ ଫେରିଯିବାକୁ ପଡିଥିଲା ।

ତେବେ ମ୍ଯାଚରେ ଦିନେଶଙ୍କର ଏଭଳି ଖରାପ ପଦର୍ଶନ ପାଇଁ ଅନେକ ୟୁଜର ତାଙ୍କ ଉପରେ ଟ୍ରୋଲ କରି ଭିନ୍ନ ଭିନ୍ନ ମତ ଦେଇ ଲେଖିଛନ୍ତି । ଯେ ବର୍ତ୍ତମାନ ଦିନେଶ କାର୍ତ୍ତିକ ଫିନିଶ ହୋଇଯାଇଛନ୍ତି । ଅନ୍ୟ ଜଣେ ୟୁଜର ପୁଣି ଥରେ ଦିନେଶଙ୍କୁ କମେଣ୍ଟର ହେବ ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟ କିଛି ୟୁଜର ତାଙ୍କୁ ମହେନ୍ଦ୍ର ସିଂହ ଧୋନୀଙ୍କ ସହ ତୁଳନା କରି ପରିହାସ ମଧ୍ୟ କରିଛନ୍ତି ।

ଏଥିପାଇଁ ତୁମ ସ୍ଥାନରେ କ୍ରିକେଟର ଗାଙ୍ଗୁଲୀ ଧୋନୀଙ୍କୁ ବାଛିଥିଲେ । ତେବେ ଏହିଭଳି ଭାବରେ ଦିନେଶ କାର୍ତ୍ତିକ କ୍ରିକେଟ ସମର୍ଥକ ମାନଙ୍କର ଟ୍ରୋଲର ଶିକାର ହେଉଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଅଧିକରୁ ଅଧିକ କ୍ରିକେଟର ଲାଟେଷ୍ଟ ସୂଚନା ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ । ସେଥିପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । । ଧନ୍ୟବାଦ

Leave a Reply

Your email address will not be published. Required fields are marked *