ଏଥି ମଧ୍ୟରୁ ବାଛନ୍ତୁ କୌଣସି ଗୋଟିଏ ଚାବି ଯିଏ କହିବ ଆପଣଙ୍କ ଜୀବନର ସବୁ ରାଜ

ଆପଣଙ୍କ ମନରେ ଅଜଣା ଦ୍ଵାର ଥାଏ, ଯାହା ଆପଣଙ୍କୁ ନିଜକୁ ଭଲ ଭାବରେ ବୁଝିବାକୁ ସାହାଯ୍ୟ କରିଥାଏ । ଏହାକୁ ବୁଝିବା ପାଇଁ ବହୁତ ପ୍ରଶ୍ନୋତ୍ତରୀ ଅଛି କି ଆପଣଙ୍କ ଅବଚେତନ କାମ କେମିତି କରନ୍ତି ଓ ଆପଣଙ୍କ ବ୍ୟକ୍ତିତ୍ଵ ଭିତରୁ କେମିତି ହୋଇଥାଏ । କିନ୍ତୁ ଏହି ପ୍ରଶ୍ନୋତ୍ତରୀ ମନୋଚିକିତ୍ସକଙ୍କ ଦ୍ଵାରା କିଛି କାଠିନ ତଥ୍ୟ ଉପରେ ଆଧରିତ । ଆପଣଙ୍କୁ ବାସ ଏତିକି କରିବାର ଅଛି କି ଏହି ୬ଟି ଚାବି ମଧ୍ୟରୁ ଗୋଟିଏ ଚାବି ବାଛନ୍ତୁ । ବାଛି ସାରିବା ପରେ, ଆମେ ଆପଣଙ୍କୁ ଜଣେଇବୁ ଯେ ଆପଣ ବାଛିଥିବା ଚାବି ଆପଣଙ୍କ ବ୍ୟକ୍ତିତ୍ଵ ବିଷୟରେ କଣ ଜଣାଉଛି ! ତାହେଲେ ଆପଣ ପ୍ରସ୍ତୁତ ଅଛନ୍ତି ତ ?

କୌଣସି ଗୋଟିଏ ଚାବି ବାଛନ୍ତୁ

ଯଦି ଆପଣ ଚାବି ୧ ବାଛନ୍ତି-

ଏହି ଚାବି କେମିତି ଅଦ୍ଭୁତ ପ୍ରକାରରେ କଟା ହୋଇଛି ଓ ଏହା ବହୁତ ଅଲଗା ଅଟେ । ଯଦି ଆପଣ ଏହି ଚାବି ବାଛିଛନ୍ତି, ତାହେଲେ ଏହାର ମାନେ ଆପଣ ବହୁତ ସାହସୀ ଆଉ କଥା କହିବାରେ ଡରନ୍ତି ନାହିଁ । ଆପଣ ଆତ୍ମବିଶ୍ୱାସ ରଖନ୍ତି ଓ ଭିଡ଼ରେ ବିଲକୁଲ ଅଲଗା ଲାଗନ୍ତି । ଏହି ଚାବିର ଗୋଟିଏ ଆକର୍ଷକ ଉଦାହରଣ ଅଟେ ଏହାର ଅଦ୍ଭୁତ କଟା ହୋଇଥିବା କାରଣରୁ, ଆପଣ ସୁନିଶ୍ଚିତ ନୁହଁନ୍ତି ଏହା କୌଣସି ତାଲା ଖୋଲିବ ନା ନାହିଁ ଏହା ପରେ ବି ଆପଣ ଏହି ଚାବିକୁ ବାଛିଛନ୍ତି । ଏହାର ମାନେ ଆପଣ ଯାହା କରିବାକୁ ଚାହାଁନ୍ତି ସେଥିରେ ଡରନ୍ତି ନାହିଁ ଆଉ ନ୍ୟାୟରେ ବିଚାର ପାଇଁ ପ୍ରସ୍ତୁତ ରୁହନ୍ତି । ଆପଣ କିଛି ନୂଆ ଜିନିଷ କରିବାକୁ ପସନ୍ଦ କରନ୍ତି ।

ଯଦି ଆପଣ ଚାବି ୨ ବାଛନ୍ତି –

ଏହି ଚାବି ହେଉଛି ଏମିତି ଚାବି ଯାହା ଦ୍ଵାରା ଆପଣ ନିଜ ଜୀବନରେ ଯାହା ଚାହିଁବେ ଖୋଲି ପାରିବେ । ଏହା ସବୁଠୁ ଭାଗ୍ୟଶାଳୀ ଚାବି ମଧ୍ୟରୁ ଗୋଟିଏ ଅଟେ । ଏହାର ମାନେ ଆପଣ ବହୁତ ଚମତ୍କାର ବ୍ୟକ୍ତି ଅଟନ୍ତି ଯିଏ ନୂଆ ନୂଆ ଜିନିଷ କରିବାକୁ ପସନ୍ଦ କରନ୍ତି । ଆପଣ ମୁଣ୍ଡ ଖର୍ଚ୍ଚ କରି କୁହନ୍ତି । ଆପଣ ବହୁତ ଶକ୍ତିଶାଳୀ । ଆପଣ ଆପଣଙ୍କ କଥାରେ ପକ୍କା ଓ ଆପଣ ନିଜ ସ୍ଵାଧୀନତା କୁ ଭଲପାଆନ୍ତି ।

ଯଦି ଆପଣ ଚାବି ୩ ବାଛନ୍ତି –

ଯଦି ଆପଣ ଏହି ଚାବି ବାଛିଛନ୍ତି, ତେବେ ଏହାର ମାନେ ଆପଣ ସବୁ କାମ ବହୁତ ଦେଖି ଚାହିଁ କରନ୍ତି। ଏହାର ମାନେ ଆପଣ ବହୁତ ଭାବୁକ ଅଟନ୍ତି କାହିଁକି ନା ଏହି ଚାବି କବାଟ ଖୋଲିବାର ସବୁଠୁ ପ୍ରଭାବ ଶାଳୀ ହୋଇ ପାରେ । ଆପଣଙ୍କ ଶକ୍ତି ଆପଣଙ୍କ ଭାବନା ଅଟେ ।

ଯଦି ଆପଣ ଚାବି ୪ ବାଛନ୍ତି –

ଏହି ଚାବି ସୁନ୍ଦର ବିବରଣୀ ଓ କଠିନ ଡିଜାଇନ୍ ସହିତ ଫେୟରିଲ୍ୟାଣ୍ଡ ପରି ଦେଖା ଯାଉଛି, ଆପଣ ଏହି ଚାବିକୁ ବାଛିଛନ୍ତି, ଏହାର ମାନେ ପ୍ରକୃତରେ ଆପଣ କଳ୍ପନାର ବ୍ୟକ୍ତି ଅଟନ୍ତି ଓ ଆପଣ ସ୍ଵପ୍ନ ଦେଖନ୍ତି । ଆପଣ ସବୁବେଳେ ରଚନାତ୍ମକ କୁ ସହଜ ବୋଲି ଭାବି ଥାଆନ୍ତି ଓ ମୂଳ ରଚନାତ୍ମକ ରେଖାକୁ ମାନିଥାନ୍ତି ।

ଯଦି ଆପଣ ପଞ୍ଚମ ଚାବିକୁ ବାଛିଛନ୍ତି

ଏହି ଚାବି ଚାରି ପତ୍ର ଭଳି ଦେଖାଯାଉଛି । ଏହି ଚାବି ଚରିପତ୍ର ଭଳି ଦେଖାଯାଏ । ଏହାର ମାନେ ଏହା ଅଟେ କି ଆପଣ ଜଣେ ମଜାକିଆ ବ୍ୟକ୍ତି ଅଟନ୍ତି । ଆପଣ ବହୁତ୍ ସରଳ ଓ ଆପଣଙ୍କର ଦୂର ଦୃଷ୍ଟିଶକ୍ତି ଅଛି ଏବଂ ଆପଣ ଏକ ସରଳ ଭାବନାତ୍ମକ ବ୍ୟକ୍ତି ଅଟନ୍ତି ।  ଆଶାବାଦୀ ଗୁଣ ବେଳେବେଳେ ଆପଣଙ୍କର ବାସ୍ତବିକ୍ ଛବି କୁ ଝାପସା କରିଥାଏ ଓ ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ଯଦି ଆପଣ ଷଷ୍ଠ ଚାବିକୁ ବାଛିଛନ୍ତି –

ଏହା ଏକ କ୍ଲାସିକ ଚାବି ଅଟେ । ଏହାକୁ ଚୟନ କରିବା ମାନେ ଆପଣ ବହୁତ ବୁଦ୍ଧିମାନ ଅଟନ୍ତି । ଆପଣଙ୍କ ପାଖରେ ବହୁତ ଭଲ କଂସେନ୍ଟ୍ରେସନ ଶକ୍ତି ଅଛି ଓ ତର୍କବିତର୍କରେ ରୁଚି ରଖିଥାନ୍ତି । କାହିଁକି ନା ଆପଣ ସେହି ଚାବିକୁ ଚୟନ କରିବା ମାନେ ଏହା ସବୁ ଦ୍ଵାର ଖୋଲିବାରେ ସାହାର୍ଯ୍ୟ ହୋଇଥାଏ । ଏହାର ଅର୍ଥ ଆପଣ ପାରମ୍ପରିକ ମାର୍ଗକୁ ଆପଣାଇ ଥାଆନ୍ତି ଓ ନିଜର କନଫର୍ଟ ଜୋନ ରୁ ଆଗକୁ ବଢିବା ପାଇଁ ଡରିଥାନ୍ତି । ଆପଣ ବହୁତ ବିଶ୍ଵାସୀ ଅଟନ୍ତି , ଯଦି ଆପଣଙ୍କ ସମ୍ପର୍କୀୟ ଆପଣଙ୍କୁ ଧୋକା ଦିଅନ୍ତି ତେବେ ଆପଣ ତାଙ୍କୁ କେବେ ବି ପସନ୍ଦ କରିବେ ନାହିଁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏମିତି କିଛି ନୂଆ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *