ଥରେ ଏହି ୩ ଟି କାମ କର ଯାହାଙ୍କୁ ଭଲ ପାଉଛ ତୁମକୁ ଛାଡ଼ି ବଞ୍ଚି ପାରିବେ ନାହିଁ

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ନିଜ ଜୀବନରେ କାହାକୁ ନା କାହାକୁ ନିଶ୍ଚୟ ଭଲ ପାଇଥିବେ । ପ୍ରେମ ହେଉଛି ଏକ ପବିତ୍ର ବନ୍ଧନ ଯାହା ସମସ୍ତଙ୍କୁ ବାନ୍ଧି ରଖିଥାଏ । ହେଲେ କେତେଜଣ ଲୋକ ନିଜ ପ୍ରେମର ପରୀକ୍ଷାରେ ବିଫଳ ହୋଇଯାନ୍ତି ତ ଅନ୍ୟ କେତେଜଣ ସଫଳ ମଧ୍ୟ ହୋଇଥାନ୍ତି । ଅଧିକାଂଶ ଲୋକ ପ୍ରେମରେ ବିଫଳ ହେବା ପରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଟ୍ରିକ କହିବୁ ଯାହାକୁ ଆପଣ କରିବା ପରେ ଆପଣଙ୍କ ପାର୍ଟନର ଆପଣଙ୍କ ବିନା ବଞ୍ଚିପାରିବ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଟ୍ରିକ ବିଷୟରେ ।

୧. ଆମର ପ୍ରଥମ ଟ୍ରିକ ହେଉଛି ତାଙ୍କ ପାଇଁ ବଞ୍ଚିବା ଆରମ୍ଭ କରନ୍ତୁ । ବନ୍ଧୁଗଣ ଆପଣ ଯାହାକୁ ଭଲ ପାଉଛନ୍ତି ତାଙ୍କ ପାଇଁ ବଞ୍ଚିବା ଆରମ୍ଭ କରନ୍ତୁ । ଅଧିକାଂଶ ମଣିଷ ନିଜ ପାଇଁ ବଞ୍ଚିଥାନ୍ତି । ହେଲେ ଏମିତି ମଧ୍ୟ ବହୁତ ମହାନ ମଣିଷ ଅଛନ୍ତି ଯେଉଁ ମାନେ ଅନ୍ୟ ମାନଙ୍କ ପାଇଁ ବା ଦେଶ ପାଇଁ ବଞ୍ଚିଥାନ୍ତି ।


ଏହି ଲୋକମାନଙ୍କୁ ସମସ୍ତେ ମନେ ରଖିଥାନ୍ତି । ଏହି ପରି ଆପଣ ଯାହାଙ୍କ ପାଇଁ ବଞ୍ଚିବେ ସେ ମଧ୍ୟ ଆପଣଙ୍କୁ ନିଜ ଜୀବନରେ କେବେ ହେଲେ ଭୁଲିବ ନାହିଁ ଓ ସେ ଆପଣଙ୍କୁ କେବେ ହେଲେ ହରେଇବ ନାହିଁ । ତେଣୁ ଆପଣ ଯାହାକୁ ଭଲ ପାଉଛନ୍ତି ତାଙ୍କ ପାଇଁ ବଞ୍ଚିକି ଦେଖନ୍ତୁ ।

୨. ଆମର ଦ୍ଵିତୀୟ ଟ୍ରିକରେ ଆପଣଙ୍କୁ ନିଜ ପାର୍ଟନର ସହ ମଝବୁତ ସମ୍ପର୍କ ରଖିବାକୁ ହେବ ଯାହାକୁ କେହି ଭାଙ୍ଗି ନ ପାରିବେ । ମଝବୁତ ସମ୍ପର୍କ ପାଇଁ ଆପଣ ପରସ୍ପର ସହ ସ୍ଵାମୀ ସ୍ତ୍ରୀ ପରି କଥା ହୋଇପାରିବେ ଓ ମନ ମଧ୍ୟରେ କୌଣସି କଥାକୁ ଲୁଚାଇ ରଖିବେ ନାହିଁ । ଏହା ଦ୍ଵାରା ଆପଣଙ୍କ ସମ୍ପର୍କ ବହୁତ ମଝବୁତ ହୋଇଯିବ । ଯେତେ ଅଧିକ ଆପଣ ନିଜ ସମ୍ପର୍କକୁ ମଝବୁତ ରଖିବେ ସାମ୍ନା ବାଲା ଆପଣଙ୍କ ବିନା ବଞ୍ଚି ପାରିବ ନାହିଁ । ସେଥିପାଇଁ ଆଜି ଠାରୁ ନିଜ ସମ୍ପର୍କ ମଝବୁତ ରଖନ୍ତୁ, ଦେଖିବେ ଆପଣଙ୍କ ପାର୍ଟନର ଆପଣଙ୍କୁ ଭୁଲି ପାରିବେ ନାହିଁ ଓ ଆପଣଙ୍କ ବିନା ବଞ୍ଚିପାରିବେ ନାହିଁ ।

୩. ଆମ ତୃତୀୟ ଟ୍ରିକ ହେଉଛି ଆପଣ କେବେହେଲେ ଭୁଲ ସେ ନିଜ ପାର୍ଟନରକୁ ମିଛ କିମ୍ବା ଷ୍ଟାଣ୍ଡାର୍ଡଲେସ କଥା କହିବେ ନାହିଁ । ଯଦି ଆପଣ ନିଜ ପାର୍ଟନରକୁ ଥରେ ଫୋନ କରୁଛନ୍ତି ହେଲେ ସେ ଆପଣଙ୍କ ଫୋନକୁ ଉଠାଉ ନାହାନ୍ତି ତାହାଲେ ଦ୍ଵିତୀୟ ଥର ଫୋନ କରନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ପାର୍ଟନରଙ୍କ ସାମ୍ନାରେ ଆପଣଙ୍କ ଷ୍ଟାଣ୍ଡାର୍ଡ ଉପରେ ରହିବ ।

ଯାହା ଫଳରେ ସେ ଆପଣଙ୍କୁ ବହୁତ ଭଲ ପାଇବେ । ବାରମ୍ବାର ଫୋନ କରିବା ବା ପଛରେ ପଡିବା ଦ୍ଵାରା ଆପଣଙ୍କ ଷ୍ଟାଣ୍ଡାର୍ଡ ତଳକୁ ଖସିପାରେ । ତେଣୁ ବନ୍ଧୁଗଣ ଆମର ଏହି ତିନୋଟି ଟ୍ରିକକୁ ଉପଯୋଗ କରି ନିଜ ପ୍ରେମ ଜୀବନକୁ ମଝବୁତ କରନ୍ତୁ । ଦେଖିବେ ଆପଣଙ୍କ ପାର୍ଟନର ନିଶ୍ଚୟ ଆପଣଙ୍କ ବିନା ବଞ୍ଚି ପାରିବେ ନାହିଁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *