ଆଗରୁ ମା’ ସହିତ କରିଥିଲେ ରୋମାନ୍ସ, ଏବେ ତାଙ୍କ ଝିଅ ସହିତ ରୋମାନ୍ସ କରିବେ ସୁପର ଷ୍ଟାର Salman Khan

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ବଲିଉଡରେ ୮୦ ଓ ୯୦ଦଶକରେ କିଛି ସୁପର ହିଟ ଯୋଡି ଥିଲେ ଯେଉଁ ମାନଙ୍କୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ ।

ସେହି ଯୋଡି ଗୁଡିକ ମଧ୍ୟରେ ଗୋଟିଏ ଯୋଡି ଥିଲା ସଲମାନ ଖାନ ଓ ଭାଗ୍ୟଶ୍ରୀଙ୍କ ଯୋଡି । ବନ୍ଧୁଗଣ ଏହି ଦୁଇଜଣ ୧୯୮୯ ମସିହାରେ ଫିଲ୍ମ ‘ମେନେ ପ୍ୟାର କିଆ’ରେ ନଜର ଆସିଥିଲେ ।ଏହି ଫିଲ୍ମଟି ଏକ ରୋମାଣ୍ଟିକ ଫିଲ୍ମ ଥିଲା ଯାହାକୁ ଦେଖିବା ପାଇଁ ଲୋକ ମାନେ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ ମଧ୍ୟ ଏହି ଫିଲ୍ମଟିକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି ।

ଭାଗ୍ୟଶ୍ରୀ ନିଜ ବଲିଉଡ କାରିୟରର ଆରମ୍ଭ ଏହି ଫିଲ୍ମରୁ କରିଥିଲେ ଓ ଏହି ଫିଲ୍ମ ପରଠାରୁ ସେ ବଲିଉଡରେ ବହୁତ ଲୋକପ୍ରିୟତା ହାସଲ କରିଦେଇଥିଲେ । ସମସ୍ତ ଲୋକ ଏହି ଦୁଇଜଣଙ୍କ ଯୋଡିକୁ ବହୁତ ପସନ୍ଦ କରିଥିଲେ । ହେଲେ ବନ୍ଧୁଗଣ ସମୟ ସହିତ ଏହି ଫିଲ୍ମ ପରେ ସଲମାନ ଓ ଭାଗ୍ୟଶ୍ରୀଙ୍କ ରାସ୍ତା ଅଲଗା ଅଲଗା ହୋଇଯାଇଥିଲା ।

ଯେଉଁଠି ସଲମାନ ବଲିଉଡର କେତେକ ସୁପର ହିଟ ଫିଲ୍ମ କରି ସଫଳତା ପାଇଲେ ଅନ୍ୟ ପକ୍ଷରେ ଭାଗ୍ୟଶ୍ରୀ ବିବାହ କରିବା ପରେ ବଲିଉଡକୁ ତ୍ୟାଗ କରିଥିଲେ । ହେଲେ ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ଭାଗ୍ୟଶ୍ରୀ ସଲମାନଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି ଓ ବହୁତ ଶୀଘ୍ର ଭାଗ୍ୟଶ୍ରୀଙ୍କ ଝିଅ ସଲମାନ ଖାନଙ୍କ ସହ ବଡ ପରଦାରେ ନଜର ଆସିବେ ।


ବନ୍ଧୁଗଣ ସଲମାନ ମଧ୍ୟ ଭାଗ୍ୟଶ୍ରୀଙ୍କ କଥାକୁ ଅମାନ୍ଯ କରିପାରିବେ ନାହିଁ । ବହୁତ ଶୀଘ୍ର ସଲମାନ ଓ ଭାଗ୍ୟଶ୍ରୀଙ୍କ ଝିଅ ଗୋଟିଏ ଫିଲ୍ମରେ ନଜର ଆସିବେ । ବନ୍ଧୁଗଣ ଭାଗ୍ୟଶ୍ରୀଙ୍କ ଝିଅର ନାମ ହେଉଛି ଅବନ୍ତିକା । ଅବନ୍ତିକା ବର୍ତ୍ତମାନ ବହୁତ ବଡ ହୋଇସାରିଛନ୍ତି ଓ ସେ ବହୁତ ସୁନ୍ଦର ନଜର ଆସନ୍ତି । ଅବନ୍ତିକା ନିଜ ମା ପରି ସୁନ୍ଦର ଏବଂ ଷ୍ଟାଇଲିସ ନଜର ଆସନ୍ତି । ଅବନ୍ତିକା ନିଜ ଫଟୋକୁ ସୋସିଆଲ ମିଡିଆରେ ସେୟାର କରନ୍ତି ଓ ତାଙ୍କର ଫ୍ୟାନ୍ସ ଫାଲୋଇଙ୍ଗ ମଧ୍ୟ ବହୁତ ଅଧିକ ରହିଛି ।


ଅବନ୍ତିକା ବହୁତ ଶୀଘ୍ର ବଡ ପରଦାରେ ସଲମାନ ଖାନଙ୍କ ସହ ନଜର ଆସିବେ । ବନ୍ଧୁଗଣ ଭାଗ୍ୟଶ୍ରୀଙ୍କ ଝିଅ ଅବନ୍ତିକା ଆପଣ ମାନଙ୍କୁ କେମିତି ଲାଗିଲେ କମେଣ୍ଟ କରି ନିଶ୍ଚୟ କୁହନ୍ତୁ ଓ ଯଦି ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଲା ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *