ଗର୍ଭାବସ୍ଥାରେ ଏହି ୫ଟି ଜିନିଷ ଖାଇବାକୁ ଇଚ୍ଛା ହେଉ ନାହିଁ ତ ପୁଅ ହିଁ ଅଛି ଗର୍ଭରେ

ବନ୍ଧୁଗଣ ଦୁନିଆର ପ୍ରାୟ ସମସ୍ତ ମହିଳା ମା ହେବାର ଇଛା ରଖିଥାନ୍ତି । ଗର୍ଭ ଅବସ୍ତା ସମସ୍ତ ମହିଳାଙ୍କ ପାଇଁ ବହୁତ ଭଲ ସମୟ ହୋଇଥାଏ । ଏହି ସମୟରେ ମହିଳାଙ୍କ ଶରୀରରେ ବହୁତ ଶାରୀରିକ ପରିବର୍ତ୍ତନ ଦେଖା ଦେଇଥାଏ । ଏହା ସହିତ କେତେକ ହରମୋନାଲ ଚେଞ୍ଜେସ ମଧ୍ୟ ହୋଇଥାଏ । ଯାହା ଫଳରେ ମହିଳା ମାନେ ବେଳେ ବେଳେ ଶାନ୍ତ ହୋଇଥାନ୍ତି ତ କେତେବେଳେ ଚିଡଚିଡା ହୋଇ ଯାଇଥାନ୍ତି । ଏହି ସମୟରେ ମହିଳା ମାନେ ଖଟା ଜିନିଷ ଖାଇବା ପାଇଁ ବହୁତ ପସନ୍ଦ କରିଥାନ୍ତି ।

ହେଲେ ଗର୍ଭବତୀ ମହିଳାଙ୍କର କିଛି ପସନ୍ଦ ଓ ନାପସନ୍ଦରୁ ଆମେ ଜାଣି ପାରିବା ଯେ, ତାଙ୍କ ଗର୍ଭରେ ପୁଅ ଅଛି ନା ଝିଅ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସାଧାରଣତଃ ଗର୍ଭବତୀ ମହିଳାଙ୍କ ଶରୀରରେ ବହୁତ କିଛି ପରିବର୍ତ୍ତନ ହୋଇଥାଏ । ସେହି ସମୟରେ ମହିଳା ମାନଙ୍କୁ କିଛି ଅଲଗା ଅଲଗା ଜିନିଷ ଖାଇବା ପାଇଁ ଇଛା ହୋଇଥାଏ ।

ଅଧିକାଂଶ ମହିଳା ମିଠା ଜିନିଷ ଖାଇବା ପାଇଁ ପସନ୍ଦ କରନ୍ତି ଓ ଅନ୍ୟ କେତେ ଜଣ ଖଟା ଜିନିଷ ଖାଇବା ପାଇଁ ପସନ୍ଦ କରିଥାନ୍ତି । ତା ହେଲେ ଯଦି କୌଣସି ଗର୍ଭବତୀ ମହିଳାଙ୍କୁ ଅଧିକାଂଶ ଖଟା, ରାଗ ଓ ମସଲା ଜାତୀୟ ଖାଦ୍ୟ ଖାଇବା ପାଇଁ ଇଛା ହେଉଛି ତା ହେଲେ ତାଙ୍କ ଗର୍ଭରେ ପୁତ୍ର ସନ୍ତାନ ରହିଛି ।

ଏହି ଗର୍ଭବତୀ ହେବା ସମୟରେ ବହୁତ ମହିଳାଙ୍କୁ ଦିନ ସମୟରେ ଶୋଇବା ପାଇଁ ବହୁତ ଭଲ ଲାଗିଥାଏ । ସେହି ମହିଳା ମାନଙ୍କୁ କୌଣସି କାମ କରିବା ପାଇଁ ଇଛା ହୋଇ ନଥାଏ । କିନ୍ତୁ ଏମିତି ମଧ୍ୟ କେତେ ଜଣ ମହିଳା ଅଛନ୍ତି ଯେଉଁ ମାନଙ୍କୁ ଏହି ସମୟରେ ଶୋଇବା ପାଇଁ ପସନ୍ଦ ଆସି ନଥାଏ । ଏହି ମହିଳା ମାନେ ଛୋଟ ମୋଟ କାମ ନିଶ୍ଚୟ କରିଥାନ୍ତି ଓ ଗୋଟେ ସ୍ଥାନରେ ବିଲକୁଲ ବସି ରୁହନ୍ତି ନାହିଁ ।

ଏହି ମହିଳା ମାନଙ୍କର ପୁତ୍ର ସନ୍ତାନ ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ । ଅଧିକାଂଶ ମହିଳା ମାନଙ୍କୁ ଗର୍ଭବତୀ ସମୟରେ ଆଇସ କ୍ରିମ ଓ ଚକୋଲେଟ ଖାଇବା ପାଇଁ ଇଛା ହୋଇଥାଏ ଓ ଅନ୍ୟ କେତେ ଜଣଙ୍କୁ ଏହା ସବୁ ଖାଇବା ପାଇଁ ବିଲକୁଲ ଇଛା ହୋଇ ନଥାଏ ।

ତା ହେଲେ ଯଦି କୌଣସି ମହିଳାଙ୍କୁ ଆଇସକ୍ରିମ ଓ ଚକୋଲେଟ ଖାଇବା ପାଇଁ ଅଧିକ ଇଛା ହେଉଛି ତା ହେଲେ ସେମାନଙ୍କ ଗର୍ଭରେ ପୁତ୍ର ସନ୍ତାନ ରହିବାର ଅଧିକ ସମ୍ଭାବନା ରହିଛି । ତା ହେଲେ ବନ୍ଧୁଗଣ ମହିଳା ମାନଙ୍କ ଏହି ସବୁ ପସନ୍ଦ ଓ ନା ପସନ୍ଦ ଅନୁସାରେ ସେମାନଙ୍କର ପୁତ୍ର ସନ୍ତାନ ହେବାର ସମ୍ଭାବନା ରହିଛି ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *