ହଠାତ ଆକାଶରୁ ହେଲା ହଜାର ହଜାର ମୂଷାଙ୍କ ବର୍ଷା, ଆଉ ଏକ ମହାମାରୀର ଆତଙ୍କ!

ନମସ୍କାର ବନ୍ଧୁଗଣ ସାରା ଦୁନିଆ କରୋନା ମହାମାରୀ ପାଇଁ ଖୁବ ଚିନ୍ତିତ ଥିବା ବେଳେ ଏହି ଭଳି ପରିସ୍ଥିତି ରେ ଅଷ୍ଟ୍ରେଲିଆ ରେ ଅନ୍ୟ ଏକ ମହାମାରୀ ର ଆତଙ୍କ ଦେଖା ଯାଉଛି । ଅଷ୍ଟ୍ରେଲିଆ ଏବଂ ମାଉସ ପ୍ଲେଗ ସହିତ ଲଢେ଼ଇ କରୁଛି ।

ଏଥିପାଇଁ ଲୋକମାନେ ଭୟ କରୁଛନ୍ତି କି ଏହି ମୂଷା ମାନେ ଅନ୍ୟ ଆଉ ଏକ ମହାମାରୀ ର ନ ଆସୁ । ଅଷ୍ଟ୍ରେଲିଆ ରେ ମୂଷା ଙ୍କ ଆତଙ୍କ ଜାରି ରହିଛି । ଏହି ଆତଙ୍କ ଯୋଗୁଁ ବଡ଼ ବଡ଼ ମାଲିକ ଙ୍କ ଠାରୁ ଆରମ୍ଭ କରି କୃଷକ ମାନେ ପର୍ଯ୍ୟନ୍ତ ଚିନ୍ତା ରେ ଅଛନ୍ତି । ଏବେ ଆକାଶ ରୁ ହଠାତ ମୂଷା ଙ୍କ ବର୍ଷା ହେବା ଯୋଗୁଁ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି ।

ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏକ ଭିଡିଓ ଯେଉଁ ଥିରେ ଆକାଶ ରୁ ପ୍ରବଳ ମୂଷା ମାନଙ୍କ ର ବର୍ଷା ହେଉଛି । ଟୁଇଟର ୟୁସର ଲୁସି ଠାକରେ ଏହି ଭିଡିଓ ଟି କୁ ସେୟାର କରିଛନ୍ତି । ଏହାକୁ ଜଣେ କୃଷକ ଗୋଦାମ ଖାଲି କରୁଥିବା ସମୟରେ ଦେଖିଥିଲେ । ହଠାତ ଆକାଶ ରୁ ହଜାର ହଜାର ମୂଷା ଗଳିବାର ଦେଖି ସେ ଆଶ୍ଚର୍ଯ୍ୟ ଏବଂ ଭୟବିତ ହୋଇ ଯାଇଥିଲେ ।

ଏହା ପରେ ଲୋକ ମାନଙ୍କ ମନରେ ବହୁତ ଭୟ ଦେଖିବାକୁ ମିଳୁଛି କାରଣ ସେଠି ଅଧିକାଂଶ ଲୋକ ଙ୍କୁ ମୂଷା କାମୁଡି ସାରିଲାଣି । ଏବଂ ଏବେ ସେଠାରେ ପ୍ଲେଗ ହେବାର ଭୟ ଦେଖୁବାକୁ ମିଳୁଛି । ଏବଂ ଏହି ମୂଷା ଗୁଡିକ ଫସଲ, ଖାଦ୍ୟ ପଦାର୍ଥ, ପୋଷାକ ଆଦି କୁ ମଧ୍ୟ ନଷ୍ଟ କରି ଦେଉଛନ୍ତି ।

ଏବଂ ଏହାକୁ ରୋକିବା ପାଇଁ ଅଷ୍ଟ୍ରେଲିଆ ସରକାର ବେଆଇନ ଭାବେ ବିଷ ଦେଇ ସେହି ମୂଷା ମାନଂକୁ ମାରି ପାରେ । ତେବେ ଏହି ଖବର ପରେ ସାରା ବିଶ୍ଵ ରେ ଆତଙ୍କ ଖେଳି ଯାଇଛି । ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *