ବଦଳିଗଲା ଚେକିଂ ନିୟମ ! ଗାଡି ଚେକିଂ କୁ ନେଇ RTO ର ବଡ ନିର୍ଦ୍ଦେଶ….

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚେକିଂ ନିୟମରେ ଆସିଲା ପରିବର୍ତ୍ତନ ! ତେବେ ସୂଚନା ମୁତାବିକ ପ୍ରତ୍ଯେକଟି ମୁଖ୍ୟ ରାସ୍ତାରେ ଗତ କିଛି ଦିନ ଧରି ପୋଲିସ ମାନଙ୍କ ଦ୍ଵାରା କଡାକଡି ଭାବରେ ଗାଡି ଚେକିଂ କାର୍ଯ୍ୟକ୍ରମ ଚାଲୁ ରହିଛି । ଯେଉଁଥିରେ ଟ୍ରାଫିକ ନିୟମର ଉଲଂଘନ କରୁଥିବା ଗାଡି ଚାଳକଙ୍କୁ ଏହି ଗାଡି ଚେକିଂ ସମୟରେ ପୋଲିସଙ୍କର ତାଗିଦ ର ଶିକାର ହେବାକୁ ପଡୁଥିଲା । ଏଥି ସହ ସେମାନଙ୍କୁ ନିଜର ଦୋଷ ଅନୁସାରେ ଉପଯୁକ୍ତ ଫାଇନ ମଧ୍ୟ କାଟିବାକୁ ପଡୁଥିଲା ।

ତେବେ ଏହାରି ମଧ୍ୟରେ ଚେକିଂ ନିୟମ କିଛି ମାତ୍ରାରେ ବଦଳି ଯାଇଛି । ପରିବହନ ବିଭାଗ ତରଫରୁ ବଡ ଧରଣର ଅଭିଯାନ ମଧ୍ୟ ହୋଇଛି । ଯେ ଗାଡି ଚେକିଂ ସମସ୍ତ ମୁଖ୍ୟ ରାସ୍ତା ମାନଙ୍କରେ ତ କରାଯିବ । ହେଲେ ଏଥିପାଇଁ ଏକ ନିର୍ଦ୍ଧିଷ୍ଟ ସମୟସୀମା ଲାଗୁ କରାଯିବ । ଏହି ସମୟ ଠାରୁ ଯେପରି ପୋଲିସ ମାନେ ଲୋକଙ୍କର ଗାଡି ଚେକିଂ ଆରମ୍ଭ କରିଦେବେ ।

ଯେଉଁ ମାନେ ନିୟମର ଉଲଂଘନ କରି ଗାଡି ଚାଳିତ କରୁଥିବେ । ସେମାନଙ୍କ ଉପରେ ଯଥା ଦଣ୍ଡ ମଧ୍ୟ ଦିଆଯିବ । ତେବେ ସକାଳ ସମୟ ୯ ଟାରୁ ହିଁ ଗାଡି ଚେକିଂ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ସହ ଜୋରିମାନା କୋହଳ କରିବାକୁ ମଧ୍ୟ ଦାବୀ କରାଯାଇଛି । ଯେଉଁ ମାନେ ନିୟମ ବାହାରେ ରହି ଗାଡି ଚାଳନା କରିବେ । ସେମାନଙ୍କ ଉପରେ ଫାଇନ ତ ଯାହା ହେଲେ ମଧ୍ୟ ପଡିବ ।

ହେଲେ ସେଥିରେ ଯଦି କିଛି ମାତ୍ରାରେ କୋହଳ କରାଯାଉ ବୋଲି ମଧ୍ୟ ଦାବୀ ଉଠିଛି । ତେବେ ପରିବହନ ବିଭାଗର ଧରପଗଡ ଆରମ୍ଭ ହୋଇଯିବ । ସେଥିପାଇଁ ଚେକିଂ ଯେତେ କଡାକଡି ଭାବରେ କରାଯିବ । ସେତେ ଅଧିକ ଗାଡି ଚାଳକ ମାନେ ସଚେତନ ହୋଇଯିବ ଉଚିତ । କାରଣ ନିୟମ ତ ପ୍ରତ୍ଯେକଟି ଗାଡି ଚାଳକଙ୍କୁ ମାନିବାକୁ ହିଁ ପଡିବ । କାରଣ ଗାଡି ଚଳାଇବା ସମୟରେ ଉଚିତ ନିୟମ ମାନି ଗାଡି ଚଳାଇବା ଦ୍ଵାରା ସଡକ ଦୁର୍ଘଟଣା ବହୁ ମାତ୍ରାରେ କମିଯିବ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ଲାଟେଷ୍ଟ ସୂଚନା ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଯାହା ଦ୍ଵାରା ସର୍ବ ପ୍ରଥମେ ସୂଚନା ଆପଣଙ୍କ ନିକଟରେ ପହଞ୍ଚି ପାରିବ । ଧନ୍ୟବାଦ

Leave a Reply

Your email address will not be published. Required fields are marked *