କଣ ଆପଣ ବି ATM କାର୍ଡ ସ୍ବାଇପ କରୁଛନ୍ତି ? ତ ହେଇ ଯାଆନ୍ତୁ ସାବଧାନ ! ନିଶ୍ଚୟ ପଢନ୍ତୁ ଏହି ଖବର

ବନ୍ଧୁଗଣ, ସୂଚନା ଅନୁଯାୟୀ ହରିୟାନା ରୁ ୩ ଜଣ ଯୁବକ ଆସି ATM ଲୁ-ଟ କରୁଥିବା ଅବସ୍ଥାରେ ବଲାଙ୍ଗୀର ପୋଲିସ ସେମାନଙ୍କୁ ଠାବ କରିଅଛି । ହରିୟାନା ରୁ ଆସି ବଲାଙ୍ଗୀରରେ ATM ଲୁ-ଟ କରୁଥିଲେ । ସେମାନେ ଏତେ ସ୍କୀଲ ଯେ ସେମାନେ ATM କାର୍ଡ କୁ ସହଜରେ କ୍ଳୋଇଙ୍ଗ କରି ପାରୁଥିଲେ । ଏଭଳି କରିବା ସମୟରେ ଲାଇଭ ଲୁ-ଟ ରେ ପୋଲିସ ଗି-ର-ଫ କରିଅଛି ସେମାନଙ୍କୁ ।

ବଲାଙ୍ଗୀର ପୋଲିସ ନିମନ୍ତେ ଏହା ଏକ ବଡ ସଫଳତା ଅଟେ । ପାର୍ବଣ ଆଗରୁ ଯେତେବେଳେ ଲୁ-ଟ ନିମନ୍ତେ ସକ୍ରିୟ ଥିଲେ ଗ୍ୟାଙ୍ଗ । ଜଣେ ସ୍ଥାନୀୟ କ-ମ୍ପ୍ଲେଲେ-ନ ଙ୍କ ଅ-ଭି-ଯୋ-ଗ କୁ ଆଧାର କରି ପୁରା ଅପରେସନ କରିଥିଲା ବଲାଙ୍ଗିର ଏବଂ ଟିଟିଲାଗଡ ପୋଲିସ । ପୋଲିସ ଙ୍କ ସୂଚନା ଅନୁଯାୟୀ ସେମାନେ ଲୋକ ମାନଙ୍କୁ ସାହାର୍ଯ୍ୟ କରିବା ନିମନ୍ତେ ATM କାଉଣ୍ଟର ଭିତରେ ରହୁଛନ୍ତି ।

ଯେତେବେଳେ କିଛି ଲୋକଙ୍କ ATM ରୁ ପଇସା କାଢିବାରେ କିଛି ଅସୁବିଧା ହେଉଅଛି ବୋଲି ସେମାନେ ଜାଣୁଛନ୍ତି, ତାଙ୍କୁ ସାହାର୍ଯ୍ୟ କରିବା ବାହାନାରେ ତାଙ୍କ ATM କାର୍ଡ ଟା ସେମାନେ ନେଇ ଆସୁଛନ୍ତି । ଆଗେ ସେମାନେ ଯେଉଁ PIN ଟା ମା-ରୁ-ଛ-ନ୍ତି ସେଥିରୁ ନମ୍ବର କୁ ମନେ ରଖି ଦେଉଛନ୍ତି । ଏହା ପରେ ଯେଉଁ ଛୋଟ ମେସିନ ରହୁଅଛି, ତାହା ହେଉଛି ତାଙ୍କର ସ୍କିମିଂ ମେସିନ । ଏହି ମେସିନ ରେ ସେମାନେ ଆଖି ପିଛୁଳାକେ କାର୍ଡ ଟା ରିଡ କରି ଦେଉଛନ୍ତି ।

ସେମାନେ ଏହି ମେସିନ ରେ ସ୍ବାଇପ କରି ଆମ୍ଭ ATM ର ଡାଟା ଗୁଡିକୁ ନେଇଯାଉଛନ୍ତି । ଏହା ପରେ ଆଉ ଗୋଟିଏ ମେସିନ ରହୁଅଛି ଯାହାକୁ ବ୍ଲୁଟୁଥ କହୁଛନ୍ତି, ଏଥିରେ ସେମାନେ କାର୍ଡ କ୍ଳୋନିଙ୍ଗ କରୁଛନ୍ତି । ଏହା କରିବା ଦ୍ଵାରା ସେମାନେ ସହଜରେ ଅନ୍ୟଜଣଙ୍କ ଡାଟା କୁ ସହଜରେ ଚୋ-ରୀ କରିନେଉଥିଲେ । ବଲାଙ୍ଗୀର ର ଲୋକାଲ ଲୋକ ସହିତ ଏଭଳି ହେବା ଦ୍ଵାରା ସେ ଲୁ-ଟେ-ରା ଯୁବାକୁ ତଳେ ପକାଇ ସ୍ଥାନୀୟ ଲୋକ ମାନଙ୍କୁ ଡାକି ପୋଲିସ କୁ ସଙ୍ଗେ ସଙ୍ଗେ ଏହି ଘ-ଟ-ଣା ସମ୍ବନ୍ଧରେ ଅବଗତ କରାଇଲେ । ଏହା ପରେ ପୋଲିସ ର ଯେଉଁ କ୍ଵିକ ଆକ୍ସନ ନେଲା ।

ପୋଲିସ ସେହି ଯୁବକଙ୍କୁ ଧରି ତାର ଫୋନ ନମ୍ବର ଟ୍ରା-କ କରି ଅନ୍ୟ ଲୁ-ଟ-କା-ରୀ ଯୁବକଙ୍କୁ ଧରିଲେ । ଏହାପରେ ସାମୁଦାୟ ୪ ଜଣଙ୍କୁ ପୋଲିସ ଧରିଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଅନୁରୋଧ ଆପଣ ATM ରୁ ଟଙ୍କା ଉଠାଇଲା ସମୟରେ ଅଜଣା ଲୋକ ର ସହାୟତା ନିଅନ୍ତୁ ନାହିଁ । ନିଜ ଟଙ୍କା ନିଜେ ଉଠାନ୍ତୁ । ଏହି ଗୁରୁତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *