ଘର ଛାଡି ହୋଟେଲ ରେ ରହୁଛନ୍ତି Naga Chaitanya, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜଣାଇଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ସବୁବେଳେ ଚର୍ଚାରେ ରୁହନ୍ତି । ଏହା ସହିତ ଏହି କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ମ୍ୟାରେଜ ପାଇଁ ମଧ୍ୟ ଚର୍ଚାରେ ରୁହନ୍ତି ।

ହେଲେ ଆଜି ଆମେ ଆପଣ ମାନଙ୍କୁ ସାଉଥ ଇଣ୍ଡଷ୍ଟ୍ରିର ଏପରି ଗୋଟେ କପଲଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ଦୁଇଜଣ ନିଜ ବିବାହ ବିଚ୍ଛେଦ ପାଇଁ ଚର୍ଚାରେ ଅଛନ୍ତି । ଏହି ଦୁଇ କଳାକାର ଆଉ କେହି ନୁହେଁ ଏମାନେ ହେଉଛନ୍ତି ନାଗ ଚୈତନ୍ୟ ଓ ସାମନ୍ଥା । ଅଲଗା ହୋଇଯାଇଛନ୍ତି ସାଉଥର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଏବଂ ସମନ୍ଥା । ଦୁହେଁ ଅକ୍ଟୋବର ୨ ରେ ଛାଡପତ୍ର ନେଇଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ।

ବନ୍ଧୁଗଣ ଯେତେବେଳେ ଫ୍ୟାନ୍ସ ମାନେ ଏହି ଦୁଇଜଣଙ୍କ ବିଚ୍ଛେଦ ଖବର ବିଷୟରେ ଜାଣିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ହଠାତ ଏହି ଖବର ସମସ୍ତଙ୍କ ମନରେ ଦୁଃଖ ଭରି ଦେଲା । ନାଗ ଚୈତନ୍ୟ ଓ ସାମନ୍ଥା ସାଉଥ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକ ମାନେ ବେସ ଅଧିକ ପସନ୍ଦ କରନ୍ତି । ଉଭୟ ୨୦୧୭ରେ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ହେଲେ ବର୍ତ୍ତମାନ ଏହି ଦୁଇଜଣ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି ।

ବର୍ତ୍ତମାନ ଆଉ ଗୋଟେ ବଡ ଖବର ସାମ୍ନାକୁ ଆସିଛି। ଏହାରି ଭିତରେ ନାଗା ଚୈତନ୍ୟ ଘର ଛାଡି ହୋଟେଲରେ ରହୁଥିବା କଥା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ନାଗ ଚୈତନ୍ୟ ଗତ ଏକ ମାସ ହେବ ଘର ଛାଡି ହୋଟେଲରେ ରହୁଛନ୍ତି । ହାଇଦ୍ରାବାଦର ଏକ ଲକ୍ଜରି ହୋଟେଲରେ ଅଛନ୍ତି ନାଗ ଚୈତନ୍ୟ ।

ଏହି ଖବର ସାମ୍ନାକୁ ଆସିବା ପରେ ପୁଣି ସାଉଥ ଇଣ୍ଡଷ୍ଟ୍ରିରେ ଚର୍ଚା ହେଉଛି । ସାମନ୍ଥା ଓ ନାଗ ଚୈତନ୍ୟ ପାରସ୍ପରର ସହମତିରେ ଅଲଗା ହୋଇଛନ୍ତି ଏହା ବିଷୟରେ ସାମନ୍ଥା ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *