ସ୍ଟେଜରେ ‘ମାମୁନି ଥେଇ ଥେଇ…’ ହଉ ହଉ ଗଳି ପଡିଲା, ଲୋକେ କହିଲେ ୟାକୁ ଖାଲି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯାତ୍ରା ମଞ୍ଚ ଉପରେ ମାମୁନି ନାଚୁଥିଲା ଥେଇ ଥେଇ ହୋଇ ଆଉ ମଞ୍ଚ ଫାଟି ଗଳି ପଡିଲା ! ତେବେ ସୂଚନା ମୁତାବିକ ଯାତ୍ରା ସ୍ଟେଜରେ aslila ନୃତ୍ୟକୁ ବାରଣ କରାଯାଇଛି । ଯେଉଁ ଆଇଟମ ଗାର୍ଲ ମାନେ ଏପରି କିଛି aslila ନୃତ୍ୟ ପଦର୍ଶନ କରୁଛନ୍ତି । ସେମାନଙ୍କୁ ଯାତ୍ରା ସ୍ଟେଜ ଉପରକୁ ଚଢିବା ପାଇଁ ମଧ୍ୟ ଗତ କିଛି ଦିନ ତଳେ ଜୋରସୋରରେ ବାରଣ କରଯାଇଥିଲା । ତେବେ ତାହାରି ମଧ୍ୟରେ ଏକ ଦ୍ରୁଶ୍ଯ ଆସି ପହଞ୍ଚିଛି ।

ମାମୁନି ଥେଇ ଥେଇ ହୋଇ ନାଚିବା ସମୟରେ ଆଇଟମ ଗାର୍ଲଟି ତଳେ ଗଳି ପଡ଼ୁଛନ୍ତି । ତେବେ ସ୍ଟେଜ ଉପରେ ଉଭୟ ପୁଅ ଓ ଝିଅ ମିଶି ଏକ ଡାନ୍ସ ନମ୍ବର ମାମୁନି ଥେଇ ଥେଇ ଗୀତରେ ନାଚୁଥିବା ବେଳେ ସ୍ଟେଜଟି ହଟାତ ସାମାନ୍ୟତମ ଭାଙ୍ଗି ଯାଇଥିଲା । ଯେଉଁ କାରଣରୁ ସ୍ଟେଜରେ ନାଚୁଥିବା ଆଇଟମ ଡାନ୍ସରଟି ସ୍ଟେଜ ତଳେ ଗଳି ପଡିଥିଲେ । ଯାହାର ଦ୍ରୁଶ୍ଯ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିପଡିଛି ।

ଯାତ୍ରା ସ୍ଟେଜ ଉପରେ ମଧ୍ୟ ନିଆଁ ଓ ପାଣି ଭଳି ଜିନିଷକୁ ବ୍ୟବହାର କରି କୌଣସି ପ୍ରକାର ଷ୍ଟଣ୍ଟ କରିବାକୁ ମଧ୍ୟ ଯାତ୍ରାରେ ପ୍ରତିବନ୍ଧକ ଲଗାଯାଇଛି । ତେବେ ଏହାରି ମଧ୍ୟରେ କହି ରଖିବା ପାଇଁ ଚାହୁଁଛୁ । କି ଯେ ଯାତ୍ରା ସ୍ଟେଜରେ ନିଶା ମହାରଣା, ରାଣୀ ପ୍ରିୟଦର୍ଶିନୀ ଭଳି ଆଇଟମ ଗାର୍ଲ ମାନଙ୍କୁ କୌଣସି ପ୍ରକାର aslila ନୃତ୍ୟ ପଦର୍ଶନ କରିବା ପାଇଁ ବାରଣ କରାଯାଇଛି ।

କାରଣ ଏପରି ନୃତ୍ୟ ପଦର୍ଶନ ଯୋଗୁ ଯାତ୍ରା ଜଗତ ବହୁ ମାତ୍ରାରେ ପ୍ରଭାବିତ ହେଉଛି । ଏହା ସହିତ ଏହା ଯାତ୍ରା ଜଗତ ପାଇଁ କଳଙ୍କ ସୃଷ୍ଟି କରିବା ସହ ଯାତ୍ରା ଜଗତ ପାଇଁ ଦୁର୍ନାମ ଆଣିଦେଉଛି । ଯାହାକୁ ନେଇ ଗତ କିଛି ଦିନ ତଳେ ମଧ୍ୟ ଯାତ୍ରା ରାଜଧାନୀ ଅପେରାର ଯାତ୍ରା କଳାକାର ମାନେ ଏହାକୁ ନେଇ ଘୋର ପ୍ରତିବାଦ କରିଥିଲେ ।

ଯଦି ସ୍ଟେଜ ଉପରେ କୌଣସି ପରକାର aslilaତାକୁ ପ୍ରଶୟ ଦିଆଯାଏ । ତ ଏହା ଯାତ୍ରା ସ୍ଟେଜ ଉପରକୁ ଅଭିନୟ କରିବା ପାଇଁ ଯାତ୍ରା କଳାକାର ମାନେ ମଞ୍ଚ ଉପରକୁ ଉଠିବେ ନାହିଁ ବୋଲି ମଧ୍ୟ କହିଥିଲେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *