କହିଲ ତାହା କଣ ଅଟେ ଯିଏ ସକାଳେ ୪ ପାଦରେ ରହିଥାଏ ମଧ୍ୟାହ୍ନକୁ ୨ ପାଦରେ ରହିଥାଏ ସନ୍ଧ୍ୟା ବେଳକୁ ୩ ପାଦରେ ରହିଥାଏ…

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପାଇଁ କିଛି ଜେନେରାଲ ନଲେଜ ଆଣିଛୁ । ଏହି ଜେନେରାଲ ନଲେଜକୁ ପଢିଲେ ଆପଣଙ୍କ ଜ୍ଞାନର ବୃଦ୍ଧି ହେବା ସହିତ ଏହା ଆପଣଙ୍କ ଜୀବନରେ ବହୁତ ସହାୟକ ହେବ । ଆପଣ ମାନେ ଏହାର ପ୍ରଶ୍ନ ଉତ୍ତର ବିଷୟରେ ଜାଣି ନିଜ ଭାଇ ଭଉଣୀ ମାନଙ୍କୁ ଏହି ଜେନେରାଲ ନଲେଜ ବିଷୟରେ ଜ୍ଞାନ ଦେଇପାରିବେ । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଏହି ଓଡିଆ ଜେନେରାଲ ନଲେଜ ବିଷୟରେ ।

୧. ଏମିତି କେଉଁ ଜିନିଷ ଅଛି ଯାହା ପାଖରେ ରିଙ୍ଗ ଅଛି ହେଲେ ପିନ୍ଧିବା ପାଇଁ ଆଙ୍ଗୁଠି ନାହିଁ ?

ଉତ୍ତର- ମୋବାଇଲ, ଯାହା ରିଙ୍ଗ ହୋଇଥାଏ କିନ୍ତୁ କୌଣସି ଆଙ୍ଗୁଠି ସେଥିରେ ନଥାଏ ।

୨. ଏମିତି କେଉଁ ଜିନିଷ ଅଛି ଯାହାକୁ ଆପଣ ନିଜ ହାତରେ ବନେଇଥାନ୍ତି ଓ ପରେ ଏହାକୁ ପବନରେ ଉଡାଇ ଦିଅନ୍ତି ?

ଉତ୍ତର- ଗୁଡି ବା ପତଙ୍ଗ କୁ ଆମେ ଆକାଶରେ ଉଡାଇ ଥାଉ ।

୩. ଏମିତି କେଉଁ ପ୍ରାଣୀ ଅଛି ଯାହାକୁ ସବୁ ଜିନିଷ ଦୁଇଗୁଣ ଅଧିକ ଦେଖା ଯାଇଥାଏ ?

ଉତ୍ତର- ଘୁଷୁରିକୁ ସବୁ ଜିନିଷ ଦୁଇଗୁଣ ଅଧିକ ଦେଖା ଯାଇଥାଏ ।

୪. ଦୁନିଆର ସବୁଠାରୁ ଶସ୍ତା ସ୍ମାର୍ଟ ଫୋନର ନାମ କଣ ?

ଉତ୍ତର- ଦୁନିଆର ସବୁଠାରୁ ଶସ୍ତା ସ୍ମାର୍ଟ ଫୋନର ନାମ Ht 16

୫. ଆଘାତ ଲାଗିବା ଦ୍ଵାରା କଣ ଲଗାଇଲେ କଷ୍ଟ କମ ହୋଇଥାଏ ?

ଉତ୍ତର- ଚିନି ଲଗାଇଲେ କଷ୍ଟ କମ ହୋଇଥାଏ

୬. କେଉଁ ପକ୍ଷୀ ନିଜର ଅଧା ବୁଦ୍ଧିକୁ ଶୁଆଇ ଦେଇଥାଏ ?

ଉତ୍ତର- ବତକ ନିଜର ଅଧା ବୁଦ୍ଧିକୁ ଶୁଆଇ ଦେଇଥାଏ

୭. ଦୁନିଆରେ ସବୁଠାରୁ ଅଧିକ ପ୍ରୟୋଗ କରାଯାଉଥିବା ପାସ୍ୱାର୍ଡ କଣ ଅଟେ ?

ଉତ୍ତର- ଦୁନିଆରେ ସବୁଠାରୁ ଅଧିକ ପ୍ରୟୋଗ କରାଯାଉଥିବା ପାସ୍ୱାର୍ଡ ୧୨୩୪୫୬ ।

୮. ଗାୟତ୍ରୀ ମନ୍ତ୍ରର ଦ୍ଵିତୀୟ ନାମ କଣ ହୋଇଥାଏ ?

ଉତ୍ତର- ଗାୟତ୍ରୀ ମନ୍ତ୍ରର ଦ୍ଵିତୀୟ ନାମ ସାବିତ୍ରୀ ମନ୍ତ୍ର

୯. ଭାରତର ପ୍ରଥମ ସାଧାରଣ ନିର୍ବାଚନ କେବେ ହୋଇଥିଲା ?

ଉତ୍ତର- ଭାରତର ପ୍ରଥମ ସାଧାରଣ ନିର୍ବାଚନ୧୯୫୨ରେ ହୋଇଥିଲା।

୧୦. ମହାତ୍ମା ଗାନ୍ଧୀଙ୍କର ପୁରା ନାମ କଣ ?

ଉତ୍ତର- ମହାତ୍ମା ଗାନ୍ଧୀଙ୍କର ପୁରା ନାମ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ

୧୧. ସବୁଠାରୁ ଅଧିକ ଭୂମିକମ୍ପ କେଉଁ ଦେଶରେ ହୋଇଥାଏ ?

ଉତ୍ତର- ସବୁଠାରୁ ଅଧିକ ଭୂମିକମ୍ପ ଜାପାନ ଦେଶରେ ହୋଇଥାଏ ।

୧୨. ଗୋଟେ ମାଈ ମଶା ଗୋଟେ ଥରକରେ କେତେ ଅଣ୍ଡା ଦେଇଥାଏ ?

ଉତ୍ତର- ଗୋଟେ ମାଈ ମଶା ଗୋଟେ ଥରକରେ ୧୦୦ ଟି ଅଣ୍ଡା ଦେଇଥାଏ

୧୩. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ପୋଲିସ ଷ୍ଟେସନ ଅଛି ?

ଉତ୍ତର- ଭାରତର  ତାମିଲନାଡୁ ରାଜ୍ୟରେ ସବୁଠାରୁ ଅଧିକ ପୋଲିସ ଷ୍ଟେସନ ଅଛି ।

୧୪. କହିଲ ତାହା କଣ ଅଟେ ଯିଏ

ସକାଳେ ୪ ପାଦରେ ରହିଥାଏ

ମଧ୍ୟାହ୍ନକୁ ୨ ପାଦରେ ରହିଥାଏ

ସନ୍ଧ୍ୟା ବେଳକୁ ୩ ପାଦରେ ରହିଥାଏ

ଉତ୍ତର – ପିଲାଦିନ, ଜବାନି ଓ ବୁଢାପା

ଛୋଟପିଲା ମାନେ ଜୀବନର ସକାଳ ଯିଏ ହାତ ଓ ଗୋଡ ମିଶି ୪ ଟା ବ୍ୟବହାର କରି ଆଣ୍ଠେଇଥାଏ, ଜବାନି ମାନେ ଜୀବନର ମଧ୍ୟାହ୍ନ ଯେତେବେଳେ ମଣିଷ ୨ ପାଦରେ ସଳଖି ଆଗକୁ ବଢେ ଓ ବୁଢାପା ମାନେ ଜୀବନର ସନ୍ଧ୍ୟା ଯେତେବେଳେ ମଣିଷ ବୁଢା ହୋଇ ବାଡିର ସାହାରା ନିଏ ଓ ୨ ପାଦ ଓ ବାଡି ମିଶି ୩ ପାଦରେ ସେ ଚାଲିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *