ଘର ସାମ୍ନାରୁ ତୁରନ୍ତ ହଟେଇ ଦିଅନ୍ତୁ ଏହି ସବୁ ସବୁ ଗଛ, ଘରକୁ ଆସିଥାଏ ଦରିଦ୍ରତା, ଘର ଛାଡି ଚାଲି ଯାଆନ୍ତି ମା’ ଲକ୍ଷ୍ମୀ

ବନ୍ଧୁଗଣ ଗଛ ଲତା ଆମ ପ୍ରକୃତିକୁ ସୁନ୍ଦର ବନାଇଥାନ୍ତି ଓ ଏହା ସହିତ ଗଛଲତା ସମସ୍ତ ପ୍ରାଣୀଙ୍କୁ ଜୀବନବାୟୁ ମଧ୍ୟ ପ୍ରଦାନ କରିଥାନ୍ତି । ଏହି କାରଣ ହେତୁ ଆମେମାନେ ଅମ୍ଳଜାନ ଗ୍ରହଣ କରିପାରୁ । ବନ୍ଧୁଗଣ ପୃଥିବୀ ପୃଷ୍ଟରେ ଗଛ ମାନଙ୍କର ଏକ ବହୁତ ବଡ ମହତ୍ଵ ରହିଛି । ପ୍ରାଚୀନ କାଳରୁ ରୁଷି ମୁନି ମାନେ ଗଛ ତଳେ ବସି ତପସ୍ୟା କରନ୍ତି ସେଥିପାଇଁ ଏହି ଗଛଲତାକୁ ବହୁତ ପୂଜନୀୟ ମଧ୍ୟ ମାନା ଯାଇଛି । ବନ୍ଧୁଗଣ ଆମ ହିନ୍ଦୁଧର୍ମ ଅନୁସାରେ ଏପରି କିଛି ଗଛ ରହିଛି ଯାହାକୁ ଘର ମଧ୍ୟରେ ପୂଜା କରାଯାଇଥାଏ ଓ ଏହା ଆମ ଘରର ସୁଖ ସମୃଦ୍ଧିକୁ ବଢାଇ ଥାଏ  ।

ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଗଛ ରହିଛି ଯାହା ଘର ପାଖରେ ବା ଘରେ ରହିବା ବହୁତ ଅଶୁଭ ଅଟେ । ପ୍ରାଚୀନ ଗ୍ରନ୍ଥ ଅନୁସାରେ ଏହି ସବୁ ଗଛରେ ନକରାତ୍ମକ ଶକ୍ତିର ବାସ ରହିଥାଏ ଯାହା ଆପଣଙ୍କ ଘର ପାଖରେ ରହିଲେ ଆପଣଙ୍କ ଜୀବନରେ ଅନେକ ସମସ୍ୟା ଆସିଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସବୁ ଗଛ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ଘରେ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଗଛ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି କଣ୍ଟା ଗଛ । ବନ୍ଧୁଗଣ କଣ୍ଟାଯୁକ୍ତ ଗଛ ଘରେ ରହିବା ବହୁତ ଅଶୁଭ ହୋଇଥାଏ । ଏହି ଗଛ ଘରେ ରହିବା ଦ୍ଵାରା ଘରେ ଝଗଡା ହୋଇଥାଏ ଓ ଅନେକ ଆର୍ଥିକ ସମସ୍ୟା ଆସିଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ କେବେହେଲେ ନିଜ ଘରେ କଣ୍ଟାଯୁକ୍ତ ଗଛକୁ ଲଗାନ୍ତୁ ନାହିଁ ଏହି ଗଛ ବହୁତ ଅଶୁଭ ହୋଇଥାଏ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି କ୍ଷୀରଜାତିୟ ଗଛ ବା ଅରଖ ଗଛ । ବନ୍ଧୁଗଣ ବହୁତ ଲୋକ ନିଜ ଘରେ ଏହି ଅରଖ ଗଛ ଲଗାଇଥାନ୍ତି । ଅରଖ ଗଛ ଘରେ ଲଗାଇବା ଦ୍ଵାରା ଛୋଟ ଛୁଆଙ୍କୁ ହାନି ଆସିପାରେ । ଏହା ସହିତ ଏହି ଗଛ ରହିବା ଦ୍ଵାରା ଘରେ ଅନେକ ସମସ୍ୟା ଆସିଥାଏ । ଧାର୍ମିକ ଦ୍ରୁଷ୍ଟିରୁ ଦେଖିବାକୁ ହେଲେ ଏହି ଗଛ ଘରେ ରହିବା ଦ୍ଵାରା ଘରର ସୁଖ ସମୃଦ୍ଧି ଦୂର ହୋଇଯାଇଥାଏ । ତେଣୁ ବନ୍ଧୁଗଣ ଏହି ଗଛକୁ ଭୁଲ ସେ ମଧ୍ୟ ନିଜ ଘରେ ଲଗାନ୍ତୁ ନାହିଁ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ବର କୋଳି ଗଛ । ବର କୋଳି ଗଛ ଘରେ ରଖିବା ବହୁତ ଅଶୁଭ ହୋଇଥାଏ । ବସ୍ତୁଶାସ୍ତ୍ର ଅନୁସାରେ ବର କୋଳି ଗଛରେ ସବୁଠାରୁ ଅଧିକ ନକରାତ୍ମକ ଶକ୍ତି ବାସ କରିଥାଏ ଯାହା ଆପଣଙ୍କ ଘରେ ରହିବା ଦ୍ଵାରା ଆପଣଙ୍କ ଘରେ ଅନେକ ଆର୍ଥିକ ସମସ୍ୟା ଆସିପାରେ । ଏହି ଗଛ ଘରେ ରହିବା ଦ୍ଵାରା ଘରର ସଦସ୍ୟ ମାନେ ସବୁବେଳେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ବନ୍ଧୁଗଣ ଏହି ସବୁ ଗଛ ଗୁଡିକୁ ଭୁଲ ସେ ମଧ୍ୟ ନିଜ ଘର ମଧ୍ୟରେ ରଖନ୍ତୁ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *