ବାସ ଏହି ୧ SMS ପଠାଅ ଯାହାଙ୍କୁ ଭଲ ପାଉଛ, ସେ ମରିବା ପର୍ଯ୍ୟନ୍ତ ତୁମ କଥା ଭାବି ଭାବି କାନ୍ଦିବେ

ସାଧାରଣତଃ ଆମେମାନେ ନିଜ ଜୀବନରେ କାହାକୁ ନା କାହାକୁ ନିଜ ମନ ଦେଇ ତାକୁ ଭଲ ପାଇଥାଉ । ହେଲେ ପ୍ରେମରେ କେବେ କେବେ ବାଦବିବାଦ ସୃଷ୍ଟି ହୋଇଥାଏ । ଯାହାଫଳରେ ଆପଣ ମାନଙ୍କ ମଧ୍ୟରେ ବୁଝାବଣା ହୋଇପାରେ ନାହିଁ । ଏହା ଦ୍ଵାରା ଆପଣ ମାନେ ଧୋକା ପାଇଥାନ୍ତି । ଧୋକା ପାଇବା ଦ୍ଵାରା ଆପଣ ମାନଙ୍କୁ ବହୁତ କଷ୍ଟ ହୋଇଥାଏ । ପ୍ରତ୍ୟେକ ମଣିଷକୁ ଏହି କଷ୍ଟ ନିଜ ଜୀବନରେ ମିଳିଥାଏ ।

ହେଲେ ଆପଣଙ୍କ ଏହି ସମସ୍ୟା ପାଇଁ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ କହିବୁ ଯାହାକୁ ଉପଯୋଗ କରିଲେ ଆପଣଙ୍କ ପ୍ରେମିକା ଆପଣଙ୍କୁ ତାଙ୍କ ଜୀବନରେ କେବେ ବି ଭୁଲି ପାରିବ ନାହିଁ । ସେ ଆପଣଙ୍କ କଥା ପୁରା ଜୀବନରେ ମନେ ପକାଇବେ ଓ ଆପଣଙ୍କ ପାଇଁ କାନ୍ଦିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯଦି ଆପଣଙ୍କର ବ୍ରେକ ଅପ୍ ହୋଇଯାଇଛି, ତା ହେଲେ ଆପଣଙ୍କୁ ନିଜ ପ୍ରେମିକାକୁ କିଛି ମେସେଜ ପଠାଇବାକୁ ହେବ । ତାହା ହେଉଛି, ‘ତୁମ ଜୀବନ ସବୁ ଦିନ ପାଇଁ ଅଧୁରା ରହିବ । କେହି ମୋ ପରି ହୋଇପାରିବେ , କିନ୍ତୁ ମୁ ନୁହେଁ’ । ହେଲେ ବନ୍ଧୁଗଣ ଏହି ମେସେଜକୁ ଆପଣ କଥାରେ କହିବେ ନାହିଁ, ଏହାକୁ ଆପଣ ଫୋନ ମେସେଜ, ହ୍ଵାଟ୍ସଆପ୍ ବା ଅନ୍ୟାନ୍ୟ ଜରିଆରେ ମେସେଜ କରି ନିଜ ପ୍ରେମିକାକୁ ଜଣେଇବେ ।

ଜୀବନରେ ସମସ୍ତଙ୍କର ଅସୁବିଧା ଆସିଥାଏ, ଯେତେବେଳେ ଆପଣଙ୍କ ପ୍ରେମିକା କୌଣସି ଏକ ସମସ୍ୟାରେ ପଡିବେ, ସେତେବେଳେ ଆପଣ ଲେଖିଥିବା ପ୍ରଥମ ଲାଇନକୁ ସେ ମନେ ପକାଇବେ । ଏହା ଛଡା ଯଦି ତାଙ୍କ ଜୀବନରେ ଅନ୍ୟ କିଏ ଥିବ, ତେବେ କୌଣସି ଏକ ବିଷୟ ପାଇଁ ସେମାନଙ୍କ ମଧ୍ୟରେ ବାଦବିବାଦ ଯେମିତି ବି ନା ହେଉ ହେବ । ଯାହାଫଳରେ ସେ ଆପଣଙ୍କ ଦ୍ଵିତୀୟ ଓ ତୃତୀୟ ଲାଇନକୁ ମନେ ପକାଇବେ ।

ଆପଣଙ୍କ ପ୍ରେମିକାକୁ ବହୁତ କମ ସମୟରେ ଆପଣଙ୍କ ଅଭାବର ଅନୁଭବ ହେବ । ଏହା ଦ୍ଵାରା ସେ ଆପଣଙ୍କ ଜୀବନକୁ ଫେରି ଆସିବେ । ଦ୍ଵିତୀୟ ଲାଇନ ଅନୁସାରେ ଆପଣଙ୍କ ଜାଗା ଅନ୍ୟ କେହି ନିଶ୍ଚିତ ନେଇପାରେ ହେଲେ ସେ ଆପଣଙ୍କ ଭଳି ହେବ ନାହିଁ । ଏହି କଥା ତାଙ୍କ ମନ ଭିତରେ ଘୁରି ବୁଲିବ, ଯାହାଦ୍ୱାରା ଶେଷରେ ସେ ଆପଣଙ୍କ ପାଖକୁ ଫେରି ଆସିବେ ।

ବନ୍ଧୁଗଣ ଯଦି ଆପଣଙ୍କର ଏହି ସମସ୍ୟା ଅଛି ତେବେ ଏହା ହେଉଛି ସମସ୍ୟାର ସବୁଠାରୁ ବଡ ସମାଧାନ । ଯଦି ଆପଣଙ୍କ ପ୍ରେମ ଜୀବନ ଭଲ ଯାଉଛି ତେବେ ଆପଣ ନିଜ ପ୍ରେମିକାର ସମସ୍ତ ଖୁସି ଏମିତି ପୂର୍ଣ୍ଣ କରନ୍ତୁ ଯେମିତିକି ତାଙ୍କୁ ଆପଣଙ୍କ ପରି ଆଉ କେହି ବି ଭଲ ପାଇ ପାରିବେ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *