ହଠାତ ରାଗିଯାଇ Live ଭିଡିଓ ରେ ଗର୍ଜିଲେ Rani Panda ଆଉ କହିଲେ ‘ମୋବାଇଲ ଖୋଲୁ ଖୋଲୁ ଇଏ କି ବାନଝ ବେପାର ଚାଲିଛି, Soumya-Sonali….’ ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ସମସ୍ତେ ଅଭିନେତ୍ରୀ ରାନୀ ପଣ୍ଡା କୁ ଭଲ ଭାବରେ ଜାଣିଥିବେ । ଆଇଟମ ଡ୍ୟାନ୍ସ ତଥା ନିଜର କଥାବାର୍ତ୍ତା ପାଇଁ ରାନୀ ବେସ ପରିଚିତ । ଆଜି ସେ କିଛି ଏଭଳି କହି ସୋ-ସି-ଆ-ଲ ମି-ଡି-ଆ ରେ ଛାଡିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ତେବେ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ରାନୀ କହିଛନ୍ତି ଯେ,- ସକାଳୁ ଦେଖି ଟେନସନ ଏଇ ବେପାର ସେ ସୌମ୍ୟ ସୋନାଲି, ସୌମ୍ୟ ସୋନାଲି ।

ଆଉ ସୋନାଲି ଭଉଣୀ ବହୁତ ଜଣ ଅଛନ୍ତି ତାଙ୍କର କାମ ହିଁ ସେଇଆ । ସେମାନେ ଏମିତି ହିଁ ଲେଖିବେ । ଏଠାରେ ଗୋଟେ ଭଲ ଟପିକ କୁହା ଯାଉଅଛି, ଭଲ କଥା କୁହାଯାଉଅଛି ମାତ୍ର କାହାର ଯଦି ଆମ୍ଭେ ଭଲ ଚିନ୍ତା କରିବାନି ନା ତେବେ କାହାର ଖରାପ ମଧ୍ୟ ଚିନ୍ତା କରନ୍ତୁ ନାହିଁ ଆପଣ ମାନେ ।

ଯଦି ଆପଣ ମାନଙ୍କ ମଧ୍ୟରୁ କେହି ମରିଯାନ୍ତି, ତେବେ ଆପଣଙ୍କ ପରିବାରକୁ ମଧ୍ୟ ସେହି ଟାଇପ ର କଷ୍ଟ ଆସିବ । ଆଉ ଆପଣଙ୍କ ମଧ୍ୟରୁ ଯେଉଁମାନେ ମଧ୍ୟ ଖରାପ କମେଣ୍ଟ କରୁଛନ୍ତି ଭାଇ ! ମତେ ଲାଗୁଛି ଆପଣ ମାନଙ୍କୁ ଏହି ଭଳିଆ ବାମ୍ଫ ପୋଲିଓ ଟୀକା ଥରେ ନେବା ଦରକାର । ଯଦି ଆପଣ ବାମ୍ଫ ପୋଲିଓ ଟୀକା ନେଇ ସୁଇସାଇଡ କରନ୍ତେ ତେବେ ଆପଣଙ୍କ ମଲା ପରେ ଆପଣଙ୍କ ପରିବାର ଲୋକଙ୍କ ଉପରେ ବହୁତ ସୁନ୍ଦର ଅସାର ଆସନ୍ତା ।

ଆଉ ଯିଏ ମତେ କହୁଛ ଯେ ତୁମ ମୁଣ୍ଡ ଖରାପ ହୋଇ ଯାଇଛି ବୋଲି, ଆପଣ ମାନେ ବେସ ଭଲ ଭବାରେ ଜାଣିଛନ୍ତି ଯେ ରାନୀ ପଣ୍ଡା ମୁଣ୍ଡ ଖରାପ କି ରାନୀ ପଣ୍ଡା ମୁଣ୍ଡ ଭଲ ? ମୋ ମୁହଁ ଖୋଲିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ମାତ୍ର ମୁଁ ଆବଶ୍ୟକ ପଡିଲେ ଭାଷା କୁହେ । ବିନା ଆବଶ୍ୟକ ରେ ଭାଷା କହେନା । ମୋ ସାଙ୍ଗରେ ଲାଗିଲେ ମୁଁ ଭାଷା କହେ । ମୋ ସାଙ୍ଗରେ ନ ଲାଗିଲେ ମୁଁ ବହୁତ ଭଲରେ କଥା କୁହେ ଆପଣ ମାନଙ୍କ ସହିତ ।

ରାନୀ ପଣ୍ଡା ଠାରୁ ଭଲ ମଣିଷ ଆପଣ ମାନେ ଏହି ଦୁନିଆରେ ଖୋଜିଲେ ମଧ୍ୟ ଆପଣ ମାନେ ପାଇବେ ନାହିଁ । ଆଉ ରାନୀ ପଣ୍ଡା ଠାରୁ ପରମ ଖରାପ ମଧ୍ୟ ଆପଣ ଖୋଜିଲେ ପାଇବେ ନାହିଁ । ମତେ ଗୋଟିଏ ଭଉଣୀ ହିସାବରେ ଦେଖିଲେ ଆପଣ ମାନେ ଗୋଟେ ଭଉଣୀ ଠାରୁ ସନ୍ନମାନ ପାଇବେ, ମତେ ମା’ ବୋଲି ଭାବିଲେ ମା’ ର ସନ୍ନମାନ ପାଇବେ, ଗୋଟେ ଦେବୀ ବୋଲି ଭାବିଲେ ଦେବୀର ସନ୍ନମାନ ପାଇବେ ।

ଆଉ ମତେ ଖରାପ ଭାବିଲେ ତାହାର ମଧ୍ୟ ସନ୍ନମାନ ପାଇବେ ଆପଣଙ୍କ ନିଜର ଇଜ୍ଜତ ଯିବ ମୋର କିଛି ହେବ ନାହିଁ । ଆପଣ ମାନେ କେବେ ଭାବିଛନ୍ତି ଯେ ଜଣେ ମା’ ପାଖରୁ ଯେତେବେଳେ ପୁଅ ଟେ ଚାଲିଯାଉଅଛି ସେ ମା’ କୁ କେତେ କଷ୍ଟ ହେଉଥିବ ? ମାତ୍ର ମୁଁ ସକାଳୁ ଏ ସବୁ ଦେଖି ବହୁତ ଟେନସନ ରେ ଅଛି । ତେବେ ବନ୍ଧୁଗଣ ଅଭିନେତ୍ରୀ ରାନୀ ପଣ୍ଡା ଏହିଭଳି ଭାବରେ ସୌମ୍ୟ ସୋନାଲି କୁ ନେଇ ମନ୍ତବ୍ୟ ଦେଇଛନ୍ତି । ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *