DJ ବଜେଇ ମସ୍ତି ରେ ନାଚୁଥିଲେ ଚାଚା, ବାଡି ଧରି ଆସିଲେ ଚାଚି, ଆଉ ତା’ ପରେ ଯାହା ହେଲା…Video ଦେଖିଲେ ହସି ହସି ପେଟ ଦରଜ ହେଇଯିବ

ବନ୍ଧୁଗଣ, ସାଧାରଣତ ଆଜିଭଳି ଚଳଚଞ୍ଚଳ ଦିନରେ ନାନା ପ୍ରକାରର ସମସ୍ୟା ତଥା ଚିନ୍ତା ମଧ୍ୟରେ ମନୁଷ୍ୟ ଗତି କରୁଅଛି । ଏହା ଫଳରେ ଲୋକ ମାନଙ୍କ ଚେହେରାରେ ହସ ଗାୟବ ହୋଇ ଯାଉଅଛି । ମାତ୍ର ଆଜିକାଲି ସୋ-ସି-ଆ-ଲ ମି-ଡି-ଆ ରେ ଏଭଳି ଅନେକ ଭି-ଡି-ଓ ମାନ ଦେଖିବାକୁ ମିଳୁଅଛି ଯାହାକୁ ଦେଖିବା ମାତ୍ରେ ଆମ୍ଭ ଚେହେରାରେ ହସ ର ବାତାବରଣ ସୃଷ୍ଟି ହୋଇ ପାରୁଛି । ଆଜି ଆମ୍ଭେ ଆପଣ ମାନଙ୍କୁ ସେହି ଦୃଶ୍ୟ ମାନଙ୍କ ମଧ୍ୟରୁ କିଛି ବିଶେଷ କଥା କହିବାକୁ ଯାଉଅଛୁ ।

୧- ଏଭଳି ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଗମ୍ଭୀର ଭାବରେ GDP ସମ୍ବନ୍ଧରେ ଭି-ଡି-ଓ କଲ ରେ ବାର୍ତ୍ତାଳାପ କରୁଥିଲେ । ଠିକ ସେହି ସମୟରେ ତାଙ୍କ ଧର୍ମ ପତ୍ନୀ ଆସି ତାଙ୍କୁ ଗା-ଲ କୁ କି-ସ କରିବାକୁ ଚେଷ୍ଟା କରିଲେ । ଏହାପରେ ବ୍ୟକ୍ତି ଜଣକ କହୁଛନ୍ତି କଣ କରୁଛ ଲା-ଇ-ଭ ଭି-ଡି-ଓ କଲ ରେ ଅଛି ମୁଁ ।

୨- କିଛି ବର୍ଷ ପୂର୍ବେ ଏକ ପାକିସ୍ଥାନୀ ମହିଳା ଙ୍କ ଭି-ଡି-ଓ ଭା-ଇ-ରା-ଲ ହୋଇଥିଲା । ଯେଉଁଥିରେ ସେ ଘରେ ଘରେ ଯାଇ ପୋଲିଓ ଡ୍ରପ ସେବନ କରାଉଥିବା ମହିଳା ଙ୍କ ଉପରେ ବର୍ଷୁଥିଲେ । ତାଙ୍କ କହିବା ଅନୁଯାୟୀ ପୋଲିଓ ନେବା ଦ୍ଵାରା ତାଙ୍କ ପିଲାଙ୍କ ପେଟ ଖରାପ ହୋଇଯାଏ ଏବଂ ତାଙ୍କ ପାଖରେ ଏତେ ଧନ ନାହିଁ ଯେ ସେ ଡାକ୍ତର ଙ୍କ ପାଖକୁ ଯାଇ ଚିକିତ୍ସ୍ୟା କରେଇବେ । ସେହି ପଇସା ରେ ମୋ ଘରେ ସଉଦା ଆଣି ରଖି ଦିଅ ବୋଲି ମହିଳା ଜଣକ କହିଲେ ।

୩- ଜଣେ ନି-ଶା ସେବନ କରିଥିବା ଲୋକ ଗାଡି ଚଳାଇ ଯାଉଥିବା ସମୟରେ ପୋଲିସ ମୁହାମୁହିଁ ହେଲେ । ଏହା ପରେ ପୋଲିସ ନ-ଶା କେତେ ଅଛି ବୋଲି ତାହାର ମାତ୍ରା ଜାଣିବାକୁ ଚାହିଁଲା ବେଳକୁ ସେହି ଲୋକ ଭବିଲା ତାକୁ ଗୀତ ଗାଇବାକୁ କୁହା ଯାଉଅଛି । ଏହା ପରେ ସେ ମାଇକ ଭାବି ଗୀତ ଗାଇବାକୁ ଲାଗିଲା ।

୪- ଗୋଟିଏ ସଙ୍ଗୀତ ର ତାଳେ ତାଳେ ଯୁବକ ମାନେ ନାଚିବାରେ ବ୍ୟସ୍ତ ଥିଲେ ଏହାପରେ ସେହି ଭିଡରେ ଜଣେ ବୃଦ୍ଧ ମଧ୍ୟ ଡ୍ୟାନ୍ସ କରୁଥିଲେ । ସମସ୍ତେ ଭୋଳ ହୋଇ ସେହି ଗୀତ ରେ ନାଚିବାରେ ବ୍ୟସ୍ତ ଥିଲେ । ମାତ୍ର ଠିକ ସେହି ସମୟରେ ସେଠାରେ ତାଙ୍କ ପତ୍ନୀ ବା-ଡି ନେଇ ଆସିଲେ । ଏହା ପରେ ବୃଦ୍ଧ ଜଣକ ସେଠାରୁ ପଳାଇଲେ ।

ନିଜ ସ୍ତ୍ରୀ ହାତରେ ବା-ଡି ଦେଖି ବୃଦ୍ଧ ଜଣକ ଏଭଳି ଦୌଡି ପଳାଇଲେ ଯେ ଆପଣଙ୍କୁ ଦେଖି ହସ ଲାଗିବ । ଏହାକୁ ଦେଖି ଆପଣ କହି ପାରିବେ ଯେ ସମସ୍ୟା ବୃଦ୍ଧ ହେବା ପର୍ଯ୍ୟନ୍ତ ମଧ୍ୟ ରହିଥାଏ । ବନ୍ଧୁଗଣ ଏହି ହାସ୍ୟାତ୍ମକ ପ୍ରସଙ୍ଗ ସମ୍ବନ୍ଧରେ ଜାଣି ଆପଣଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *