ସବୁଠୁ ଅଧିକ ଅହଙ୍କାରୀ ଅଟନ୍ତି ବଲିଉଡର ଏହି ଅଭିନେତ୍ରୀମାନେ , ନମ୍ୱର ୪ ତ ବଡ଼ବଡ଼ଙ୍କୁ ଖାତିର କରନ୍ତି ନାହିଁ

ବଲିଉଡର କଥା ତ ସବୁବେଳେ ହିଁ ହୋଇଥାଏ ଯେଉଁଥିରେ ଆମେ ବହୁତଥର କେତେ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଅଲଗା ଅଲଗା ପ୍ରକାରର ଗସ୍ସିପର ଚର୍ଚ୍ଚା କରିଥାଉ, ଯେବେ ତାଙ୍କ ବିଷୟରେ କିଛି ନୂଆ ଖବର ଯାହା ବି ଆସିଥାଏ । କେବେ କେଉଁ ନୂଆ ଫିଲ୍ମ ରିଲିଜ ହେଲା ତେବେ ତାହା ସହିତ ଜଡିତ କିଛି ଅଲଗା ଖବର ଯାହା ସବୁବେଳେ ଆମେ କେତେ ଜାଗାରୁ ଶୁଣିଥାଉ ଓ ଶୁଣେଇଥାଉ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ସବୁଠୁ ଟିକେ ଅଲଗା ପ୍ରକାରର ସୂଚନା ଆପଣଙ୍କୁ ଦେବାକୁ ଯାଉଛୁ।

ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ବଲିଉଡର ସେହି ଅଭିନେତ୍ରୀଙ୍କ ବିଷୟରେ ଯିଏ କେବଳ ସୁନ୍ଦର ନୁହେନ୍ତି ବରଂ ସଫଳ ମଧ୍ୟ ଅଟନ୍ତି କିନ୍ତୁ ଆଙ୍କର ଗୋଟେ ଅଭ୍ୟାସ ଏହା କି ସେମାନେ ବହୁତ ଅହଙ୍କାରୀ ମଧ୍ୟ ଅଟନ୍ତି । ଆଜ୍ଞା ହଁ , ଏହା ଭିତରୁ କିଛି ଏମିତି ବି ଅଛନ୍ତି ଯିଏକି ବଡ଼ ବଡ଼ ଲୋକଙ୍କୁ ବି ଛାଡନ୍ତି ନାହିଁ ଓ ନିଜ ତସନରେ ରହିଥାନ୍ତି ।

୧. କ୍ୟାଟ୍ରିନା କେଫ

ସର୍ବ ପ୍ରଥମେ ଆମେ କଥା ହେବା ବଲିଉଡର ଫେମସ ଓ ଜଣାଶୁଣା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ବିଷୟରେ ଯିଏ ଆଜିର ତାରିଖରେ ଜଣେ ସଫଳ ଅଭିନେତ୍ରୀ ରୁପରେ ଜଣା ଯାଆନ୍ତି କିନ୍ତୁ କଥା ଏହାକି ଏହା ସହିତ ସେ ବହୁତ ଅହଙ୍କାରୀ ମଧ୍ୟ ହେଇଗଲେଣି ।ପ୍ରକୃତରେ ଗୋଟେ ଘଟଣା ଏମିତି ହୋଇଥିଲା ଯେବେ କ୍ୟାଟ୍ରିନା ଖାଲି କଥା କଥାରେ ଗୋଟେ ଛୁଆ ଉପରେ ରାଗି ଯାଇଥିଲେ ପୁଣି କେବଳ ଏଥିପାଇଁ କି ସେ ବାରମ୍ବାର ତାଙ୍କ ସହିତ ଫଟୋ ଉଠାଇବା ପାଇଁ କହୁଥିଲା ।

୨. ଶ୍ରଦ୍ଧା କପୁର

ଏବେ କଥା ହେବା ବଲିଉଡର ସବୁଠୁ ଚର୍ଚିତ ଖଳନାୟକ ଶକ୍ତି କପୁରଙ୍କ ଝିଅ ଯିଏକି ଦେଖିବାକୁ ବହୁତ ସାଧାସିଧା ଓ ସୁନ୍ଦର ମଧ୍ୟ କିନ୍ତୁ ଆପଣଙ୍କୁ ଏହି ବିଷୟରେ ଖବର ନଥିବ କି ବଲିଉଡରେ ଗୋଟେ ସଫଳ ସ୍ଥାନ ହାସଲ କରି ସାରିଥିବା ଶ୍ରଦ୍ଧା ବହୁତ ହିଁ ଅହଙ୍କାରୀ ଅଟନ୍ତି ଓ ବହୁତ ଶୀଘ୍ର ତାଙ୍କୁ ରାଗ ଆସିଥାଏ ।

୩. ଅନୁଷ୍କା ଶର୍ମା

ଆର୍ମି ପରିବାର ସହିତ ସମ୍ପର୍କ ରଖୁଥିବା ଅଭିନେତ୍ରୀ ଅନଷ୍କା ଶର୍ମା ଯିଏକି ଆଜିକା ସମୟରେ ବଲିଉଡରେ ସବୁଠୁ ଦାମିକିଆ ଅଭିନେତ୍ରୀ ରୁପରେ ଜଣା ଯାଉଛନ୍ତି ଓ ତାଙ୍କ ବିଷୟରେ ଏହା ଖବର ଅଛି କି ମିଡ଼ିଆ ଉପରେ ସେ କେତେଥର ଚିଡି ସାରିଲେଣି ।

୪. ଜୟା ବଚ୍ଚନ

ବଲିଉଡର ସେହେନ ଶାହ ଅମିତାଭ ବଚ୍ଚନଙ୍କ ସ୍ତ୍ରୀ ଜୟା ବଚ୍ଚନ ବହୁତ ହିଁ ଅହଙ୍କାରୀ ଅଭିନେତ୍ରୀ ବୋଲି ଜଣା ଯାଆନ୍ତି । ତାଙ୍କ ବିଷୟରେ କୁହାଯାଏ କି ସେ ଅଧିକାଂଶ ସମୟରେ କାହାକୁ ଅଧିକ ଭାଉ ଦେଇନଥାନ୍ତି ଓ ସବୁଠୁ ବଡ଼ କଥା ଏହା କି ମିଡିଆ ପ୍ରଶ୍ନ ପଚାରିବା ବେଳେ ତାଙ୍କର ଉତ୍ତର କିଛି ଖରାପ ଟାଇପର ରହିଥାଏ ।

୫. ହେମା ମାଳିନୀ

ବଲିଉଡରେ ଡ୍ରିମ ଗାର୍ଲ ନାମରେ ଫେମସ ଓ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ତ୍ରୀ ହେମା ମାଳିନୀ ବହୁତ ଭଲ ଅଭିନେତ୍ରୀ ଅଟନ୍ତି । କିନ୍ତୁ ଆପଣ ଏହା ଜାଣି କି ଆଶ୍ଚର୍ଯ୍ୟ ହେବେ କି ସେ ସବୁଠୁ ଅହଙ୍କାରୀ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ଯାଇଥାନ୍ତି । ବହୁତ ଥର ଦେଖାଯାଉଛି କି ମିଡ଼ିଆ ବାରମ୍ବାର ପ୍ରଶ୍ନ ପଚାରିବା ପରେ ବି ସେ ବହୁତ ଥର ରୁଡଲି ଜବାବ ଦେଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *