ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ ।
୧;- ଏମିତି କେଉଁ ଟେବୁଲ ଅଛି ଯାହାକୁ ଆମେ ଖାଇଥାଉ ?
ଉତ୍ତର;- vegetable
୨;- ତାହା କେଉଁ ଜିନିଷ ଯାହା ଫ୍ରିଜରେ ରହିଲେ ମଧ୍ୟ ଗରମ ରହେ ?
ଉତ୍ତର;- ଗରମ ମସଲା ।
୩;- କାହାର ଡେଣା ନଥିଲେ ମଧ୍ୟ ସେ ଉଡିପାରେ ?
ଉତ୍ତର;- ଗୁଡି ।
୪;- ତାହା କେଉଁ ଜିନିଷ ଯାହାକୁ ଝିଅମାନେ ବର୍ଷରେ କେବଳ କିଣିଥାନ୍ତି ?
ଉତ୍ତର;- ରାକ୍ଷୀ ।
୫;- କିଏ ପାଣି ପିଇବା ମାତ୍ରେ ମରିଯାଏ ?
ଉତ୍ତର;- ଶୋଷ ।
୬;- ଆଇଲା ଲୋ ମା ଟକଳି ଦିଅଁକୁ ଖାଇଲା, ଦେବତା ଖାଇଲା ଆହୁରି ଖାଇବା ଖଟୁଳି ।
ଉତ୍ତର;- ନିଆଁ ।
୭;- ଗଛଟି ଲଣ୍ଡା, ତା’ ଉପରେ ବସିଅଛି ଫକୀର ପଣ୍ଡା ।
ଉତ୍ତର;- ଚୁଲି ଉପରେ ହାଣ୍ଡି ।
୮;- ଏମିତି ଏକ ନାମ କୁହ ଯେଉଁତିରେ ତାଲା ଏବଂ ଚାବି ଦୁଇଟିଯାକ ରହିଅଛି ?
ଉତ୍ତର;- ଲକି ।
୯;- ଗାଈ କ୍ଷୀର ଦିଏ କୁକୁଡା ଅଣ୍ଡା ଦିଏ କିନ୍ତୁ ସେ କିଏ ଯିଏ ଦୁଇଟି ଯାକ ଦିଏ ?
ଉତ୍ତର;- ଦୋକାନୀ ।
୧୦;- ତାହା କେଉଁ ଜିନିଷ ଯାହାକୁ ଯେତେ ଖାଇଲେ ମଧ୍ୟ ପେଟ ପୁରେ ନାହିଁ ?
ଉତ୍ତର;- ରାଣ ।
୧୧;- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?
ଉତ୍ତର;- କୋଇଲି ।
୧୨;- କେଉଁ ଯିବାର ଚାରୋଟିପାକସ୍ଥଳୀ ଥାଏ ?
ଉତ୍ତର;- ଗାଈ ।
୧୩;- କେଉଁ ଜୀବ ତିନି ବର୍ଷ ଶୁଏ ?
ଉତ୍ତର;- ଗେଣ୍ଡା ।
୧୪;- କେଉଁ ଜୀବ ଛିଡା ହୋଇ ଶୁଏ ?
ଉତ୍ତର;- ଘୋଡା ।
୧୫;- କେଉଁ ଜୀବ ଶୁଏ ନାହିଁ ?
ଉତ୍ତର;- ପିମ୍ପୁଡି ।
୧୬;- କେଉଁ ଜୀବ ୧୦୦ ଟି ଶବ୍ଦ କରେ ?
ଉତ୍ତର;- ବିରାଡି ।
୧୭;- କେଉଁ ଜୀବ ପାଟିରେ ଚାଲେ ?
ଉତ୍ତର;- ଗେଣ୍ଡା ।
୧୮;- କେଉଁ ଜୀବର ରକ୍ତ ନୀଳ ଅଟେ ?
ଉତ୍ତର;- ଝିଣ୍ଟିକା ।
୧୯;- ବିଶ୍ବରେ କେଉଁ ଦେଶରେ ୨ ମୁଣ୍ଡିଆ କଇଁଛ ଅଧିକ ଦେଖାଜାଆନ୍ତି ?
ଉତ୍ତର;- ଆମେରିକା ।
୨୦;- କେଉଁ ଦେଶରେ ସ୍ତ୍ରୀ ଲୋକମାନଙ୍କର ନିଶ ଓ ଦାଢି ଉଠିଥାଏ ?
ଉତ୍ତର;- ଇଥୋପିଆ ।
୨୧;- SBI ର ଫୁଲ ଫର୍ମ କ’ଣ ?
ଉତ୍ତର;- ସ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ମୁମ୍ବାଇ ୧୯୫୫ ।
୨୨;- RBI ର ଫୁଲ ଫର୍ମ କଣ ?
ଉତ୍ତର;- ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।