ଗାଁରେ ବୁଦା ପଛପଟେ ସ୍ତ୍ରୀକୁ ଅସଂଯତ ଅବସ୍ଥାରେ ଦେଖି ହିତାହିତ ଜ୍ଞାନ ଭୁଲିଲା ସ୍ୱାମୀ…ଆଉ ତା’ ପରେ ଯାହା କରିଲା ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବନ୍ଧୁଗଣ ମାହଙ୍ଗା ହତୟଆକାଣ୍ଡ ମାମଲା ପରେ ଏବେ ଆଉ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ଓ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ  ।

ପାରିବାରିକ କଳହକୁ ନେଇ ପିଇଟି ପିଇଟି ନିଜ ସ୍ତ୍ରୀକୁ ମାଆରିଦେଇଛି ପତ୍ନୀ ହଅନ୍ତା ସ୍ଵାମୀ । ଆପଣ ମାନଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ବନ୍ଧୁଗଣ ଏହି ଖବରଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଏକ ଭୟାବହ ପରିସ୍ଥିତି ସୃଷ୍ଠୀ କରିଛି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମୟୂରଭଞ୍ଜ ଜିଲ୍ଲା ଝାର ପୋଖରିଆ ଥାନା ଅନ୍ତର୍ଗତ ପାଣ୍ଡରା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ବିଳମ୍ବିତ ରାତିରେ ଘଟିଛି ।

ମୃତକ ମହିଳାଙ୍କ ନାମ ହେଉଛି ଅଞ୍ଜଳି ସିଂହ । ଅଭିଯୁକ୍ତ ନିଶାସକ୍ତ ସ୍ଵାମୀ କାହ୍ନୁ ସିଂହ । ତେବେ ମିଡିଆ ରିପୋର୍ଟସ ଅନୁସାରେ ଗତ କାଲି ସନ୍ଧ୍ୟାରେ କୌଣସି କାରଣକୁ ନେଇ ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ କଳହ ଲାଗିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ନିଶାସକ୍ତ ସ୍ଵାମୀ କାହ୍ନୁ ସିଂହ ପତ୍ନୀ ଅଞ୍ଜଳି ସିଂହଙ୍କର ସମ୍ବେଦନ ସ୍ଥାନରେ ମାଆଡ ମାରି ହତୟଆ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

କିନ୍ତୁ କାହ୍ନୁ ସିଂହଙ୍କ କହିବା ଅନୁଯାଇ ସେ ଗତ କାଲି ସନ୍ଧ୍ୟାରେ ଗ୍ରାମରୁ ଫେରି ତାଙ୍କ ସ୍ତ୍ରୀ କୁ ଘରେ ନ ପାଇ ଚାରି ଆଡେ ଖୋଜି ଥିଲେ । ଶେଷରେ ତାଙ୍କ ଘର ନିକଟସ୍ଥ ନଦୀକୂଳ ନିକଟରେ ଅସଂଯତ ଅବସ୍ଥାରେ ସ୍ତ୍ରୀକୁ ଦେଖି ଉତ୍ୟକ୍ତ ହୋଇ ତାଙ୍କୁ ଘରକୁ ଟେକି ନେଇ ଆସି ତଳେ କଚାଡି ଦେଇଥିଲେ ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଖବର ପାଇ ଝାର ପୋଖରିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲା ରୁଜୁ କରିଛି ଆଉ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିବା ସହିତ ମୃତ ସ୍ତ୍ରୀ ଅଞ୍ଜଳି ସିଂହଙ୍କ ସବ ବିବେଚ୍ଚଦ ପାଇଁ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଇ ଦିଆଯାଇଥିବା ନେଇ ଜଣା ପଡିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *