ସ୍କୁଲ ଡ୍ରେସ ରେ ବହୁତ ହିଁ କ୍ୟୁଟ ଲାଗନ୍ତି Bollywood ର ଏହି 6 ଜଣ Actress, ନମ୍ବର 6 ଲାଗନ୍ତି ପୁରା ଛୋଟ ପିଲାଙ୍କ ପରି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ଅଲଗା ଅଲଗା ଫିଲ୍ମରେ ଭିନ୍ନ ଭୂମିକାରେ ନଜର ଆସନ୍ତି । ଅନେକ ଫିଲ୍ମରେ କିଛି ଅଭିନେତ୍ରୀ ମାନେ ସ୍କୁଲ ଛାତ୍ରୀର ଭୂମିକାରେ ନଜର ଆସି ଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ମାନଙ୍କୁ ସ୍କୁଲ ଡ୍ରେସରେ ଦେଖି ଲୋକ ମାନେ ତାଙ୍କର ଏହି ଲୁକ୍ କୁ ବେସ ଅଧିକ ପସନ୍ଦ କରିଛନ୍ତି । ସ୍କୁଲ ଡ୍ରେସରେ ଏହି ଅଭିନେତ୍ରୀ ମାନେ ବହୁତ ଅଧିକ ସୁନ୍ଦର ଓ କ୍ୟୁଟ ନଜର ଆସନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସ୍କୁଲ ଡ୍ରେସରେ ବହୁତ କ୍ୟୁଟ ନଜର ଆସନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

କଲ୍କି କୋଚଲିନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି କଲ୍କି କୋଚଲିନ । ଆପଣ ମାନେ ସମସ୍ତେ କଲ୍କିଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । କଲ୍କି ବଲିଉଡ ଫିଲ୍ମ ‘ଦେବ ଡି’ରେ ସ୍କୁଲ ଡ୍ରେସରେ ନଜର ଆସିଥିଲେ । ସ୍କୁଲ ଡ୍ରେସରେ କଲ୍କି ବହୁତ କ୍ୟୁଟ ନଜର ଆସୁଥିଲେ ।

ୟାମି ଗୌତମୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ୟାମି ଗୌତମୀ । ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ‘ସନମ ରେ’ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ୟାମି ସ୍କୁଲ ଡ୍ରେସରେ ନଜର ଆସିଥିଲେ । ୟାମି ସ୍କୁଲ ଡ୍ରେସରେ ବହୁତ ସୁନ୍ଦର ଦେଖା ଯାଉଥିଲେ ଓ ତାଙ୍କର ଏହି ଲୁକ୍ କୁ ଲୋକମାନେ ବେସ ପସନ୍ଦ ମଧ୍ୟ କରିଥିଲେ ।

ପ୍ରିୟଙ୍କା ଚୋପ୍ରା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ବଲିଉଡ ସହ ହଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଫିଲ୍ମ ‘ମେରି କମ’ରେ ପ୍ରିୟଙ୍କା ସ୍କୁଲ ଡ୍ରେସରେ ନଜର ଆସିଥିଲେ । ଏହି ଲୁକ୍ ରେ ସେ ବହୁତ ଅଧିକ ସୁନ୍ଦର ଦେଖା ଯାଉଥିଲେ ।

ପ୍ରୀତି ଜେଣ୍ଟା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପ୍ରୀତି ଜେଣ୍ଟା । ଆପଣ ମାନେ ସମସ୍ତେ ପ୍ରୀତିଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ ହେଲେ ଫିଲ୍ମ ‘କ୍ୟା କେହେନା’ରେ ସେ ସ୍କୁଲ ଡ୍ରେସ ପିନ୍ଧି ଥିଲେ । ସ୍କୁଲ ଡ୍ରେସରେ ପ୍ରୀତି ବହୁତ ଅଧିକ କ୍ୟୁଟ ନଜର ଆସୁଥିଲେ ।

ଜୟା ବଚ୍ଚନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଜୟା ବଚ୍ଚନ । ଜୟା ବଚ୍ଚନ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି । ଜୟା ବଲିଉଡ ଫିଲ୍ମ ‘ଗୁଡି’ରେ ସ୍କୁଲ ଡ୍ରେସରେ ନଜର ଆସିଥିଲେ । ତାଙ୍କର ଏହି ଲୁକ୍ କୁ ଲୋକମାନେ ବେସ ଅଧିକ ପସନ୍ଦ କରିଥିଲେ ।

ସୋନମ କପୁର- ଆମ ଲିଷ୍ଟରେ ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ସୋନମ କପୁର । ଫିଲ୍ମ ‘ରାଞ୍ଝାନା’ରେ ସୋନମ ସ୍କୁଲ ଡ୍ରେସରେ ନଜର ଆସିଥିଲେ । ଏହି ଲୁକରେ ସେ ବହୁତ ଅଧିକ କ୍ୟୁଟ ନଜର ଆସିଥିଲେ । ତାଙ୍କର ସବୁ ଫିଲ୍ମରେ ଭିନ୍ନ ଭିନ୍ନ ଲୁକ ରହିଛି ହେଲେ ଦର୍ଶକ ମାନେ ତାଙ୍କର ସ୍କୁଲ ଡ୍ରେସର ଲୁକକୁ ବହୁତ ଅଧିକ ପସନ୍ଦ କରିଛନ୍ତି ।

Leave a Reply

Your email address will not be published. Required fields are marked *