ହିରୋଇନ Jyoti Mishra କହିଲେ ‘ମୋର ସବୁଠୁ ହିଟ ଫିଲ୍ମ ମୁନା ଭାଇନାଙ୍କ ସାଙ୍ଗରେ, ମୁଁ ପୁଣି ଥରେ ତାଙ୍କ ହିରୋଇନ ହେଇ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋର ସବୁଠୁ ହିଟ୍ ଫିଲ୍ମ ମୁନା ଭାଇଙ୍କ ସହିତ ଥିଲା । ଯଦି ହିରୋଇନ ହେବି ପୁଣି ଥରେ ମୁନା ଭାଇ ତଥା ଓଡିଆ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ଫିଲ୍ମ କରିବି । ତେବେ ଓଡିଆ ଅଭିନେତ୍ରୀ ଜ୍ଯୋତି ମିଶ୍ର ଏପରି କିଛି ଗଣ ମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି । ତେବେ ଅଭିନେତ୍ରୀ ଜ୍ଯୋତି ମିଶ୍ର ମଧ୍ୟ ବହୁତ ଭଲ ଭଲ ଓଡିଆ ଚଳଚିତ୍ର ଓଡିଆ ସିନେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।

ତେବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଭିନେତା ଶ୍ରୀତମଙ୍କ ସହିତ ଅଭିନେତ୍ରୀ ଜ୍ଯୋତି ମିଶ୍ରଙ୍କର ଯୋଡିକୁ ମଧ୍ୟ ସେ ସମୟରେ ବହୁ ଲୋକପ୍ରିୟତା ମିଳିପାରିଥିଲା । ତେବେ ଜ୍ଯୋତି ମିଶ୍ର ମଧ୍ୟ ନିଜର ଅଭିନୟର ତଡକା ଲୋକଙ୍କ ନିକଟରେ ପହଞ୍ଚାଇ ଜଣେ ଲୋକପ୍ରିୟ ଅଭିନେତ୍ରୀ ହୋଇପାରିଥିଲେ । ଏହା ସହିତ ଅନେକ ଓଡିଶା ଦର୍ଶକଙ୍କର ଭଲ ପାଇବା ପାଇପାରିଥିଲେ । ତେବେ ଅଭିନେତ୍ରୀ ଜ୍ଯୋତି ମିଶ୍ରଙ୍କ କହିବା ଅନୁଯାଇ ମୁଁ ବାହା ହୋଇସାରିଲା ପରେ ସଂସାର ବନ୍ଧନରେ ବାନ୍ଧି ହୋଇଗଲି ।

ତାପରେ ମୋର ପିଲା ହୋଇଗଲା ପରେ ମୁଁ ନିଜର ବ୍ୟସ୍ତ ବହୁଳ ସମୟ ଭିତରୁ ସମୟ କାଢିକି ଅଭିନୟ କରିବାର ସୁଯୋଗ ପାଇପାରିନଥିଲି । ଯେଉଁ କାରଣରୁ ଅଭିନୟ ଦୁନିଆରୁ କିଛି ଦିନ ପାଇଁ ବ୍ରେକ ନେଇଯାଇଥିଲି । ତେବେ ମୋତେ ଯଦି ଏବେ ଅଭିନୟର ସୁଯୋଗ ମିଳିବ । ତେବେ ମୁଁ ନିହାତି ଭାବରେ ଅଭିନୟ କରିବି । ଯଦି ମୋତେ ଲୋକ ହିରୋଇନ ଭୂମିକାରେ ଦେଖିବାକୁ ଚାହିଁବେ ।

ତେବେ ମୁଁ ହିରୋଇନ ମଧ୍ୟ ହେବି । ତେବେ ମୁଁ ଯଦି ହିରୋଇନ ହେବି ତେବେ ସିଦ୍ଧାନ୍ତ ମହାପାତ୍ର ମୋର ହିରୋ ହେବେ ଏପରି କିଛି ରୋଚକପୂର୍ଣ୍ଣ କଥା ଜ୍ଯୋତି ମିଶ୍ରଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ତେବେ ଦର୍ଶକ ମୋତେ ଯେମିତି ଦେଖିବାକୁ ପସନ୍ଦ କରିବେ । ମୁଁ ମୋ ଅଭିନୟ ମାଧ୍ୟମରେ ନିହାତି ସେହିପରି ଅଭିନୟ କରିବାକୁ ଚେଷ୍ଟା କରିବି । ତେବେ ଦର୍ଶକ ମଧ୍ୟ ଯଦି ସିନେମାକୁ ଦେଖିବା ପାଇଁ ସିନେମା ହଲକୁ ଯାଇ ଫିଲ୍ମ ଦେଖନ୍ତି ।

ତେବେ ଏହା ସମସ୍ତ ସିନେ କଳାକାର ପାଇଁ ବହୁତ ଭଲ କଥା ଅଟେ । ତେବେ ଆମେ ମଧ୍ୟ ଚାହିଁବୁ ଅଭିନେତ୍ରୀ ଜ୍ଯୋତି ମିଶ୍ର ପୁଣି ଥରେ ଅଭିନୟ ଜଗତକୁ ଫେରି ଆସି ପୁଣି ଥରେ ନିଜର ଅଭିନୟର ଯାଦୁଗରୀରେ ଲୋକଙ୍କର ମନୋରଞ୍ଜନ କରାନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ସହ ଯୋଡି ହୋଇ ରହିବାକୁ ଚାହୁଁଥିଲେ । ଆମ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *