ଦେଖନ୍ତୁ କେମିତି ଏକ ଭୟଙ୍କର ବିଷଧର ନାଗ (Venomous Cobra) ରାତି ସାରା ଗୁଡେଇ ହେଇ ରହିଲା ଗୋଡରେ, କିନ୍ତୁ କାହିଁକି ଦଂଶନ କଲା ନାହିଁ, ଦେଖନ୍ତୁ ଏହି Video

ବନ୍ଧୁଗଣ ସାପ ସହ ଜଡିତ ଅନେକ ଘଟଣା ଓ ଭିଡିଓ ଆପଣ ମାନେ ବାସ୍ତବ ଜୀବନରେ କିମ୍ବା ସୋ-ସି-ଆ-ଲ ମି-ଡି-ଆରେ ନିଶ୍ଚୟ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ସାପ ସହ ଜଡିତ ଏକ ଏପରି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲା ପରେ ଆପଣଙ୍କ ହୋ-ସ ଉ-ଡି-ଯିବ । ସାଧାରଣତଃ ଆମ ହିନ୍ଦୁ ଧର୍ମରେ ସାପକୁ ପୂଜା କରାଯାଏ କାରଣ ସାପର ବହୁତ ପୌରଣିକ ମାନ୍ୟତା ରହିଛି । ଭଗବାନ ଶିବ ସବୁବେଳେ ନିଜ ବେକରେ ନାଗ ସାପକୁ ଧାରଣ କରନ୍ତି ।

ସେଥିପାଇଁ ନାଗ ସାପକୁ ଆଗରୁ ହିଁ ପୂଜା ଅର୍ଚ୍ଚନା କରାଯାଇ ଥାଏ । ହେଲେ ଏହି ସାପ ଯେତିକି ପୂଜନୀୟ ସେତିକି ଘା-ତ-କ ମଧ୍ୟ ଅଟେ । କାରଣ ଯଦି ଏହା କୌଣସି ମଣିଷକୁ ଚୋ-ଟ ମା-ରି-ବ ତା ହେଲେ ସେହି ମଣିଷର ମୃ-ତ୍ୟୁ ମାତ୍ର କିଛି ମିନିଟ ମଧ୍ୟରେ ହୋଇଯିବ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ଭା-ଇ-ରା-ଲ ହେଉଛି ।

ମି-ଡି-ଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଭଦ୍ରକ ଜିଲ୍ଲାରେ ଘଟିଛି । ଜଣେ ବ୍ୟକ୍ତି ନିଜ ଘରେ ସୋଇଥିବା ସମୟରେ ଏକ ନାଗ ସାପ ତାଙ୍କ ଗୋଡରେ ଗୁଡାଇ ହୋଇ ଯାଇଥିଲା । କିନ୍ତୁ ଭାଗ୍ୟବଶତଃ ତାଙ୍କୁ କା-ମୁ-ଡି ନ ଥିଲା । ସେ ନିଦ ଭାଙ୍ଗିବା ପରେ ଅନୁଭବ କଲେ ଯେ ତାଙ୍କ ଗୋଡରେ କିଛି ଗୋଟେ ଗୁଡାଇ ହୋଇ ରହିଛି । ଯେତେବେଳେ ବ୍ୟକ୍ତି ଜଣକ ସାପ ବିଷୟରେ ଜାଣିଲେ ସେତେବେଳେ ସେ ସାପକୁ ହୁଡାଇବା ପାଇଁ ନିଜ ଗୋଡକୁ ଛାଟି ଦେଇଥିଲେ ।

ଯାହା ଫଳରେ ନାଗଟି ତଳେ ପଡିଥିଲା । ଏହାପରେ ନାଗ ନିଜ ଅସଲ ରୂପ ଦେଖାଇ ଥିଲା ଓ ନିଜ ଫଣା ଟେକିଥିଲା । ଫଣା ଟେକିବା ପରେ ସାପଟି ଭୟଙ୍କର ଗର୍ଜନ ଛାଡି ଥିଲା । ଶୋଭାଗ୍ୟ ବଶତଃ ବ୍ୟକ୍ତିଙ୍କୁ ସାପ ଚୋଟ ମାରି ନାହିଁ । ଏହା ପରେ ସେହି ବ୍ୟକ୍ତି ଜଣକ ଏକ ସାପ ଧରାଳିକୁ ଡକାଇ ଥିଲେ ଓ ସାପ ଧରାଳି ଜଣକ ବ୍ନାଗ ସାପକୁ ସଫଳତା ପୂର୍ବକୁ ଉଧାର କରିଥିଲେ ।

ସାପଟି ଏକା ସାଙ୍ଗେ ଦୁଇଟି ମୂଷା ମଧ୍ୟ ଗିଳି ଦେଇଥିଲା । ତାକୁ ଧରି ବାହାରକୁ ଆଣିବା ପରେ ସାପଟି ପେଟରୁ ମୂଷାଟିକୁ ଓଗାଳି ଦେଇଥିଲା । ଏହା ପରେ ସାପ ଧରାଳି ଗୋଟିଏ ଡବା ଭିତରେ ସାପକୁ ଭର୍ତ୍ତି କରି ନେଇ ଯାଇଥିଲେ ଅନ୍ୟ ସ୍ଥାନରେ ଛାଡିଦେବା ପାଇଁ ।  ତା ହେଲେ ବନ୍ଧୁଗଣ ଏହି ଘଟଣାଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *