ମ୍ଯାଚ ଖେଳୁଥିବା ବେଳେ Rohit Sharma ଉପରେ ଭାଙ୍ଗିଲା ଦୁଃଖର ପାହାଡ, ପତ୍ନୀ Ritika ସେୟାର କଲେ ଏହି ଇମୋସନାଳ ପୋସ୍ଟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରୋହିତ ଶର୍ମାଙ୍କ ଉପରେ ଖସିଲା ଦୁଃଖର ପାହାଡ । ରୋହିତ ଶର୍ମାଙ୍କର ପତ୍ନୀ ରୀତିକା ଶେୟାର କରିଲେ ଇମୋସୋନାଲ ପୋଷ୍ଟ । ଭାରତ ଦଳର ଅଧିନାୟକ ରୋହିତ ଶର୍ମା ମ୍ଯାଚ ମଧ୍ୟରେ ହୋଇଗଲେ ଭାବ ପ୍ରବଣ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ମ୍ଯାଚ ପୂର୍ବରୁ ଏକ ଦୁଃଖର ଝଟକା ରୋହିତ ଶର୍ମାଙ୍କୁ ଲାଗିଛି ।  ରୋହିତ ଶର୍ମାଙ୍କର ପତ୍ନୀ ରୀତିକା ନିଜ ପରିବାର ବର୍ଗଙ୍କ ସହିତ ନିଜ ଘରର ପେଟ୍ ସହିତ କିଛି ଗୁଡିଏ ଫୋଟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ଯେଉଁଥିରେ କି ସେ କିଛି ଭାବପ୍ରବଣ ଭରା କଥା ମଧ୍ୟ ଲେଖିଛନ୍ତି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ସିରିଜରେ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରି ୬୭ ବଲରେ ୮୩ ରନର ଚମତ୍କାରୀ ଇନିଙ୍ଗ ଖେଳିଛନ୍ତି । ଏହି ଇନିଙ୍ଗ ଖେଳୁଥିବା ମଝିରେ ରୋହିତ ଶର୍ମା ୯ ଟି ଚଉକା ଓ ୩ ଟି ଛକା ମାରିଛନ୍ତି । ତେବେ ରୋହିତ ଶର୍ମା ସବୁବେଳେ ନିଜ ଖେଳରେ ବେଷ୍ଟ ଦେବା ପାଇଁ ନିଜର ପ୍ରୟାସ ଜାରୀ ରଖିଥାନ୍ତି । ତେବେ ସେ ମଧ୍ୟ କ୍ରିକେଟ ମ୍ଯାଚ ଖେଳୁଥିବା ସମୟରେ ହଟାତ ଭାବ ପ୍ରବଣ ହୋଇ ଉଠିଲେ ।

ତେବେ କ୍ରିକେଟର ରୋହିତ ଶର୍ମା ହଟାତ କାହିଁକି ଭାବ ପ୍ରବଣ ହୋଇଗଲେ ତାହାର ମୂଳ କାରଣ କଣ ରହିଛି ? ତେବେ ରୋହିତ ଶର୍ମା ମ୍ଯାଚ ମଝିରେ ଏପରି ଦୁଃଖ ଦୁଃଖ ଚେହେରା କରି ଭାବ ବିହ୍ଵଳ ହୋଇଯିବା ପଛରେ ମଧ୍ୟ କିଛି ବିଶେଷତ୍ଵ ରହିଛି । ତାହାର ପ୍ରକୃତ କାରଣ  ହେଉଛି । କାରଣ ରୋହିତ ଶର୍ମାଙ୍କର ପତ୍ନୀ ରୀତିକା ତାଙ୍କର ସୋସିଆଲ ଆକାଉଣ୍ଟରେ ଏକ ଦୁଃଖ ଖବର ଶେୟାର କରିଥିଲେ ।

ଯେଉଁ ବଡ ଦୁଃଖ ଖବରଟି ହେଉଛି । ରୋହିତ ଶର୍ମାଙ୍କ ଘରେ ଥିବା ପେଟ୍ ଡଗ ଟିର ମୃ-ତ୍ୟୁ ହୋଇଛି । ପ୍ରଥମ ୱାନ- ଡେ ମ୍ଯାଚର ଗୋଟିଏ ଦିନ ପୂର୍ବରୁ ହିଁ ରୋହିତ ଶର୍ମାଙ୍କର ଅତି ପ୍ରିୟ ପୋଷା କୁକୁରଟି ମୃ-ତ୍ୟୁ ହୋଇଯାଇଛି । ଯେଉଁ କାରଣରୁ ରୋହିତ ଶର୍ମା ଭାବ ବିହ୍ଵଳ ଦୁଃଖିତ ହୋଇଯାଇଥିଲେ ।

କାରଣ କ୍ରିକେଟର ରୋହିତ ଶର୍ମାଙ୍କର ପେଟ୍ସ ଟି ବହୁତ ହିଁ ପ୍ରିୟ ଥିଲା । ଯାହାକୁ ସେ ବହୁତ ହିଁ ଭଲ ପାଉଥିଲେ । ତେବେ ମ୍ଯାଚରେ ଥିବା ସମୟରେ ନିଜ ପେଟ୍ ର ଏଭଳି ଖବର ଶୁଣି ସେ ନିଜର କୋହକୁ ଅଟକାଇ ପାରିନଥିଲେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *