ଘର ଓ ଦୋକାନରେ ଏହି ଖାସ ଜିନିଷ ରଖିବା ମାତ୍ରେ ହିଁ ସବୁ ବାଧା ହୋଇଯିବ ଦୂର, ଉନ୍ନତି ପାଇବାର ସବୁଠୁ ସହଜ ଉପାୟ

ଜୀବନରେ ଉନ୍ନତି ଓ ଟଙ୍କା ଆୟ କରିବାର ସ୍ଵପ୍ନ ସମସ୍ତେ ଦେଖିଥାନ୍ତି ଓ ଏହାକୁ ପାଇବା ପାଇଁ ପରିଶ୍ରମ ବି କରିଥାନ୍ତି । କେତେ ଥର ବହୁତ ଚେଷ୍ଟା କରିବା ପରେ ବି ମନଇଚ୍ଛା ସଫଳତା ମିଳି ନ ଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଉନ୍ନତି କରିବା ପାଇଁ କେତେକ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ବି କରିଥାନ୍ତି । ଯଦି ଆପଣଙ୍କ ସହିତ ବି ଏମିତି ହୋଇଥାଏ ତେବେ ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ରର କିଛି ଏମିତି ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବାରେ ସାହାର୍ଯ୍ୟ କରିବ । ଆସନ୍ତୁ ଆଜି ଜାଣିବା ସେହି ଖାସ ଉପାୟ ବିଷୟରେ ।

·    ଯଦି ଆପଣ ଖାଇବା ସମ୍ବନ୍ଧିତ କୌଣସି ବ୍ୟବସାୟ କରିବାକୁ ଚାହୁଁଛନ୍ତି ଯେମିତି କି ହୋଟେଲ, ରେଷ୍ଟୁରାଣ୍ଟ ଇତ୍ୟାଦି ତେବେ ଆପଣ ଦୋକାନରେ ଗାଈ ଓ ବାଛୁରିର ମୂର୍ତ୍ତି ରଖନ୍ତୁ । ଏହଭଳି କରିବା ଦ୍ଵାରା ଆପଣଙ୍କ ବ୍ୟବସାୟରେ ଉନ୍ନତି ଆସିବ ।

·    ଯଦି ସୁନା ଓ ଚାନ୍ଦିର ଗହଣା ସହ ଜଡିତ ବ୍ୟବସାୟ କରୁଛନ୍ତି ତେବେ ନିଜର ବିଜନେସକୁ ବଢାଇବା ପାଇଁ ନିଜର ବେଡରୁମରେ ଚାନ୍ଦି ଦ୍ଵାରା ତିଆରି ମୟୂର ଉପର ରଖନ୍ତୁ । ବାସ୍ତୁଶାସ୍ତ୍ର ଅନୁସାରେ ଏହିଭଳି କରିବା ଦ୍ଵାରା ସମସ୍ତ ବାଧା ଦୂର ହୋଇଯାଏ ।

·    ଯଦି ଆପଣ ଗାଡି ସମ୍ବନ୍ଧିତ କୌଣସି ବିଜନେସ କରୁଛନ୍ତି ତେବେ ନିଜର ଶୋରୁମରେ ଭଗବାନଙ୍କ ମୂର୍ତ୍ତି ପାଖରେ ଏକ ପିରାମିଡ ବି ରଖନ୍ତୁ । ଅଳ୍ପ ଦିନରେ ଦେଖିବେ କି ଆପଣ ଉଚ୍ଚରେ ବଢିବାକୁ ଲାଗିବେ ।

ବିଜୁଳି ସମ୍ବନ୍ଧିତ ବିଜନେସ କରିବା ପାଇଁ ନିଜର ବେଡରୁମରେ କ୍ରିଷ୍ଟାଲର ୱିଡଂଚାଇମ ରଖିବା ବାସ୍ତୁଶାସ୍ତ୍ର ଅନୁସାରେ ବହୁତ ଶୁଭ ହୋଇଥାଏ । ଅନ୍ୟ ପଟେ ବସ୍ତ୍ର ବିଜନେସରେ ଟଙ୍କା ଆୟ କରିବା ପାଇଁ ଦୋକାନର ମୁଖ୍ୟ କବଟାରେ ନାଲି ରଙ୍ଗର କପଡା ଟାଙ୍ଗି ରଖିବା ଉଚିତ । ଏହା ଦ୍ଵାରା ବିଜନେସ ବିନା ବାଧାରେ ଆଗକୁ ବଢିବ ।

Leave a Reply

Your email address will not be published. Required fields are marked *