ଫେମସ ହେବା ପାଇଁ ଝିଅଟି ରାସ୍ତା ମଝିରେ କଲା ଏମିତି କାଣ୍ଡ ବି ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘ-ଟୁ-ଥି-ବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ଫେମସ ହୋଇପାରିବେ ।

ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସମସ୍ତ ସ୍ଥାନରେ ଏହି ଭିଡିଓର ଚର୍ଚା ବହୁତ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭା-ଇ-ରା-ଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଇନ୍ଦୋରର ରସୋମା ରାସ୍ତାରେ ଏକ ଝିଅ ଡ୍ୟାନ୍ସ କରୁଥିବାର ନଜର ଆସିଛି ।

ଟ୍ରାଫିକ ଛକ ମଝିରେ ରହି ଝିଅ ଡ୍ୟାନ୍ସ କରୁଛି । ଝିଅଟି ସୋ-ସି-ଆ-ଲ ମି-ଡି-ଆ-ରେ ଫେମସ ହେବା ପାଇଁ ଏପରି ଡ୍ୟାନ୍ସ କରିଛି । ହେଲେ ଏହି ଭିଡିଓ ଭା-ଇ-ରା-ଲ ହେବା ପରେ ଯୁବତୀଙ୍କୁ ବହୁତ ମା-ତ୍ରା-ରେ ଟ୍ରୋ-ଲ କରଯାଇଥିଲା । ଏହି ଭିଡିଓଟି ପୋଲିସ ଅଧିକାରୀଙ୍କ ପାଖକୁ ଚାଲିଗଲା । ପୋଲିସ ଏହି ଯୁବତୀଙ୍କୁ ସତର୍କ ବାଣୀ ଦେଇଛନ୍ତି । କାରଣ ଏହି ପରିକା ଭିଡିଓ ବନେଇବା ପାଇଁ ଯୁବତୀଙ୍କୁ କିଛି ସୁରକ୍ଷିତ ସ୍ଥାନ ବାଛିବାର ଥିଲା ।

ରାସ୍ତା ମଝିରେ ଏପରି ଡ୍ୟାନ୍ସ କରି ଫେମସ ହେବାର କଣ ମତଲବ । ଯୁବତୀ ଡ୍ୟାନ୍ସ କରୁଥିବା ସମୟରେ ସ୍ଥାନୀୟ ବାହନ ଚାଳକ ମାନେ ବହୁତ ମଜା ନେଇଥିଲେ । ଯୁବତୀ ନିଜ ମୁହଁ ଲୁଚାଇ ରାସ୍ତା ମଝିରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭିଡିଓଟି ବହୁତ ଚର୍ଚାରେ ଅଛି ଓ ଲୋକମାନେ ଏହି ଭିଡିଓ ଦେଖି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *