ଭିତରେ କିଛି ନ ପିନ୍ଧି Nora Fatehiଙ୍କର ନିଜ ମେକପ ମ୍ୟାନ ସହିତ ଏହି ହଟ ଡ୍ୟାନ୍ସ ହେଉଛି ଖୁବ ଭାଇରାଲ

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏମିତି ଏକ ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ ଯିଏ ବହୁତ କମ ସମୟରେ ବଲିଉଡରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ବଲିଉଡ ଅଭିନେତା ଓ ଆଇଟମ ଗାର୍ଲ ନୋରା ଫତେହୀ । ବନ୍ଧୁଗଣ ନୋରା ଆଜିକାଲି ନିଜ ଡ୍ୟାନ୍ସ ଓ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଦର୍ଶକ ମାନେ ନୋରାଙ୍କର ସୁନ୍ଦରତା ଓ ଡ୍ୟାନ୍ସକୁ ବହୁତ ଅଧିକ ପସନ୍ଦ କରୁଛନ୍ତି ।

ସୋସିଆଲ ମିଡିଆରେ ନୋରାଙ୍କର ବହୁତ ଫ୍ୟାନ୍ସ ଫାଲୋଇଙ୍ଗ ଅଛି । ଏହି କିଛି ଦିନ ହେବ ନୋରାଙ୍କର ଏକ ଷ୍ଟେଜ ସୋ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଆଜିଆମେ ଆଓନ ମାନଙ୍କୁ ନୋରାଙ୍କର ଏହି ସବୁ ଭିଡିଓ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହି ଭିଡିଓରେ ନୋରା ନିଜ ଆଇଟମ ସଙ୍ଗ ‘ଦିଲବର’ର ଆରେବିକ ଭର୍ସନରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ରହି ଭିଡିଓ ରେ ନୋରା ସିଲଭର ରଙ୍ଗର ଶିମିରି ଆଉଟଫିଟ ପିନ୍ଧିଛନ୍ତି । ନୋରା ଏହି ଭିଡିଓରେ ବହୁତ ଅଧିକ ସେକସି ଓ ହଟ୍ ନଜର ଆସୁଛନ୍ତି ନୋରାଙ୍କ ଫ୍ୟାନ୍ସ ମାନେ ଏହି ଭିଡିଓକୁ ବହୁତ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି ।

 

View this post on Instagram

 

A post shared by Nora Fatehi (@norafatehi)

ଏହା ବ୍ଯତୀତ ନୋରାଙ୍କର ଅନ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ଏହି ଭିଡିଓରେ ନୋରାଙ୍କର ମେକଅପ ମ୍ୟାନ ନୋରାଙ୍କ କେଶକୁ ଠିକ କରୁଛନ୍ତି ଓ ଏହି ଭିଡିଓରେ ନୋରା ଏବଂ ତାଙ୍କ ମେକଅପ୍ ମ୍ୟାନ କାରରେ ମସ୍ତି କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓରେ ନୋରା ବହୁତ ଅଧିକ ହଟ୍ ଓ ସେକସି ଦେଖାଯାଉଛନ୍ତି । ଏହି ଭିଡିଓଟି ବହୁତ ମାତ୍ରା ରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଫ୍ୟାନ୍ସ ମାନେ ମଧ୍ୟ ଏହି ଭିଡିଓକୁ ବହୁତ ଅଧିକ ପସନ୍ଦ କରିଛନ୍ତି ।


ଏହା ବ୍ଯତୀତ କିଛି ଦିନ ତଳେ ନୋରା ନିଜ ମେକଅପ ଆର୍ଟିଷ୍ଟ ସହ ଡ୍ୟାନ୍ସ କରୁଥିବାର ମଧ୍ୟ ଏକ ଭିଡିଓରେ ନଜର ଆସିଥିଲେ । ନୋରା ଏହି ଭିଡିଓରେ ଏକ ଧଳା ରଙ୍ଗରେ ଡ୍ରେସ ପିନ୍ଧିଛନ୍ତି ଓ ବହୁତ ସୁନ୍ଦର ନଜର ଆସୁଛନ୍ତି । ନୋରାଙ୍କର ମେକଅପ୍ ମ୍ୟାନ ହେଉଛନ୍ତି ତାଙ୍କର ଡ୍ୟାନ୍ସ ପାର୍ଟନର । ନୋରା ଓ ତାଙ୍କ ମେକଅପ୍ ମ୍ୟାନ ଅଧିକାଂଶ ସମୟ ମସ୍ତି କରୁଥିବାର ନଜର ଆସନ୍ତି ।


ଏହି ଭିଡିଓରେ ନୋରାଙ୍କ ମେକଅପ ଆର୍ଟିଷ୍ଟ ଓ ନୋରା ଉଭୟ ଡ୍ୟାନ୍ସ କରୁଛନ୍ତି । ନୋରା ଏହି ଭିଡିଓରେ ଡ୍ୟାନ୍ସ କରି କରି ମେକଅପ କରୁଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ବହୁତ ଅଧିକ ଭାଇରାଲ ହେଉଛି ଓ ଫ୍ୟାନ୍ସ ମାନେ ଏହି ଭିଡିଓକୁ ଦେଖି ବହୁତ ଖୁସି ହୋଇଛନ୍ତି । ଏହା ବ୍ୟତିତ ନୋରା ଓ ତାଙ୍କ ମେକଅପ୍ ମ୍ୟାନଙ୍କୁ ବିଚ୍ ସାଇଡରେ ଡ୍ୟାନ୍ସ କରୁଥିବାର ମଧ୍ୟ ଦେଖାଯାଇଛି ।

ବନ୍ଧୁଗଣ ଏହି ଭିଡିଓଟିରେ ନୋରା ବହୁତ ଅଧିକ ସୁନ୍ଦର ଓ ସେକସି ନଜର ଆସୁଛନ୍ତି । ଏହି ଭିଡିଓକୁ ଦେଖି କେତେକ ଲୋକ ନୋରାଙ୍କର ଦିବାନା ହୋଇଯାଇଛନ୍ତି । ବନ୍ଧୁଗଣ ନୋରା ଏହି କିଛି ଦିନ ମଧ୍ୟରେ ଅଜୟ ଦେବଗନଙ୍କ ଫିଲ୍ମ ‘ଭୁଜ’ରେ ନଜର ଆସିବେ ଏହି ଫିଲ୍ମର ଏକ ଆଇଟମ ସଙ୍ଗ ‘ଚୋଲି କେ ପିଛେ କ୍ଯା ହେ’ରେ ନୋରା ଡ୍ୟାନ୍ସ କରୁଥିବାର ନଜର ଆସିବେ । ବର୍ତ୍ତମାନ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ନୋରାଙ୍କର ଏହି ସଙ୍ଗର ଅପେକ୍ଷା କରିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *