ଦୀପିକାଙ୍କ ବଦଳରେ ଛୁଆକୁ ରଖିବେ ଦୀପିକାଙ୍କ ସଉତୁଣୀ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀପିକା ଏବଂ ଦିନେଶ ଙ୍କୁ ନେଇ ମି-ଡି-ଆ ସାମ୍ନା କୁ ଆସୁଛି ନୂଆ ନୂଆ ତଥ୍ୟ । ଦୀପିକାଙ୍କୁ ଛାଡି ଛୁଆ କୁ ଆପଣାଇବେ ଦିନେଶ ଙ୍କ ପରିବାର । ଦିନେଶ ଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଯଦି ଛୁଆ ଦିନେଶ ଙ୍କର ତେବେ ତାଙ୍କ ପରିବାର ଲୋକେ ଦୀପିକାଙ୍କୁ ଛାଡି ଛୁଆକୁ ଗ୍ରହଣ କରିବେ । ତେବେ ଏହି କଥା ଶୁଣିବା ମାତ୍ରେ ଭଡକି ଯାଇଛନ୍ତି ଦୀପିକା । ତାଙ୍କ କହିବା ଅନୁଯାୟୀ ଯଦି ମତେ ଆପଣାଉ ନାହାଁନ୍ତି ତେବେ ମୋ ଛୁଆକୁ କ’ଣ ପାଇଁ ଆପଣାଇବେ ?

ଏତେ ଦିନ ଧରି ମୁଁ ସେହି ଛୁଆ କୁ ସମ୍ଭାଳିଥିଲି । ଆଜି ନିଜ ଛୁଆ କହି ନେଇ ଯାଉଛନ୍ତି । ମାତ୍ର ଏହା ସତ ମୁଁ ମା’ ହେଲେ ତା’ ଦେହରେ ଦିନେଶ ଙ୍କ ରକ୍ତ ବୋହୁଛି । କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ମତେ ଛାଡି ଛୁଆକୁ ନେଇଯିବେ । ମୋ ଠାରୁ କେବେ ମୋ ଛୁଆ ଅଲଗା ହୋଇପାରିବ ନାହିଁ । ତୁମ୍ଭ ଉପରେ ଭରୋଷା କ’ଣ ଅଛି ? ମୋ ଛୁଆକୁ ଯଦି ମାରିଦେବ ନଚେତ ଯଦି ତାକୁ ନେଇ ଅନାଥ ଆଶ୍ରମରେ ଛାଡିଦେବ ସେହି ଭୁଲ ମୁଁ ଆଦୌ କରିବି ନାହିଁ ।

ଯିଏ ମତେ ଭଲପାଇ ଭୁଲିଗଲା ସେ ମୋ ଛୁଆ ପ୍ରତି ଭଲ ପାଇବା ଦେବା କେମିତି ? ମୁଁ କେବେ ମୋ ଛୁଆକୁ ଦେବିନାହିଁ ତାଙ୍କୁ । ମୁଁ ଭଲ ଭାବରେ ଜାଣିଛି ମୋ ଛୁଆକୁ କିଭଳି ଚଳାଇବି ? ମତେ ପରିଚୟ ଦରକାର ତା ପଇସା ନୁହେଁ । ଛୁଆକୁ ନେଇ ସେ ମୋ ସଉତୁଣୀ ହାତରେ ଦେବ ଏବଂ ସେ ଝିଅ ଯେମିତି ସେ ମୋ ପୁଅକୁ ଭଲରେ ରଖେଇ ଦେବନାହିଁ ।

ସେ ଘରକୁ ଦୀପିକା ଯଦି ନ ଯିବେ ତେବେ ତାଙ୍କ ଛୁଆ ମଧ୍ୟ ଯିବନାହିଁ ବୋଲି ସେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ତୁମ୍ଭେ କଣ ଭାବିଛ ଲୁଚି ଲୁଚି ବିବାହ କରିନେଲ ବୋଲି ମୁଁ କଣ ଛାଡିଦେବି ? ମୋ ହକ ମୁଁ ନେଇ ରହିବି । ସିଏ ନିଶ୍ଚିତ ଭାବରେ ବୋକା ହୋଇଥିବ ଯେ ଏଭଳି ଏକ ଲୋକକୁ ନିଜ ଝିଅ ଦେବ । ଯିଏ ଦିନେଶ କୁ ଝିଅ ଦେଇଛି ସେ ନିଶ୍ଚିତ ଭାବରେ ଭୁଲି ଯାଇଅଛି ଯେ ଦିନେଶର ଗୋଟିଏ ପିଲା ଆଗରୁ ଅଛି ବୋଲି ।

ଆଉ ଯେଉଁ ଝିଅ ଦିନେଶ ଙ୍କୁ ବିବାହ କରିଛି ସେ କଣ ଜାଣିନାହିଁ ଦିନ ଦିନେଶ ଏବଂ ଦୀପିକା ଙ୍କ ମଧ୍ୟରେ ସମ୍ପର୍କ କଥା । ତେବେ ଏହିଭଳି ନାନା ପ୍ରକାର ପ୍ରଶ୍ନ ଉଠାଇଛନ୍ତି ଦୀପିକା କିନ୍ତୁ ଦିନେଶ ଙ୍କ ର ଏହି ବାବଦକୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *