‘ମୁଁ କେବଳ ନିମିତ ଥିଲି, ହେଲେ ନବ ଦାସକୁ ମୁଁ ମାରିନି…’ ଦେଖନ୍ତୁ ଏ କଣ କହିଦେଲା Gopal Das ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନବ ଦାସକୁ ମୁଁ ମା-ରି-ନି ମୁଁ କେବଳ ମାତ୍ର ଏକ ନିମିତ । ତେବେ ଏପରି କିଛି ଅଭିଯୁକ୍ତ ଗୋପାଳ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଗୋପାଳ ଚୌଦାର ଜେଲ୍ ର ୩ ନମ୍ବର ସେଲ୍ ରେ ରହି ଭାଗବତ ଗୀତା ପାଠ କରୁଛି । ତେବେ ଭାଗବତ ଗୀତାକୁ ପଢି ତାହାର ପ୍ରତ୍ଯେକଟି ଧାଡିକୁ ବୁଝିବାକୁ ଚେଷ୍ଟା କରୁଛି । ତେବେ ସେହି ଭାଗବତ ଆଧାରରେ ଗୋପାଳ କହୁଛି ।

ଏହା କି ଯେ ହଁ ମୁଁ ମନ୍ତ୍ରୀ ନବ ଦାସକୁ guli କରି ମା-ରି-ଛି । ସତ କିନ୍ତୁ ମୁଁ ସାମାନ୍ୟ ଏକ ନିମିତ୍ତ ମାତ୍ର । ହେଲେ ଏହା ଥିଲା ଭାଗ୍ୟର ନିୟତି । ଯେଉଁଥିରେ କି ମନ୍ତ୍ରୀ ନବ ଦାସ ମୋ ହାତରୁ ମ-ରିବାର ହିଁ ଲେଖା ରହିଥିଲା । ତେବେ ଭାଗ୍ୟରେ ଲେଖା ହୋଇଥିବା କଥାକୁ ମଧ୍ୟ କେହି ପରିବର୍ତ୍ତନ କରିପାରିବେ ନାହିଁ । କାରଣ ତାହା ଭଗବାନଙ୍କ ଦ୍ଵାରା ପୂର୍ବରୁ ହିଁ ନିର୍ଦ୍ଧାରିତ ହୋଇ ଲେଖା ସରିଥାଏ । ତେବେ ସେଇଆ ହିଁ କେବଳ ଘଟିଗଲା ।

ଯାହା ଘଟିବାର ହିଁ ଆଗରୁ ଲେଖା ଯାଇଥିଲା । ତେବେ ଯେଉଁ କାରଣରୁ ଭାଗ୍ୟ ଚକ୍ର ଅନୁସାରେ ମୋ ହାତରେ ଥିବା ବ-ନ୍ଧୁ-କ  guli ଯାଇ ମନ୍ତ୍ରୀ ମନ୍ତ୍ରୀ ନବ ଦାସ ଛାତିରେ ବାଜିଥିଲା । ଏହା ପରେ ନବ ଦାସଙ୍କର ସ୍ଵାସ୍ଥବସ୍ତା ଗୁରୁତର ହୋଇଯାଇଥିଲା । ତାପରେ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ହିଁ ମନ୍ତ୍ରୀ ନବ ଦାସର ପରଲୋକ ଘଟିଥିଲା ।

ତେବେ ନବ ଦାସଙ୍କ ପାଖରେ ଏତେ ସୁରକ୍ଷା ବଳୟ ଥାଇ ମଧ୍ୟ ସେହି ସୁରକ୍ଷା ବଳୟକୁ ଭେଦ କରି ଗୋପାଳ ନବ ଦାସକୁ guli କରିଦେଲା । guli କରିବା ପରେ ଏୟାରଲିଫ୍ଟିଂ କରାଯାଇ ହସ୍ପିଟାଲ ନିଆଯାଇଥିଲା । ସେଠାରେ ନବ ଦାସକୁ ପ୍ରପର ଭାବରେ ଚିକିତ୍ସା ମଧ୍ୟ କରଯାଇଥିଲା । ତେବେ ଏତେ ସବୁ ପ୍ରଚେଷ୍ଟା ବଳରେ ମଧ୍ୟ ନବ ଦାସଙ୍କୁ ବଞ୍ଚାଇ ହୋଇ ପାରି ନଥିଲା ।

ତେବେ ଯାହା ହେବାର ଥିବ ନା ତାହାକୁ କେହି ମଧ୍ୟ ରୋକିପାରିବେ ନାହିଁ ବୋଲି ଗୋପାଳ ଭାଗବତ ଗୀତା ପଢି ପଢି କହୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *