କଣ ଲାଗନ୍ତି ଏହି ଛୋଟ ପିଲାମାନେ ଏହି ହୀରୋ ମାନଙ୍କର, ପ୍ରଥମ ଥର ପାଇଁ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ତେବେ ଆପଣ ସିନେମା ଦେଖିବା ବହୁତ ପସନ୍ଦ କରୁଥିବେ କାରଣ ଆଜିକାଲି ସମସ୍ତେ ଏହି ସିନେମା ପାଇଁ ପାଗଳ ମଧ୍ୟ ଅଛନ୍ତି । ତେବେ ନିଜ ମନ ପସନ୍ଦ ର ଅଭିନେତା ହୁଅନ୍ତୁ କିମ୍ବା ଅଭିନେତ୍ରୀ ସେମାନଙ୍କ ସିନେମା ସହ ତାଙ୍କ ବ୍ୟକ୍ତିଗତ ଜୀଵନ ରେ ଲୋକମାନେ ଅଧିକ ରୁଚି ରଖିଥାନ୍ତି । ତେବେ ସେହି ସବୁ ତାରକା ମାନଙ୍କୁ ସେମାନେ ସୋ-ସି-ଆ-ଲ ମି-ଡି-ଆ-ରେ ଫୋ-ଲୋ ମଧ୍ୟ କରୁଛନ୍ତି ।

ତେବେ ଓଲିଉଡ ଜଗତର କିଛି ଲୋକପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ ପ୍ରାୟତଃ ଏକ ଛୋଟ ପିଲାଙ୍କ ସହ ଫୋଟୋ ପୋ-ଷ୍ଟ କରିଥାନ୍ତି ତେବେ କିଛି ଲୋକମାନେ ଏହି ପୋ-ଷ୍ଟ ପାଇଁ ଦ୍ଵନ୍ଦ ରେ ମଧ୍ୟ ରୁହନ୍ତି କି ଏ କଣ ତାଙ୍କ ପିଲା ନା ଆଉ କେହି । ତେବେ ଆସନ୍ତୁ ଜାଣିନେବା ସେହି ଅଭିନେତା ଏବଂ ତାଙ୍କ ସହ ଥିବା କୁନି ପିଲାଙ୍କ ବିଷୟରେ ।

୧-ପ୍ରଥମରେ ହେଉଛନ୍ତି ଅଭିନେତା ଅନୁଭବ ମହାନ୍ତି । ତେବେ ଅନୁଭବ ନିଜର ଅଭିନୟ ଜରିଆରେ ଲୋକ ମାନଙ୍କ ହୃଦୟ ରେ ଘର କରିବାରେ ସଫଳ ହୋଇ ଛନ୍ତି ତେବେ ବର୍ତ୍ତମାନ ସେ ବିଜେଡି ଦଳ ର ରାଜନେତା ମଧ୍ୟ ତେବେ ବର୍ତ୍ତମାନ ମଧ୍ୟ ଲୋକମାନେ ତାଙ୍କୁ ଖୁବ ଭଲ ପାଇବା ଦେଉଛନ୍ତି । ତେବେ ସେ ନିଜ ଇଂ-ଷ୍ଟା-ଗ୍ରା-ମ ରେ ଏକ କୁନି ଝିଅ ସହ ଫୋ-ଟୋ ପୋ-ଷ୍ଟ କରନ୍ତି ତେବେ ସେ କୁନି ଝିଅ ଟି ହେଉଛି ତାଙ୍କ ଭାଇ ଅନୁପ୍ରାସ ଙ୍କ ଝିଅ । ଯାହାକୁ ଆପଣ ଫୋଟୋ ରେ ଦେଖି ପାରୁଥିବେ ।

୨- ଦ୍ଵିତୀୟ ରେ ହେଉଛନ୍ତି ଅଭିନେତା ଆକାଶ ଦାସ ନାୟକ । ତେବେ ଆକାଶ ସିନେମା ଜଗତରେ ଏକ ଶାନ୍ତ ସିଷ୍ଟ ଅଭିନେତା ଭାବରେ ପରିଚିତ ଏବଂ ରାଜନୀତି କ୍ଷେତ୍ରରେ ମଧ୍ୟ ଜଣେ ଭଦ୍ର ଏବଂ ସୁଚାରୁ ମଣିଷ ତେବେ ସେ ନିଜ ଇଂ-ଷ୍ଟା-ଗ୍ରା-ମ ରେ ପୋ-ଷ୍ଟ କରୁଥିବା କୁନି ପିଲା ହେଉଛି ତାଙ୍କର ଗୋଟିଏ ମାତ୍ର ପୁଅ ଯାହାକୁ ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ ।

୩- ତୃତୀୟ ରେ ହେଉଛନ୍ତି ଅଭିନେତା ଅରିନ୍ଦମ । ତେବେ ଅରିନ୍ଦମ ନିଜ ଅଭିନୟ ପାଇଁ ଯେତେ ପ୍ରଶଂସିତ ସେତେ ନିଜ ଫିଟନେସ ପାଇଁ ମଧ୍ୟ ତାଙ୍କ ବଡି କୁ ଲୋକମାନେ ଖୁବ ପସନ୍ଦ କରନ୍ତି । ତେବେ ସୋ-ସି-ଆ-ଲ ମି-ଡ଼ି-ଆ- ରେ ସେ ଯେଉଁ କୁନି ପିଲା ସହିତ ନିଜର ଫୋଟୋ କୁ ସେ-ୟା-ର କରନ୍ତି ସେ ହେଉଛନ୍ତି ତାଙ୍କ ଭାଇଙ୍କ ଝିଅ ।

୪- ଚତୁର୍ଥ ରେ ହେଉଛନ୍ତି ସମରେଶ । ତେବେ ସମରେଶ ଜଣେ ଦକ୍ଷ କଳାକାର ଏବଂ ନିଜ ଅଭିନୟ ରେ ସେ ଲୋକମାନଙ୍କ ହୃଦୟ ରେ ଘର କରିଛନ୍ତି ତେବେ ବର୍ତ୍ତମାନ ସେ ଏହି ସିନେମା ଦୁନିଆ ରୁ ଟିକେ ଦୁରେଇ ଯାଇଛନ୍ତି । ତେବେ ତାଙ୍କ ସହ ଏହି ଫୋଟୋ ରେ ଯେଉଁ କୁନି ପିଲା ଅଛି ସେ ହେଉଛି ତାଙ୍କର ଏକମାତ୍ର ପୁଅ ଯାହାକୁ ସେ ବହୁତ ଭଲ ପାଆନ୍ତି ।

୫- ପଞ୍ଚମ ରେ ହେଉଛି ଅଭିନେତା ଶ୍ରିତମ ଦାସ । ତେବେ ଶ୍ରୀତମ ବର୍ତ୍ତମାନ ଅଭିନୟ ସହ ନିର୍ଦେଶନା ଏବଂ ଜଜ୍ ଭାବରେ କାର୍ଯ୍ୟ କରୁଛନ୍ତି ତେବେ ସେ ନିଜର ସୋ-ସି-ଆ-ଲ ମି-ଡ଼ି-ଆ ରେ ନିଜର ଗୋଟିଏ ମାତ୍ର ଝିଅ ଙ୍କ ଫୋଟୋ ଛାଡି ଥାଆନ୍ତି ଯାହା ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ ତେବେ ସେ ନିଜ ଝିଅ କୁ ବହୁତ ଭଲ ପାଆନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *