Jyotish Shastra- ଫେବୃୟାରୀ ମାସରେ ଇତିହାସ ରଚିବେ କୁମ୍ଭ ରାଶି, ବନୁଛି ରାଜଯୋଗ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ମନୁଷ୍ୟ ଜୀବନ ରେ ରଶିଚକ୍ର ର ବହୁତ ମହତ୍ୱ ରହିଛି।ମନୁଷ୍ୟ ନିଜର ରାଧି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ପାଇ ପାରିଥାଏ।ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ସମୟ ତିଥି ଓ ମାସ କୁ ବିଚାର କରି ସେହି ବ୍ୟକ୍ତି ର ରାଶି ନିର୍ଧାରଣ କରାଯାଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ରେ ମନୁଷ୍ୟ ରାଶିରୁ ତାର ସମସ୍ତ ସ୍ଵଭାଵ ସମ୍ପର୍କରେ ଜାଣିବାକୁ ମିଳିଥାଏ।ବନ୍ଧୁଗଣ ଏପରି କିଛି ସମୟ ଆସିଥାଏ ଯେତେବେଳେ କିଛି ରାଶିର ବ୍ୟକ୍ତି ବିଶେଷ ଙ୍କ ର ଭାଗ୍ୟ ବଦଳି ଯାଇଥାଏ।ତାଙ୍କର ସମସ୍ତ ଦୁଖଃ କଷ୍ଟ ଦୁର ହୋଇଥାଏ।

ଏହି ପରି ସମୟ ବହୁତ ବର୍ଷ ବ୍ୟବଧାନ ରେ ଆସିଥାଏ ଓ ବହୁତ କମ ଆସିଥାଏ।ଶାସ୍ତ୍ର ରେ ମଧ୍ୟ ଏହା ଲେଖା ଅଛି।ତେବେ ବନ୍ଧୁ ଗଣ ଠିକ ଏହି ସମୟ ବର୍ତ୍ତମାନ ସମୟରେ ଆସିଯାଇଛି କୁମ୍ଭ ରାଶିର।ବନ୍ଧୁଗଣ ଫେବୃଆରୀ ମାସ ରୁ ଏହି କୁମ୍ଭ ରାଶି ର ଭାଗ୍ୟ ବଦଳିବାକୁ ଯାଉଛି।ତାଙ୍କ ଜୀବନ ରେ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କୁମ୍ଭ ରାଶିର ବ୍ୟକ୍ତି ବିଶେଷ ଙ୍କର କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି।


ବନ୍ଧୁଗଣ କୁମ୍ଭ ରାଶି ର ବ୍ୟକ୍ତି ବିଶେଷ ଙ୍କୁ ଆମେ ଜଣାଇ ଦେଉ ଅଛୁ କି ଫେବୃଆରୀ ମାସ ରୁ ଆପଣଙ୍କ ଜୀବନ ରେ ବହୁତ ପରିବର୍ତ୍ତନ ଆସିବାକୁ ଯାଉଛି।ଏହି ସମୟ ରେ ଆପଣ ଗୋଟିଏ ବି ଦିନ କୁ ବ୍ୟର୍ଥ ଯିବାକୁ ଦିଅନ୍ତୁ ନାହିଁ।କାରଣ ଏହି ସମୟ ରେ ସବୁ ଦିନ ଆପଣଙ୍କ ପାଇଁ ଏକ ନୂଆ ସୁଯୋଗ ନେଇ ଆସିବ।ଆପଣଂକର ଯେତେ ସବୁ ପୁରୁଣା ସମସ୍ୟା ରହିଥିଲା ତାହା ବର୍ତ୍ତମାନ ସମାପ୍ତ ହେବ । ଘରେ ଅଶାନ୍ତି, ଭାଇ ଭାଇ ଙ୍କ ମଧ୍ୟରେ ତିକ୍ତତା,ସ୍ୱାସ୍ଥ୍ୟଗତ ସମସ୍ୟା ଏହିପରି ଯେତେ ସବୁ ଆପଣଂକର ସମସ୍ୟା ରହିଥିଲା ତାର ଅନ୍ତ ଏହି ମାସ ରେ ହେବ।

ଏହି ମାସ ଟି ଆପଣଂକର ବହୁତ ଭାଗ୍ୟଶାଳୀ ସାବ୍ୟସ୍ତ ହେବ।ଭାଗ୍ୟଶାଳୀ ହୋଇଥିବାରୁ ଆପଣଙ୍କ ନିକଟ କୁ ପ୍ରଚୁର ଧନ ଆସିବ।ଆପଣଙ୍କ ଘର ଓ ପରିବାର ରେ ସୁଖ ଶାନ୍ତିର ବାତାବରଣ ଦେଖିବାକୁ ମିଳିବ।ଘରେ ଖୁସି ର ଲହଡି ଦେଖିବାକୁ ମିଳିବ।ସମସ୍ତ କ୍ଷେତ୍ର ରେ ଆପଣ ସଫଳ ହେବେ।ସବୁ ଦିଗ ରୁ ଆପଣଂକୁ ସାହାଯ୍ୟ ର ହାତ ବଢି ଆସିବ।ମାନସିକ ଚିନ୍ତା ରୁ ମୁକ୍ତି ମିଳିବ।ଘରେ ଧନ ର ବର୍ଷା ହେବ।


କିନ୍ତୁ ବନ୍ଧୁଗଣ ଏହି ସମୟ ରେ ଆପଣଂକୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡିବ।ବନ୍ଧୁଗଣ ଆପଣଂକର ଏହି ଖୁସି ର ସମୟ ରେ ଆପଣଙ୍କ ଉପରକୁ କିଛି ଟା ବିପଦ ଆସିବ କିନ୍ତୁ ଏହାକୁ ଆପଣ ଧର୍ଯ୍ୟ ର ସହିତ ସାମ୍ନା କରିବାରେ ସଫଳ ହେବେ।ଏହି ସମୟ ରେ ଆପଣ କୁ ସଙ୍ଗତ,କୁ ପ୍ରକୃତି,କୁ ସ୍ଵଭାଵ ର ବ୍ୟକ୍ତି ଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ।ଏହି ସମୟ ରେ ଆପଣ ସ୍ଥିରତା ର ସହିତ ସମସ୍ତ କାର୍ଯ୍ୟ କରନ୍ତୁ।ଏହି ସମୟ ରେ ଆପଣଂକୁ ନୂତନ କାର୍ଯ୍ୟ କରିବାର ସୁଯୋଗ ମିଳିବ।

ଚାକିରୀ କ୍ଷେତ୍ର ରେ ପଦୋନ୍ନତି ହେବ।ଉପରସ୍ଥ ଅଧିକାରୀ ମାନଙ୍କ ଠାରୁ ସାହାଯ୍ୟ ମିଳିବ।ଛାତ୍ର ଛାତ୍ରୀ ମାନେ ସମସ୍ତ ପ୍ରତିଯୋଗିତା ମୁଳକ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବେ।ପ୍ରେମୀ ଦମ୍ପତି ଙ୍କ ପାଇଁ ଏହି ସମୟ ଟି ବହୁତ ଭଲ ରହିବ।ନିଜ ଭିତ ରେ ବହୁତ ଭଲ ବୁଝାମଣା ରହିବ।ଆପଣ ସମସ୍ତ କାର୍ଯ୍ୟ ରେ ସଫଳ ହେବେ।ଭଗବାନ ଆପଣଂକୁ ସମସ୍ତ କାର୍ଯ୍ୟ ରେ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବେ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *