ଆଜି ଖାତାକୁ ଆସିଲା E-Shram Card ର ପ୍ରଥମ କିସ୍ତି, ଟଙ୍କା ଆସି ନଥିଲେ କଣ କରିବେ ଜାଣନ୍ତୁ !

ବନ୍ଧୁଗଣ ବର୍ତ୍ତମାନ ଇ ଶ୍ରମ କାର୍ଡକୁ ନେଇ ଆସିଛି ଏକ ବଡ ଖବର । ଆଜି ଖାତାକୁ ଆସିଲା ଇ ଶ୍ରମର ପ୍ରଥମ କିସ୍ତି ୫୦୦୦ ଟଙ୍କା । ଯେଉଁ ମାନେ ଇ ଶ୍ରମ କାର୍ଡରେ ପୂର୍ବରୁ ନାମ ପଞ୍ଜୀକରଣ କରିଥିଲେ ସେମାନଙ୍କ ଖାତାକୁ ଆଜି ୫୦୦୦ ଟଙ୍କାର ପ୍ରଥମ କିସ୍ତି ଆସିଛି । ହେଲେ ବନ୍ଧୁଗଣ ଯଦି ଆପଣଙ୍କ ଖାତାକୁ ଇ ଶ୍ରମ କାର୍ଡର ପ୍ରଥମ କିସ୍ତି ୫୦୦୦ ଟଙ୍କା ଆସି ନଥିବ ତା ହେଲେ ଆପଣ କଣ କରିବେ ।

ଆପଣଙ୍କ ଏହି ସମସ୍ୟାର ସମାଧାନ ନେଇ ଆଜି ଆମେ ଆସିଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ବର୍ତ୍ତମାନ ସମୟରେ ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଇ ଶ୍ରମ କାର୍ଡକୁ ନେଇ ସବୁ ଆଡେ ଚର୍ଚା ଜୋରସୋର ଧରିଛି । ପ୍ରତ୍ୟକ ଦିନ ଲକ୍ଷାଧିକ ଲୋକ ଇ ଶ୍ରମ କାର୍ଡ ପାଇଁ ପଞ୍ଜୀକରଣ କରୁଛନ୍ତି । ଏହାରି ମଧ୍ୟରେ ଲୋକ ମାନଙ୍କ ମନରେ ପ୍ରଶ୍ନ ଉଠୁଥିଲା ଯେ, କେବେ ମିଳିବ ଇ ଶ୍ରମ କାର୍ଡରେ ପ୍ରଥମ କିସ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ଇ ଶ୍ରମ କାର୍ଡର ପ୍ରଥମ କିସ୍ତି ଖାତାକୁ ଆସି ଯାଇଛି । ତେବେ ବନ୍ଧୁଗଣ ଯେଉଁ ମାନେ ପୂର୍ବରୁ ଇ ଶ୍ରମ କାର୍ଡରେ ପଞ୍ଜୀକରଣ କରିଛନ୍ତି ସେମାନଙ୍କ ଖାତାକୁ ଟଙ୍କା ଆସି ଯାଇଛି । ଯଦି ଆପଣଙ୍କ ଖାତାକୁ ଇ ଶ୍ରମ କାର୍ଡର ପ୍ରଥମ କିସ୍ତି ଆସି ନାହିଁ ତା ହେଲେ ବନ୍ଧୁଗଣ ଆପଣ ଧ୍ୟାନ ଦିଅନ୍ତୁ ଯେ, ଆପଣଙ୍କ ଇ ଶ୍ରମ କାର୍ଡ ସହିତ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଲି-ଙ୍କ ଅଛି ତାହା ଭେଲିଡ ଆକାଉଣ୍ଟ ଅଛି ନା ନାହିଁ ।

ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଭେଲିଡ ଥିବ ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆପଣଙ୍କ ଖାତାକୁ ବହୁତ ଶୀଘ୍ର ଇ ଶ୍ରମ କାର୍ଡର ପ୍ରଥମ କିସ୍ତି ୫୦୦୦ ଟଙ୍କା ଆସିଯିବ । ତେବେ ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଭେଲିଡ ନାହିଁ ତା ହେଲେ ବନ୍ଧୁଗଣ ଆପଣ ଯଥା ଶୀଘ୍ର ନିଜ ବ୍ୟାଙ୍କ ବଦଳାଇ ଦିଅନ୍ତୁ ନଚେତ ଆପଣ ଇ ଶ୍ରମ କାର୍ଡରେ କୌଣସି ଫାଇଦା ପାଇପାରିବେ ନାହିଁ । ତେବେ ବନ୍ଧୁଗଣ ଆପଣ ମାନେ ଇ ଶ୍ରମ କାର୍ଡର ପ୍ରଥମ କିସ୍ତି ୫୦୦୦ ଟଙ୍କା ପାଇଛନ୍ତି ନା ନାହିଁ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *