Majadar Odia Dhaga Dhamali- ଗାଈ କ୍ଷୀର ଦିଏ, କୁକୁଡା ଅଣ୍ଡା ଦିଏ କିନ୍ତୁ ସେ କିଏ ଯିଏ 2ଟି ଯାକ ଦିଏ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ ।

୧;- ଏମିତି କେଉଁ ଟେବୁଲ ଅଛି ଯାହାକୁ ଆମେ ଖାଇଥାଉ ?

ଉତ୍ତର;- vegetable

୨;- ତାହା କେଉଁ ଜିନିଷ ଯାହା ଫ୍ରିଜରେ ରହିଲେ ମଧ୍ୟ ଗରମ ରହେ ?

ଉତ୍ତର;- ଗରମ ମସଲା ।

୩;- କାହାର ଡେଣା ନଥିଲେ ମଧ୍ୟ ସେ ଉଡିପାରେ ?

ଉତ୍ତର;- ଗୁଡି ।

୪;- ତାହା କେଉଁ ଜିନିଷ ଯାହାକୁ ଝିଅମାନେ ବର୍ଷରେ କେବଳ କିଣିଥାନ୍ତି ?

ଉତ୍ତର;- ରାକ୍ଷୀ ।

୫;- କିଏ ପାଣି ପିଇବା ମାତ୍ରେ ମରିଯାଏ ?

ଉତ୍ତର;- ଶୋଷ ।

୬;- ଆଇଲା ଲୋ ମା ଟକଳି ଦିଅଁକୁ ଖାଇଲା, ଦେବତା ଖାଇଲା ଆହୁରି ଖାଇବା ଖଟୁଳି ।

ଉତ୍ତର;- ନିଆଁ ।

୭;- ଗଛଟି ଲଣ୍ଡା, ତା’ ଉପରେ ବସିଅଛି ଫକୀର ପଣ୍ଡା ।

ଉତ୍ତର;- ଚୁଲି ଉପରେ ହାଣ୍ଡି ।

୮;- ଏମିତି ଏକ ନାମ କୁହ ଯେଉଁତିରେ ତାଲା ଏବଂ ଚାବି ଦୁଇଟିଯାକ ରହିଅଛି ?

ଉତ୍ତର;- ଲକି ।

୯;- ଗାଈ କ୍ଷୀର ଦିଏ କୁକୁଡା ଅଣ୍ଡା ଦିଏ କିନ୍ତୁ ସେ କିଏ ଯିଏ ଦୁଇଟି ଯାକ ଦିଏ ?

ଉତ୍ତର;- ଦୋକାନୀ ।

୧୦;- ତାହା କେଉଁ ଜିନିଷ ଯାହାକୁ ଯେତେ ଖାଇଲେ ମଧ୍ୟ ପେଟ ପୁରେ ନାହିଁ ?

ଉତ୍ତର;- ରାଣ ।

୧୧;- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?

ଉତ୍ତର;- କୋଇଲି ।

୧୨;- କେଉଁ ଯିବାର ଚାରୋଟିପାକସ୍ଥଳୀ ଥାଏ ?

ଉତ୍ତର;- ଗାଈ ।

୧୩;- କେଉଁ ଜୀବ ତିନି ବର୍ଷ ଶୁଏ ?

ଉତ୍ତର;- ଗେଣ୍ଡା ।

୧୪;- କେଉଁ ଜୀବ ଛିଡା ହୋଇ ଶୁଏ ?

ଉତ୍ତର;- ଘୋଡା ।

୧୫;- କେଉଁ ଜୀବ ଶୁଏ ନାହିଁ ?

ଉତ୍ତର;- ପିମ୍ପୁଡି ।

୧୬;- କେଉଁ ଜୀବ ୧୦୦ ଟି ଶବ୍ଦ କରେ ?

ଉତ୍ତର;- ବିରାଡି ।

୧୭;- କେଉଁ ଜୀବ ପାଟିରେ ଚାଲେ ?

ଉତ୍ତର;- ଗେଣ୍ଡା ।

୧୮;- କେଉଁ ଜୀବର ରକ୍ତ ନୀଳ ଅଟେ ?

ଉତ୍ତର;- ଝିଣ୍ଟିକା ।

୧୯;- ବିଶ୍ବରେ କେଉଁ ଦେଶରେ ୨ ମୁଣ୍ଡିଆ କଇଁଛ ଅଧିକ ଦେଖାଜାଆନ୍ତି ?

ଉତ୍ତର;- ଆମେରିକା ।

୨୦;- କେଉଁ ଦେଶରେ ସ୍ତ୍ରୀ ଲୋକମାନଙ୍କର ନିଶ ଓ ଦାଢି ଉଠିଥାଏ ?

ଉତ୍ତର;- ଇଥୋପିଆ ।

୨୧;- SBI ର ଫୁଲ ଫର୍ମ କ’ଣ ?

ଉତ୍ତର;- ସ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ମୁମ୍ବାଇ ୧୯୫୫ ।

୨୨;- RBI ର ଫୁଲ ଫର୍ମ କଣ ?

ଉତ୍ତର;- ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *