ପୁଣି Hi-Tech Hospital ବିରୁଦ୍ଧରେ ଆସିଲା ସାଂଘାତିକ ଅଭିଯୋଗ, ଦେଖନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ଏହି Army officer, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଦେଶ ବିଦେଶ ଚାରିଆଡେ କେବଳ ଭ-ୟ ଏବଂ ଆ-ତ-ଙ୍କ ର ବାତାବରଣ ରହିଛି । କରୋନା ସଂକ୍ରମଣ ର ଭ-ୟ ମଧ୍ୟ ରହୁଛି ତା ସହ ନିତିଦିନ ନ୍ୟୁଜ ଏବଂ ଖବର କାଗଜ ରେ କୌଣସି ଦୁ-ର୍ଘ-ଟ-ଣା- ରେ କିଛି ଲୋକଙ୍କ ମୃ-ତ୍ୟୁ କିମ୍ବା କେଉଁଠି ଅ-କା-ଳ ମୃ-ତ୍ୟୁ କିମ୍ବା ଆ-ତ୍ମ-ହ-ତ-ୟା ତଥା ଡାକ୍ତର ଙ୍କ ଅବହେଳା ଯୋଗୁଁ ମୃ-ତ୍ୟୁ ର ଖବର ମଧ୍ୟ ଆସୁଛି ଯାହା ଲୋକ ମାନଂକୁ ଆହୁରି ଅଧିକ ଚିନ୍ତା, ଭ-ୟ ଏବଂ ଆ-ତଂ-କ ଖେଳାଇ ଦେଉଛି ।

ତେବେ ସେହି ଭଳି ଏକ ଖବର ସାମ୍ନାରେ ଆସିଛି ଡାକ୍ତର ଙ୍କ ଅବହେଳା ଯୋଗୁଁ ବର୍ତ୍ତମାନ ଏକ ନବଜାତ ଶିଶୁର ମୃ-ତ୍ୟୁ ହୋଇ ଯାଇଛି । ତେବେ ଏ ଘଟଣା ବହୁତ ଦୁଃଖଦ ହେବା ସଙ୍ଗେ ସଙ୍ଗେ ଆଶ୍ଚର୍ଯ୍ୟ ଜନକ ମଧ୍ୟ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଏହି ଦୁଃଖଦ ଘ-ଟ-ଣା ଘଟିଛି ଭୁବନେଶ୍ୱର ର ହାଇଟେକ୍ ହସ୍ପିଟାଲରେ ।

ତେବେ ମୃତ ପିଲାର ବାପା ଯିଏ ସେ ନିଜର ପରିଚୟ ଜଣେ ଆର୍ମ ଅଫିସର ବୋଲି ଦେଇଛନ୍ତି ଏବଂ ସେ କହିଛନ୍ତି କି ତାଙ୍କ ପତ୍ନୀ ଗର୍ଭବତୀ ଥିଲେ ଏବଂ ତାଙ୍କର ଅ-ପ-ରେ-ସ-ନ ହୋଇ ଡେ-ଲି-ଭ-ରି ହୋଇଥିଲା । ତେବେ ଡେ-ଲି-ଭ-ରି ପରେ ତାଙ୍କ ପିଲାଙ୍କୁ ଏନ ଆଇ ସି କୁ ନେଇ ଯାଇଥିଲେ ଏହା ପରେ ରାତି ୧୨ ଟା ରେ କହିଲେ କି ସି ପ୍ୟାପ ଲାଗିବ ତେବେ ସେଟା ବି ଆଣିକି ଦେଲେ ଏହା ପରେ ତାଙ୍କ ପିଲା ଠିକ ଥିଲା ସୁସ୍ଥ ଥିଲା ସି ପ୍ୟାପ ପରେ ଅକ୍ସୀଜେନ ରେ ରହିଲା ଏବଂ ଦୁଇ ତିନି ଦିନ ହେବ ସେଥିରୁ ମଧ୍ୟ ବାହାରି ଯାଇଥିଲା ।

ତେବେ ତାଙ୍କ ବାପାଙ୍କ ଅନୁସାରେ କାଲି ସେହି ପିଲାଟି ଠିକ ଥିଲା ଖାଉଥିଲା ମଧ୍ୟ ଡାକ୍ତର ମଧ୍ୟ ପଜିଟିଭ ରେସ୍ପନ୍ସ ଦେଇଥିଲେ ଏବଂ ଦୁଇ ଦିନ ପରେ ମାଆ ପାଖକୁ ଫି-ଡିଂ ପାଇଁ ମଧ୍ୟ ପଠାଯିବ ଏହା ମଧ୍ୟ କହିଥିଲେ କିନ୍ତୁ ହଠାତ ୭:୫୫ ରେ ତାଙ୍କୁ ଫୋନ କରି କୁହାଯାଉଛି କି ତାଙ୍କ ପିଲା ଆଉ ନାହିଁ ବୋଲି । ତେବେ କିପରି କଣ ହେଲା କେହି କିଛି କହୁ ନାହାନ୍ତି ଏବଂ ଏହା ସହ ସେମାନେ ମାଆ କୁ ମଧ୍ୟ ଦୁଇଟି ଭୁଲ ଇଂ-ଜେ-କ-ସ-ନ ଦେଇ ଦେଇଥିଲେ ତେବେ ଏହି ଇଂ-ଜେ-କ-ସ-ନ କିଏ କହିଥିଲେ ଦେବାକୁ ତାହା ମଧ୍ୟ ଜଣାଉ ନାହାନ୍ତି ।

ତେବେ ତାଙ୍କ ପିଲା ହଠାତ କିପରି ଭାବରେ ଚାଲିଯିବ କିଛି ବୁଝି ପାରୁ ନାହାଁନ୍ତି ଏବଂ ସେମାନେ ମଧ୍ୟ କିଛି କହୁ ନାହାନ୍ତି । ତେବେ ସେ କହିଛନ୍ତି କି ଏହାର ତ-ଦ-ନ୍ତ କ୍ରା-ଇ-ମ-ବ୍ରା-ଞ୍ଚ କରୁ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ନିବେଦନ କରିଛନ୍ତି ଏହା ସହ ସେ ପ୍ରଧାନମନ୍ତ୍ରୀ ଙ୍କ ପାଖକୁ ଯିବେ ବୋଲି ମଧ୍ୟ କହିଛନ୍ତି ତେବେ ସେ ଏହା ମଧ୍ୟ ଅ-ଭି-ଯୋ-ଗ କରିଛନ୍ତି କି ବିନା ଏକ୍ସପେରିୟନ୍ସ ରେ ଡାକ୍ତର ନର୍ସ ରହୁଛନ୍ତି ।

ତେବେ ଏହି ହାଇଟେକ ହସ୍ପିଟାଲ ନାମ ରେ ଆଗରୁ ବି ମଧ୍ୟ ଅନେକ ଏହି ଭଳି କିଛି ଘଟଣା ସାମ୍ନା କୁ ଆସିଛି ତେବେ ବଡ଼ ପ୍ରଶ୍ନ କି ପ୍ରଶାସନ ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ନେଉ ନାହାନ୍ତି କଣ ପାଇଁ । ତେବେ ଏହି ଘଟଣାକୁ ନେଇ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଯେମିତି କି ଏହା ଉପରେ ସରକାର କିଛି ପଦକ୍ଷେପ ନେବାକୁ ବାଧ୍ୟ ହେବେ । ଭବିଷ୍ୟତରେ ଯେମିତି ଆଉ କାହା ସହିତ ଏମିତି ନ ହେଉ । ଧନ୍ୟବାଦ

Leave a Reply

Your email address will not be published. Required fields are marked *