ହାତ ଯୋଡି ବାବୁଶାନ ଫ୍ୟାନଙ୍କୁ କଲେ ଅନୁରୋଧ, କହିଲେ କିଛି emiti…ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତା ବାବୁସାନ ମହାନ୍ତି ତାଙ୍କ ମା’ ଏବଂ ତାଙ୍କର ପରିବାରବର୍ଗ ସମସ୍ତେ ଆସି ସମସ୍ତଙ୍କ ସହିତ ଆଲୋଚନା କରି କହିଛନ୍ତି ଯେ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବି ମୋ ପରିସ୍ଥିତି କୁ ବୁଝିବା ନିମନ୍ତେ ମୁଁ ସଠିକ ସମୟରେ ସଠିକ ଜିନିଷ ନିଶ୍ଚିତ ଭାବରେ କହିବି । ମି-ଡି-ଆ ଭାଇମାନେ କହିଥିଲେ ଯେ ବାବୁ ପ୍ରଶାସକ ଆପଣଙ୍କୁ ଅପେକ୍ଷା କରିଛନ୍ତି ।

ବାବୁସାନ କୁହନ୍ତି ଆଜ୍ଞା ସେଥିପାଇଁ ମୁଁ କୃତଜ୍ଞ । ମୁଁ ବର୍ତ୍ତମାନ ମୋ ପରିବାର ପାଖରେ ଅଛି ସେଥିପାଇଁ ମୁଁ ବହୁତ ଖୁସି । ମିଡିଆ ମଧ୍ୟରୁ କେହି ଜଣେ ପଚାରିଲେ ଯେ ଏଥର ଜନ୍ମଦିନ ପାଳିବା ନିମନ୍ତେ କେଉଁଠାକୁ ଯାଉଛନ୍ତି ? ସଙ୍ଗେ ସଙ୍ଗେ ପ୍ରତି ଉତ୍ତର ଦେଇଥିଲେ ଅପରାଜିତା ଯେ ସେ କହିବ ନିଶ୍ଚିତ ସବୁ ପ୍ରଶ୍ନର ଉତ୍ତର ଦେବ । ପ୍ରଶାସକ ନୀତିଦିନ ଆସି ଘର ସାମ୍ନାରେ ଛିଡା ହେଉଛନ୍ତି ବୋଲି କହିଥିଲେ ମି-ଡି-ଆ ଭାଇ ଜଣକ ।

ତେବେ ଏହିଭଳି ଭାବରେ ବାବୁସାନ ମହାନ୍ତି ଏବଂ ମା’ ଅପରାଜିତା ମହାନ୍ତି ପ୍ରଶଂସକ ମାନଙ୍କୁ କହିଥିଲେ । ତେବେ ତାଙ୍କର ପରିବାରବର୍ଗ ସମସ୍ତେ ବାହାରକୁ ଆସିଥିଲେ । ଯେହେତୁ ତାଙ୍କର ପ୍ରଶଂସକ ମାନେ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ତାଙ୍କୁ ଅପେକ୍ଷା କରିଥିଲେ ଏବଂ ତାଙ୍କର ଝଲକ ଦେଖିବା ନିମନ୍ତେ ସମୟର କଣ୍ଟା କୁ ବାରମ୍ବାର ଦେଖୁଥିଲେ ।

ଭୁବନେଶ୍ଵରରୁ ସେ ସିଧାସଳଖ ତାଙ୍କ ଘରକୁ ଆସିଥିଲେ । ମାତ୍ର ତାଙ୍କର ମାନସିକ ସ୍ଥିତି ସଠିକ ନଥିଲା ଏବଂ ସ୍ଥିତି ଅନୁସାରେ ସେ ଆସି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବେ ବୋଲି କହିଥିଲେ । ଏହା ସହିତ ପୋଲିସର ତଦନ୍ତ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବରେ ସହଯୋଗ କରିବେ ।

ସେହି ଆଧାରରେ ବାବୁସାନ ବାହାରକୁ ଆସିଥିଲେ ଏବଂ ତାଙ୍କ ବାଲକୁନିରେ ଆସି ତାଙ୍କ ପ୍ରଶଂସକ ମାନଙ୍କୁ ଦେଖା କରିଥିଲେ । ଏବଂ ଧନ୍ୟବାଦ ମଧ୍ୟ ଦେଇଥିଲେ ପ୍ରଶଂସକ ମାନଙ୍କୁ । ଯେବେଠାରୁ ଘଟଣା ଘଟିଛି, ସେବେଠାରୁ ପ୍ରଶଂସକ ର ଭିଡ ତାଙ୍କ ଘର ନିକଟରେ ଜମିବାକୁ ଲାଗିଛି ।

ଏହା ସହିତ ବିଭିନ୍ନ ସମୟରେ ପ୍ରଶଂସକ ମାନେ ବିଭିନ୍ନ ମତ ଦେଉଛନ୍ତି ଯେ ଯେତେବେଳେ ବାବୁସାନ ମହାନ୍ତି ଚେନ୍ନାଇରେ ଥିଲେ ସେ ଭୁବନେଶ୍ଵର ଆସିବାକୁ ମଧ୍ୟ ପ୍ରଶଂସକ ମାନେ ମଧ୍ୟ ନିବେଦନ କରିଥିଲେ, ଯାହା ଫଳରେ ବାବୁସାନ ଭୁବନେଶ୍ବରରେ ଆସି ନିଜ ଘରେ ରେଷ୍ଟ ନେଉଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *