ଦାନ୍ତ ର କଷ୍ଟ ସବୁ ପୋକ ବାହାର କରି ଦାନ୍ତ ବିନ୍ଧା ଭଲ କରିଦେବ କେବଳ 2 ପାଖୁଡା ରସୁଣ- Health Tips

ବନ୍ଧୁଗଣ ସାଧାରଣତଃ ରସୁଣକୁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତ କରାଯାଇଥାଏ  । ହେଲେ ରସୁଣରେ ବହୁତ ଗୁଡିଏ ଔଷଧୀୟ ତତ୍ଵ ରହିଥାଏ, ଯାହାର ସଠିକ ବ୍ୟବହାର ଦ୍ଵାରା କେତେକ ଗମ୍ଭୀର ରୋଗକୁ ଦୂର କରାଯାଇପାରିବ । ବନ୍ଧୁଗଣ କେତେକ ଲୋକଙ୍କର ଦାନ୍ତ ଜନିତ ସମସ୍ଯା ତଥା, ଦାନ୍ତରେ କଷ୍ଟ ହେବା ବା ଦାନ୍ତରେ ପୋକ ଲାଗିଯିବା ଆଦି ସମସ୍ଯା ଦେଖାଦେଇଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ରସୁଣ ସହ ଜଡିତ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ନିଜ ଦାନ୍ତର କଷ୍ଟକୁ ସବୁଦିନ ପାଇଁ ଦୂର କରିପାରିବେ । ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ପ୍ରସ୍ତୁତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।


ବନ୍ଧୁଗଣ ଏହି ଉପଚାର ପାଇଁ ଆପଣ ଏକ ପାଖୁଡା ରସୁଣ ନିଅନ୍ତୁ ଓ ଏହାର ଚୋପା ଛଡାଇ ଏହାକୁ ପେଶି ଦିଅନ୍ତୁ । ପେଶିବା ପରେ ଏଥିରେ ଥିବା ରସକୁ ଆପଣ ବାହାର କରିଦିଅନ୍ତୁ ଓ ଏଥିରେ ଅଧା ଚାମଚ ଲବଙ୍ଗ ତେଲ ମିଶାଇ ଭଲ ଭାବର ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ଏହା ବହୁ ପରୀକ୍ଷିତ ଉପାୟ ଅଟେ, ଯାହାକୁ କରିବା ଦ୍ଵାରା ଆପଣଙ୍କୁ ନିଷ୍କୟା ଭଲ ରେସଲ୍ଟ ମିଳିବ ।

ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣକୁ ଏକ ତୁଳା ସାହାର୍ଯ୍ୟରେ ନେଇ ନିଜ ଦାନ୍ତରେ ଲଗାଇ ଦିଅନ୍ତୁ । କମ ସେ କମ ନିଜ ଦାନ୍ତରେ ଏହି ମିଶ୍ରଣକୁ ୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଦେଖିବେ ଆପଣଙ୍କୁ ନିଶ୍ଚୟ ଆରମ ମିଳିବ । ଯଦି ବନ୍ଧୁଗଣ ଆପଣଙ୍କ ଦାନ୍ତରେ ପୋକ ହୋଇଯାଇଛି,ତା ହେଲେ ଆପଣ ଏହି ଉପଚାରକୁ ଦିନକୁ ୪ ରୁ ୫ ଥର ପ୍ରୟୋଗ କରନ୍ତୁ ।

ଆପଣ ଯଦି ଏହିପରି ୪ ଦିନ କରିବେ ତା ହେଲେ ଆପଣଙ୍କ ଦାନ୍ତରେ ଥିବା ପୋକ ବାହାରିଯିବ ଓ ଆପଣଙ୍କୁ ଆରମ ମିଳିବ । ବନ୍ଧୁଗଣ ଦାନ୍ତରୁ ପୋକ ବାହାରିବା ପରେ ଆପଣ ଦିନକୁ ଦୁଇ ରୁ ତିନି ଥର ବ୍ରସ ନିଶ୍ଚୟ କରନ୍ତୁ । ବ୍ରସ କରିବା ଦ୍ଵାରା ଆପଣଙ୍କ ଦାନ୍ତ ସୁସ୍ଥ ରହିବ ଓ କେବେହେଲେ କୌଣସି ସମସ୍ଯା ହେବ ନାହିଁ ।

ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ଉପଚାରକୁ ବ୍ୟବହାର କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ । ଯଦି ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥାଏ ତା ହେଲେ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *