ଗଣ୍ଠି ଦରଜ, ଗଳା ଦରଜ, ଜ୍ଵର କମଜୋରି ତୁରନ୍ତ ଠିକ ହେଇଯିବ, ଗୋଟିଏ ଥର ନେବା ମାତ୍ରେ ଦେଖିବେ ଚମତ୍କାର- Health Tips

ବର୍ତ୍ତମାନର ପ୍ରାୟତଃ ଅଧିକାଂଶ ଲୋକ ଆଣ୍ଠୁ ଗଣ୍ଠି ସମସ୍ୟା, ଜ୍ଵର, ଦୁର୍ବଳତା, କାସ ଓ ପେଟ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସବୁ ସମସ୍ୟା ହେବା ଦ୍ଵାରା ମଣିଷ ଶରୀର ସଂପୂର୍ଣ୍ଣ ଅସୁସ୍ଥ ହୋଇଯାଇଥାଏ ।

ଯଦି ଆପଣ ମାନଙ୍କର ଏହି ସବୁ ସମସ୍ୟା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ମାନେ ନିଜର ଏହି ସମସ୍ତ ସମସ୍ୟାକୁ ସଂପୂର୍ଣ୍ଣ ଦୂର କରିପାରିବେ । ବନ୍ଧୁଗଣ ଏହା ହେଉଛି ଏକ ଏକ ଘରୋଇ ଉପଚାର ଯାହାକୁ ଆପଣ ବହୁତ ସହଜରେ ନିଜ ଘରେ ମଧ୍ୟରେ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ସର୍ବ ପ୍ରଥମ ସାମଗ୍ରୀ ଦରକାର ଲିଷୋଡା । ବନ୍ଧୁଗଣ ଲିଷୋଡା ଜ୍ଵର, କାସ, ଯନ୍ତ୍ରଣା, ଦୁର୍ବଳତା ଓ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ପୁରାତନ ଯୁଗରେ ଏହି ଲିଷୋଡାର ବ୍ୟବହାର ବହୁତ ମାତ୍ରାରେ ହେଉଥିଲା ହେଲେ ବର୍ତ୍ତମାନ ଅଧିକାଂଶ ଲୋକ ଏହି ଫଳ ବିଷୟରେ ଜାଣି ନାହାନ୍ତି ।

ବନ୍ଧୁଗଣ ପ୍ରଥମେ ଆପଣ ଏକ ପାତ୍ରରେ କିଛି ମାତ୍ରାରେ ଲିଷୋଡା ନିଅନ୍ତୁ ଓ ଏହାର ଡାଙ୍ଗ ଗୁଡିକୁ କାଟି ଦିଅନ୍ତୁ । ଏହାପରେ ଆପଣ ଏକ ପାତ୍ରରେ ଦୁଇ ଗ୍ଳାସ ପାଣି ପକାଇ ଗରମ କରନ୍ତୁ । ଏହାପରେ ଆପଣ ଏହି ପାଣିରେ ଏକ ଚାମଚ ଲୁଣ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏଥିରେ ଅଧା ଚାମଚ ହଳଦୀ ମିଶାଇ ଦିଅନ୍ତୁ ଓ ଲିଷୋଡା ମଧ୍ୟ ପକାଇ ଦିଅନ୍ତୁ ।


ବନ୍ଧୁଗଣ ଏହାକୁ ଆପଣ ୫ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ଓ ଧ୍ୟାନ ରଖିବେ ଯେପରି ଏହା ଅଧିକ ନରମ ନହେବ ବା ଭାଙ୍ଗି ନଥିବ । ଏହାପରେ ଆପଣ ଏହାକୁ ଛାଣି ଏକ ପାତ୍ରରେ ରଖି ଦିଅନ୍ତୁ । ପାତ୍ରରେ ରଖିବା ପରେ ଆପଣ ଏଥିରେ ଏକ ଚାମଚ ଲୁଣ, ଅଧା ଚାମଚ ହଳଦୀ ଓ ଏକ ଚାମଚ ଲଙ୍କା ଗୁଣ୍ଡ ମିଶାଇ ଦିଅନ୍ତୁ । ବନ୍ଧୁଗଣ ଏହାପରେ ଆପଣ ଏଥିରେ ଗୋଟେ ଆମ୍ବକୁ ଛୋଟ ଛୋଟ କାଟି ପକାଇ ଦିଅନ୍ତୁ ଓ ଏଥିରେ ୪ ଚାମଚ ପାନ ମାଧୁରୀ ପକାଇ ଦିଅନ୍ତୁ ।

ବନ୍ଧୁଗଣ ଏହାପରେ ଆପଣ ଏକ କଢେଇରେ ଦୁଇ ଚାମଚ ସୋରିଷ ତେଲ ନିଅନ୍ତୁ ଓ ଏହି ମିଶ୍ରଣକୁ ପକାଇ ଦିଅନ୍ତୁ । ଏହାପରେ ଆପଣ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଭାଜନ୍ତୁ । ୧୦ ମିନିଟ ପରେ ଏହି ମିଶ୍ରଣ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ । ଆପଣ ମାନେ ଏହାର ସେବନ ସବୁଦିନ କରିପାରିବେ । ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ଓ ଆଜୀବନ ଆପଣ ସୁସ୍ଥ ରହିବେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *