ଗର୍ଜିଲେ ଦୀପିକାଙ୍କ ଶାଶୁ, ‘ମୋ ପୁଅ ଯାହା କରୁଛି କରୁ ,ମୋର ଟଙ୍କା ଅଛି ମୁମ୍ବାଇ ପଠେଇ ଦେବି, ସେ ଦୀପିକା ମୋ ପୁଅକୁ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକଙ୍କ ଘର ଆଗରେ ଦୀପିକାଙ୍କ ଧାରଣା ୬୫ ଦିନରେ ପହଂଚିଥିବା ବେଳେ ଆଜି ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ପୂର୍ବରୁ ପ୍ରେମିକଙ୍କ ପିତା ମାତା ନଥିବାବେଳେ ଆଜି ସେମାନେ ଘରେ ପଞ୍ଚିଥିଲେ । ଫଳରେ ଦୁଆର ମୁହଁରେ ବସିଥିବା ଦୀପିକାଙ୍କ ସହ ସେମାନଙ୍କର ଯୁକ୍ତି ତର୍କ ହୋଲିଥିଲା । ପରେ ଦୀପିକା ନିଜେ ବସିବା ପାଇଁ ଟାଣିଥିବା ପାଲକୁ ଭିଡି ଚିରି  ଦେଇଥିଲେ ପ୍ରେମିକଙ୍କ ପରିବାର ଲୋକେ ।


ଯାହା ଫଳରେ ଫଳରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ତେବେ ଏହାରି ଭିତରେ ଦୀପିକା ରାଗି ଯାଇ ଗଣମାଧ୍ୟମ ସମ୍ମୁଖରେ ହାତ କଟିବାକୁ ପ୍ରୟାସ କରିଥିଲେ । ଏହା ସହ କହିଛନ୍ତି ପ୍ରେମିକ ଦିନେଶ ନଆସିବା ଯାଏଁ ସେ ପାଣି ବି ଛୁଇଁବେନି । ତେବେ ଦିନେଶ ଙ୍କ ଜେଜେ ମା’ ଙ୍କ ଉପରେ ହାତ ବାଜୁନଥିଲା କି ଗୋଡ ମଧ୍ୟ ବାଯୁ ନଥିଲା ତଥାପି ସେ କାନ୍ଦୁଛନ୍ତି ତଥା ବାହୁନୁଛନ୍ତି ।

ମିଛରେ ମିଛରେ କହିଥିଲେ ମା’ ମାରିଦେଲା ଲୋ ଆଉ ଏହାପରେ ଜେଜେ ମା’ କହିଛନ୍ତି ଯେ ସେ କୁଆଡେ ଦୀପିକା ଙ୍କ ପାଲ ଚିରିଲା ବେଳକୁ ସେ ତାଙ୍କୁ ମାରିଲେ । ତେବେ ନାରୀ ହୋଇ ଆଉ ଗୋଟିଏ ନାରୀ କୁ ଏଭଳି ଅତ୍ୟାଚାର କରିବାକୁ କେମିତି ଆଗଉଛନ୍ତି ? ନିଜ ପୁଅ କୁ ଲୁଚାଇ ତଥା ଘଣ୍ଟ ଘୋରାଇ ଗୋଟିଏ ନାରୀ କୁ ନାନା ପ୍ରକାରର ନିନ୍ଦା ଅପବାଦ ଦେଇ ଚାଲିଛନ୍ତି ।

ତେବେ ପରେ ଦିନେଶ ଙ୍କ ମାଆ ଆସି ମିଡ଼ିଆ ଆଗରେ କହୁଛନ୍ତି କି ମୋତେ ଏ ଝିଅ ପଇସା ମାଗୁଛି ଘର ମାଗୁଛି । ତେବେ ଏ ଝିଅ ଭଲ ନୁହେଁ ଫାଲତୁ କାମ କରୁଛି ଏଇଠି ବସିକରି ଯଦି ସେ ଏତେ ସତ ତେବେ ମୋତେ ଆଗ ଡ଼ିଏନଏ ରିପୋର୍ଟ ଦେଖାଉ ତାପରେ ମୁଁ ନିଷ୍ପତ୍ତି ନେଇଯିବି ସଙ୍ଗେ ସଙ୍ଗେ । ମୋତେ ରିପୋର୍ଟ ଆଗ ଦେଖାଉ ତାପରେ ମୁଁ କଥା ହେବି । ତେବେ ଏହି ପରି ଭାବରେ ମିଡ଼ିଆ ଆଗରେ ଦୀପିକା ଏବଂ ଦିନେଶ ଙ୍କ ମାଆ ଙ୍କ ଭିତରେ ଝଗଡା ଲାଗି ରହିଛି ।


ତେବେ ତାଙ୍କ ମାଆ ବାପା ଆସି ମିଡ଼ିଆ ଆଗରେ କହୁଛନ୍ତି ମୋର ଏହି ସାହି ରେ ଆହୁରି ୫ ଟା ଘର ଅଛି । ବମ୍ବେ ଗଲେ ବି ଲୋକମାନେ ମୋତେ ପଇସା ଆଣିକି ଦେବେ । ତେବେ ଦିନେଶ ବି ଏହି ସାହିରେ ଅଛି ଯାହାର ଦମ ଅଛି ଖୋଜିକି ଦେଖା । ତେବେ ଏଭଳି ନିଜ ପୁଅର ଦୋଷ ଲୁ ଲୁଚେଇ ଗୋଟିଏ ଝିଅ ସହ ଏଭଳି ଅନ୍ୟାୟ କରିବା ଟା କେତେ ଦୂର ଠିକ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *