ରାଶିଫଳ 5 ଏପ୍ରିଲ 2020, ଗ୍ରହ ମାନଙ୍କର ସ୍ଥାନ ପରିବର୍ତନ ଦ୍ଵାରା ଏହି ୩ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ବିଶେଷ ଫାଇଦା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ଅଟେ । ଆଜିର ରାଶିଫଳ ବାହାରିବା ସମୟରେ ପଞ୍ଚାଙ୍ଗର ଗଣନା ଏବଂ ସଠିକ ଖଗୋଲିୟ ବିଶ୍ଳେଷଣ କରାଯାଏ । ଆମର ଏହି ଦୈନିକ ରାଶିଫଳରେ ସବୁ ୧୨ ରାଶିଗୁଡ଼ିକର ଭବିଷ୍ୟକାଳ କୁହାଯାଇ ଥାଏ । ଏହି ରାଶିଫଳକୁ ପଢି ଆପଣ ଆପଣଙ୍କର ଦୈନିକ ଯୋଜନା ଗୁଡୁକୁ ସଫଳ କରିବାରେ ସକ୍ଷମ ହେବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବେପାର, ଦେବା ନେବା, ପରିବାର ଏବଂ ବନ୍ଧୁଙ୍କ ସହିତ ସମ୍ବନ୍ଧ, ଶରୀର ଏବଂ ଦିନସାରା ହେବାକୁ ଯାଉଥିବା ଶୁଭ ଅଶୁଭ ଘଟଣା ଗୁଡିକର ଭବିଷ୍ୟଫଳ ହୋଇଥାଏ ।

ମେଷ

ଆଜି ଆପଣଙ୍କ ଚାକିରିରେ ଦରମା ବଢିପାରେ । ଆପଣଙ୍କର ଆତ୍ମବିଶ୍ବାସ ବଢିବ । କାର୍ଯ୍ୟ କରିବାରେ ଆଗରେ ରହିବେ । ଯାନ ଚଳାଇବା ସମୟରେ ସାବଧାନ ରହିବା ନିହାତି ଦରକାର । କୌଣସି ବ୍ୟକ୍ତି ଉପରେ ଅଧିକ ବିଶ୍ବାସ କର ନାହିଁ ନହେଲେ ଧୋକା ଖାଇ ପାରନ୍ତି । ଆପଣଙ୍କ ଶତ୍ରୁଙ୍କ ଠାରୁ ଆପଣଙ୍କୁ ଟିକେ ଦୂରରେ ରହିବାର ଆବଶ୍ୟକତା ଅଟେ । ଭଲପାଇବା ମାମଲାରେ ଅନେକ ସଫଳତା ପାଇବାର ସମ୍ଭାବନା ନଜର ଆସୁଛି ।

ବୃଷ

ଆଜି ରାଗରେ କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ, ଯାହା ଫଳରେ ଆପଣଙ୍କୁ ଭବିଷ୍ୟତରେ ପସ୍ତାଇବାକୁ ପଡିପାରେ । ସମୟ ଆପଣଙ୍କର ଭଲ ପାଇଁ ହେବ ଏବଂ ଆପଣ ଏହାର ଲାଭ ପରେ ପାଇ ପାରିବେ କିନ୍ତୁ ଏବେ ଯେମିତି ଚାଲୁଛି ତାକୁ ସେମିତି ହିଁ ଚାଲିବାକୁ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ଧନ ପ୍ରାପ୍ତି ହେବ । ପ୍ରେମ ଏବଂ ରୋମାଣ୍ଟିକ ସବନ୍ଧ ପାଇଁ ଏହି ସମୟ ଭଲ ଅଟେ । ଆଜି ଆପଣ ପରିସ୍ଥିତି ସମ୍ଭାଳିବାରେ ସଫଳ ହୋଇ ପାରନ୍ତି । ଆପଣଙ୍କର ଆର୍ଥିକ ଯୋଜନା ସଫଳ ହେବ ।

ମିଥୁନ

ଆଜି ଆପଣଙ୍କ ପରିଶ୍ରମର ମୂଲ୍ୟ ମିଳିବ । ଆପଣ ଆପଣଙ୍କର ପରିବାର ବା ସମ୍ପର୍କର କୌଣସି ବି ସ୍ଥିତି ରୁ ବାହାରିବା ପାଇଁ ସକ୍ଷମ ହେବେ । ଯାନ ଉପରେ ଖର୍ଚ ହେବ କାର୍ଯ୍ୟସ୍ଥଳରେ କର୍ମଚାରୀ ମାନଙ୍କ ଦ୍ଵାରା ଚିନ୍ତିତ ହେବେ । ନୂଆ ସାଙ୍ଗ ହେବେ । ଶତ୍ରୁମାନଙ୍କ ସହିତ ମିତ୍ରତା କରିବା ଆପଣଙ୍କ ପାଇଁ ହାନିକାରକ ପ୍ରମାଣିତ ହୋଇପାରେ । ପ୍ରେମ ସବନ୍ଧରେ ମଧୁରତା ଆସିବ । ସମୟ ସହିତ ଆପଣଙ୍କୁ ଆପଣଙ୍କ ଜୀବନରେ ନୂଆ ପରିବର୍ତନ ଦେଖିବାକୁ ମିଳିବ ।

କର୍କଟ

ଆର୍ଥିକ ରୂପରେ ଆଜି ଆପଣ ସଜାଗ ରହିବେ । ପାର୍ଟନରଙ୍କୁ ନେଇ ମନରେ ନେଗେଟିଭ କଥା ଚାଲିବ । ସିଙ୍ଗିଲ ଲୋକ କାହାକୁ ପ୍ରପୋଜ କରିବା ପାଇଁ ଭାବୁଛନ୍ତି ତାହେଲେ ଟିକେ ରହିଜାନ୍ତୁ । ସବୁ ପ୍ରକାରର କଠିନକୁ ପାରି କରି ଆପଣ ସଫଳତା ପ୍ରାପ୍ତ କରିବାରେ ସଫଳତା ହାସଲ କରିବେ । ଆପଣ କୌଣସି ନୂଆ ପ୍ରପୋଟି ତଥା ଅଞ୍ଚଳ ସମ୍ପତିକୁ କିଣି ପାରନ୍ତି । ଆପଣଙ୍କର ଅଧୁରା ମନସ୍କାମନା ପୂର୍ଣ୍ଣ ହେବ । ମା ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ସ୍ଥିତି ମଜବୁତ ରହିବ ।

ସିଂହ

ବେପାରି ଏବଂ କାରବାରୀ ମାନଙ୍କଉ ଆଜି ନୂଆ ଅଡର ମିଳିପାରେ, କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି, ଯାହା ବହୁତ ଲାଭକାରୀ ହେବ । ମହାଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବା । ଆପଣଙ୍କ ଭଲପାଇବାର ଗାଡି ଦ୍ରୁତ ଗତିରେ ଆଗକୁ ବଢିବ । ଆପଣଙ୍କୁ ଆପଣଙ୍କ ଶରୀରର ଖାସ ଧ୍ୟାନ ରଖିବାକୁ ହେବ । ଆପଣଙ୍କ ଆତ୍ମବିଶ୍ଵାସରେ ଲଗାତାର ବୃଦ୍ଧି ହେବ । ଆପଣଙ୍କ ଦ୍ଵାରା ହୋଇଥିବା ସବୁ ଯୋଜନା ସଫଳ ହେବ । ସାଙ୍ଗ ଏବଂ ପରିଚିତ ଲୋକଙ୍କ ସହିତ ସମୟ କାଟି ପାରନ୍ତି ।

କନ୍ୟା

ଆଜି ଆପଣଙ୍କୁ ବହୁମୂଲ୍ୟ ବସ୍ତୁ ପ୍ରାପ୍ତ ହେବ । ଏହା ସହିତ ଅନାବଶ୍ୟକ ଖର୍ଚ ବି ସାମନାକୁ ଆସିବ ଯାହା କି ନ ଚାହ୍ନି ବି କରିବାକୁ ପଡିବ । ଉଠାନପଥାନ ରହିବ । ଆଜି ପାରିବାରିକ ପ୍ରତିଷ୍ଠା ଓ ମାନ ସଂମ୍ମାନରେ ବୃଦ୍ଧି ହେବ । ଅଯୋଥା ଖର୍ଚରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । କର୍ମୀମାନଙ୍କୁ ପଦୋର୍ନ୍ନତି ବା ଆର୍ଥିକ ମୁନାଫା ହୋଇପାରେ । ବହୁତ ବର୍ଷରୁ ଅଟକି ଥିବା କାମ ଦ୍ରୁତ ଗତିରେ ପ୍ରଗତି କରିବାରେ ସଫଳତା ହାସିଲ କରିବେ ।

ତୁଳା

ଆଜି ଆପଣଙ୍କୁ ଆପଣଙ୍କର ମନପସନ୍ଦର ଜୀବନସାଥି ମିଳିବ ଯାହାକୁ ଆପଣ ଚାହାଁନ୍ତି । ନିଜ ଭଲପାଇବା ଧୋକା ଦିଅନ୍ତୁ ନାହିଁ । ନିଜର ମାତା ପିତାଙ୍କୁ ସତ କୁହନ୍ତୁ, ଫାଇସାଲା ଆପଣଙ୍କ ପକ୍ଷରେ ହେବ । ଆପଣଙ୍କ ଘରେ କୌଣସି ବ୍ୟକ୍ତି ଆପଣଙ୍କର ସାହାଜ୍ଯ କରି ପାରନ୍ତି । ପରିବାର ଭିତରେ ଏହି ଦିନ ଖର୍ଚ ବଢିଯିବ । ଆପଣଙ୍କୁ କୌଣସି ସରପ୍ରାଇଜ ମିଳିପାରେ । ଆଜି ଆପଣଙ୍କ ଦ୍ଵାରା କରାଯାଇଥିବା କାମ ଦ୍ଵାରା ସମଯରେ ଅଧିକ ଲୋକଙ୍କର ଭଲ ହେବ ।

ବିଛା

ଆଜି ଆପଣଙ୍କୁ ନିଜ ଧନ ମାମଲାରେ ବହୁତ ସାବଧାନୀ ହେବାକୁ ପଡିବ । ବିଗିଡି ଯାଇଥିବା ସ୍ଥିତିରେ ସୁଧାର କରିବା ପାଇଁ କିଛି ପରିବର୍ତନ ଆଣିବାର ସମୟ ଅଟେ । ମଝବୁତ ଇଛା ଶକ୍ତି ବିନା ଆପଣ ସଫଳ ହୋଇ ପାରିବେ ନାହିଁ ଏଥିପାଇଁ ନିଜକୁ ନକରାତ୍ମକ ବିଚାର ଠାରୁ ଦୂରରେ ରଖନ୍ତୁ ଏହା ଆପଣଙ୍କ ପାଇଁ ଭଲ ରହିବ । ଆର୍ଥିକ କ୍ଷେତ୍ରରେ ସମୟ ଶୁଭ ରହିବ ।

ଧନୁ

ଆଜି ଘରେ ଶାନ୍ତିର ମାହୋଲ ବନାଇ ରଖିବା ପାଇଁ ତାଳମେଳରେ କାମ କରନ୍ତୁ । ଆପଣଙ୍କ ବ୍ୟବହାର ସମସ୍ତଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରିବ । କଠିନ ପରିଶ୍ରମ କରିବା ଦ୍ଵାରା ଆପଣଙ୍କୁ ସବୁ କାମରେ ସଫଳତା ମିଳିବାର ସବମ୍ଭାବନା ଦେଖା ଯାଉଛି । ବୈବାହିକ ଜୀବନରେ ଖୁସିର ମାହୋଲ ରହିବ । ସମୟର ସଠିକ ଉପଯୋଗ କବିବେ ତାହେଲେ କୌଣସି ବଡ କାମ ବି ହୋଇପାରେ । ରୋଜଗାର କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ ।

ମକର

ଆଜି କାର୍ଯ୍ୟ କ୍ଷେତ୍ର ସବନ୍ଧିତ ଯାତ୍ରା ହୋଇପାରେ । ଆତ୍ମବିଶ୍ଵାସ ଏବଂ ମନୋବଳ ଆପଣଙ୍କର ଆସୁଥିବା ମୁସ୍କିଲ ପାଇଁ ସହାୟକ ହେବ । ବେପାରରେ ଆପଣଙ୍କୁ ବହୁତ ଧନ ଲାଭର ସମ୍ଭାବନା ଅଛି । ହଠାତ ହେବା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ନୂଆ କାମରେ ସ୍ତ୍ରୀ ଏବଂ ପିଲାଙ୍କର ସହଯୋଗ ଏବଂ ଭଲପାଇବା ମିଳିବ । ଆପଣଙ୍କର ବିନମ୍ର ସ୍ଵଭାବ ଆପଣଙ୍କ ବ୍ୟବସାୟକୁ ବଢାଇବାରେ ସାହାଯ୍ୟ କରିବା ।

କୁମ୍ଭ

ଆଜି ଭୌତିକ ସୁଖ ପ୍ରାପତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାର ସହିତ ବୁଲିବାକୁ ଯାଇ ପାରନ୍ତି । ଅବିବାହିତ ପ୍ରେମୀ ଜାତକକୁ ନିଜର ସାଥିର ଭାବନାର ଧ୍ୟାନ ରଖିବାର ଅବଶ୍ୟକତା ହେବ । ଆପଣଙ୍କ ଧାର୍ମିକ ଗତିବିଧି ଉପରେ ରୁଚି ବଢିବାକୁ ଯାଉଛି । ଆଜି ଆପଣ ହଠାତ ନିଜ ବେପାରରେ ବହୁତ ପଇସା କମାଇ ପାରିବେ । ଆପଣଙ୍କ ରାଗ ଉପରେ ସଂଯମ ରଖନ୍ତୁ ନହେଲେ କ୍ଷତି ହୋଇପାରେ ।

ମୀନ

କାର୍ଯ୍ୟକ୍ରମ ନେଇ ଆପଣଙ୍କର ପରିଶ୍ରମ ଆଜି ରଙ୍ଗ ଆଣିବ । ଆପଣଙ୍କୁ ବହୁତ ଧନ ଲାଭ ହେବ । ପାର୍ଟନର ସହିତ ଡିନରରେ ଯାଇ ପାରନ୍ତି । ଆଜି ଅଫିସରେ ନୂଆ ଝିଅ ସହିତ ଦେଖା ହୋଇପାରେ । ଆଜି ଆପଣଙ୍କର ମିତ୍ରତା ଭଲପାଇବାରେ ବଦଳି ପାରେ । ଭାଗ୍ୟ ତରଫରୁ ପୂର୍ଣ୍ଣ ସହଯୋଗ ମିଳିବ ଆପଣ ଆପଣଙ୍କ ପାଇଁ କିଛି ସମୟ ବାହାର କରନ୍ତୁ । ସବୁଦିନ ନିଜ ରାଶି ସମ୍ପର୍କରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *