ଫ୍ୟାନ୍ସଙ୍କ ସହିତ ଆଗକୁ ଆସିଲେ ସୁଶାନ୍ତଙ୍କ ପରିବାର…ପ୍ରଥମ ଥର ପାଇଁ ବହୁତ କିଛି କହିଲେ ପରିବାର

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ତାଙ୍କ ଫ୍ୟାନ୍ସ ମାନେ ବହୁତ ଦୁଃଖ ଅନୁଭବ କରୁଛନ୍ତି । ଏହା ସହିତ ସୁଶାନ୍ତଙ୍କ ପରିବାର ଲୋକ ସଂପୂର୍ଣ୍ଣ ରୂପରେ ଭାଙ୍ଗି ଯାଇଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ପୁଣି ଏକ ବଡ ଖୁଲାସା ହୋଇଛି । ଖବର ଅନୁସାରେ ଜଣା ପଡିଛି ଯେ ସୁଶାନ୍ତଙ୍କ ପରିବାର ଲୋକ ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କ ସହ ଛିଡା ହୋଇଛନ୍ତି ପ୍ରଥମ ଥର ପାଇଁ ପରିବାର ଲୋକ ବହୁତ କିଛି କହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣେଇବୁ । ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବିହାରରେ ରହୁଥିବା ସୁଶାନ୍ତ ସିଂହ ରାଜପୁତ ପିଲା ବେଳରୁ ଜଣେ ଭଲ ଷ୍ଟୁଡେଣ୍ଟ ଥିଲେ । ପିଲା ଦିନରୁ ତାଙ୍କର ଅଭିନୟ କରିବାର ସଉକ ଥିଲା । ବହୁତ କଷ୍ଟରେ ନିଜ ପରିବାର ଲୋକଙ୍କୁ ମନେଇ ସେ ମୁମ୍ବାଇ ଆସିଥିଲେ । ନିଜ ସଂଘର୍ଷ ଓ କଷ୍ଟ ଦ୍ଵାରା ସେ ବଲିଉଡ ଜଗତରେ ଏକ ଭଲ କଳାକାର ରୂପେ ପରିଚିତ ହୋଇଥିଲେ ।


ତାଙ୍କର ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ହେଲେ ବଲିଉଡରେ ହେଉଥିବା ନେପୋଟିଜିମ ହେତୁ ସୁଶାନ୍ତ ସିଂହ ରାଜପୁତ ଚିନ୍ତାଗ୍ରସ୍ତ ହୋଇ ୧୪ ଜୁନରେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଥିଲେ । ଏହି ଖବର ସମଗ୍ର ଭାରତ ବର୍ଷକୁ ଚକିତ କରିଦେଇଥିଲା ।


ସୁଶାନ୍ତଙ୍କୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ । ତାଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ଫ୍ୟାନ୍ସ ମାନେ ରାତି ଦିନ କଷ୍ଟ କରୁଛନ୍ତି । ସୋସିଆଲ ମିଡିଆରେ ସୁଶାନ୍ତଙ୍କ କେତେକ ଫଟୋ ଓ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ସୁଶାନ୍ତଙ୍କ ମୃତ୍ୟୁ ପଛରେ ଥିବା କେତେଜଣ ବଲିଉଡ କଳାକାରଙ୍କୁ ମଧ୍ୟ ବହୁତ ମାତ୍ରାରେ ଟ୍ରୋଲ କରାଯାଉଛି । ଖବର ଅନୁସାରେ ଜଣା ପଡିଛି ସୁଶାନ୍ତଙ୍କ କେସରେ ଏକ ବଡ ଖୁଲାସା ସାମ୍ନାକୁ ଆସିଛି । ତାହା ହେଉଛି ସୁଶାନ୍ତଙ୍କୁ ନ୍ୟାୟ ପାଇଁ ସୁଶାନ୍ତଙ୍କ ପରିବାର ଲୋକ ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କୁ ଅପିଲ କରିସାରିଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି କେସ ପ୍ରଥମ ଥର ପାଇଁ ହୋଇଛି । ସୁଶାନ୍ତଙ୍କ ଭଉଣୀ ନିଜ ଭାଇର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି । ସୁଶାନ୍ତଙ୍କ ଭଉଣୀ କୀର୍ତି ନିଜର ଫେସବୁକ ଆକାଉଣ୍ଟରେ ବହୁତ କିଛି ଲେଖିଛନ୍ତି । ତେବେ ସେ କଣ ଲେଖିଛନ୍ତି ଆସନ୍ତୁ ଜାଣିବା, ସୁଶାନ୍ତଙ୍କ ଭଉଣୀ ଲେଖିଛନ୍ତି ଯେ, ଆପଣ ମାନେ ଆମ ପରିବାରକୁ ଯେତେ ସପୋର୍ଟ ଓ ସହାୟତା କରିଛନ୍ତି ତାହା ଆମ ପାଇଁ ବହୁତ ବଡ ଅଟେ । ଏହା ସହିତ ସେ ଲେଖିଛନ୍ତି ଭଗବାନ ଓ ଭଗବାନଙ୍କ ନ୍ୟାୟ ଉପରେ ଭରସା ରଖନ୍ତୁ ଓ ଚେଷ୍ଟା ଜାରି ରଖନ୍ତୁ ।


ଏହି ଷ୍ଟେଟମେଣ୍ଟ ଦ୍ଵାରା ଜଣା ପଡିଛି ଯେ, ସୁଶାନ୍ତଙ୍କ ଭଉଣୀ ସମେତ ସୁଶାନ୍ତଙ୍କ ପରିବାର ଲୋକ ତାଙ୍କ ଫ୍ୟାନ୍ସ ମାନଙ୍କ ସହ ଛିଡା ହୋଇଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ପ୍ରଥମ ଥର ହୋଇଛି । ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହା ଜାଣି ବହୁତ ଖୁସି ହୋଇଛନ୍ତି ।

ଏ ବିଷୟରେ ଅଧିକ ତଥ୍ୟ ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ଯାହା ଦ୍ଵାରା ଆମେ ଆପଣଙ୍କ ପାଖରେ ଏମିତି ସବୁ ଖବର ପହଞ୍ଚାଇ ପାରିବୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *