ସେମାନେ ଭାବିଥିଲେ ଏହି ଜୀବ ମାନେ ଗଛ ଚଢି ପାରିବେନି ! ଯେତେବେଳେ ଅସମ୍ଭବ ସମ୍ଭବ ହେଲା ସେତେବେଳେ ସମସ୍ତଙ୍କ ହୋସ ଉଡିଗଲା, ଦେଖନ୍ତୁ Video

ବନ୍ଧୁଗଣ ଗୋଟେ ସମୟ ଥିଲା ଯେତେବେଳେ ଜଙ୍ଗଲି ପଶୁ ଜଙ୍ଗଲରେ ଓ ମଣିଷ ଗାଁ ଏବଂ ସହରରେ ହସଖୁସିରେ ରହୁଥିଲେ । କିନ୍ତୁ ଯେତେବେଳେ ମଣିଷ ମାନଙ୍କ ସଂଖ୍ୟା ବଢିଲା ସେତେବେଳେ ସେମାନେ ଜଙ୍ଗଲ କା-ଟି-ବା ଆରମ୍ଭ କରିଦେଲେ । କିନ୍ତୁ ମଣିଷ ଏତିକିରେ ରହିଲେ ନାହିଁ ବରଂ ସଫାରି ପାର୍କ ନାମରେ ଜଙ୍ଗଲ ଭିତରକୁ ଯାଇ ପଶୁ ମାନଙ୍କ ହ-ଇ-ରା-ଣ କରିଲେ । କିଛି ଲୋକ ତ ଏତେ ଆଗକୁ ଚାଲିଗଲେଣି ଯେ ସେମାନେ ପଶୁ ମାନଙ୍କ ସହ ସେଲଫି ମଧ୍ୟ ହେଉଛନ୍ତି ।

ବନ୍ଧୁଗଣ କିଛି ପଶୁ ମଣିଷଙ୍କ ମନୋମାନୀ ନୀତି ବି-ରୋ-ଧ-ରେ ନିଜର ପ୍ରତିକ୍ରିୟା ବା ରି-ଆ-କ୍ସ-ନ ଦେଖାଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଭାଲୁକୁ ଅନେକ ଲୋକ କ୍ୟୁଟ ପ୍ରାଣୀ ବୋଲି ଭାବି ଥାନ୍ତି । ହେଲେ ବନ୍ଧୁଗଣ ଭାଲୁ ଯେତେବେଳେ ରାଗିଯାଏ ତା ଠାରୁ ଅଧିକ ମା-ରା-ତ୍ମ-କ କେହି ହେବେ ନାହିଁ । ମା-ରା-ତ୍ମ-କ ହେବା ସହ ଭାଲୁ ବହୁତ ବୁଦ୍ଧି ମାନ ମଧ୍ୟ ହୋଇଥାଏ । ଯେମିତି ଏହି ଭିଡିଓରେ ଗୋଟେ ଫାମିଲି ସଫାରି ଗାଡିରେ ଯାଉଥିଲେ ସେହି ସମୟରେ ଗୋଟେ ଭାଲୁ ଆସି ତାଙ୍କ ଗାଡି ଡୋର ଖୋଲି ଦେଲା ।

ସେହି ସମୟରେ ଗାଡି ଭିତରେ ଥିବା ସମସ୍ତ ଲୋକ ଭୟରେ ଚି-ତ୍କା-ର କରିବାକୁ ଲାଗିଲେ । ହେଲେ ଶୋଭାଗ୍ୟ ବଶତଃ ଡ୍ରାଇଭର ଗାଡି ଡୋର ବ-ନ୍ଦ କରି ସେହି ସ୍ଥାନରୁ ଫେ-ରା-ର ହୋଇ-ଯାଇଥିଲେ ।

୨. ବନ୍ଧୁଗଣ ରୁଷିଆରେ ଗୋଟେ ଲୋକ ନିଜ ଘର ବାହାରକୁ ଯାଏ ଓ ଦେଖେ ଗୋଟେ ଲୋକ ଗଛ ଉପରେ ଚଢିଛି ଏବଂ ତା ପଛରେ ଏକ ଭାଲୁ ଗଛ ଉପରେ ଚଢୁଛି । ଭିଡିଓ କରୁଥିବା ଲୋକ ଭ-ୟ-ବି-ତ ହୋଇ ସେହି ସ୍ଥାନରୁ ଫେ-ରା-ର ହୋଇଗଲା । ଗଛ ଉପରେ ଚ-ଢି-ଥିବା ଲୋକର ଅବସ୍ଥା କଣ ହୋଇଥିବ ଟିକେ ଭାବନ୍ତୁ ।

୩. ବନ୍ଧୁଗଣ ଗଣ୍ଡା ହେଉଛି ବହୁତ ଶକ୍ତିଶାଳୀ ପ୍ରାଣୀ ହେଲେ କିଛି ମୂର୍ଖ ଲୋକ ତାହା ବୁଝି ପାରନ୍ତି ନାହିଁ ଓ ସେମାନେ ସଫାରିରେ ଗଣ୍ଡା ପାଖକୁ ଚାଲିଯାନ୍ତି । ଭା-ଇ-ରା-ଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ଗଣ୍ଡା ପାଖକୁ ଚାଲିଯାଇଥିଲା ଗଣ୍ଡା ସେହି ବ୍ୟକ୍ତିର ଗାଡି ଉପରେ ଆ-କ୍ର-ମ-ଣ କରିବାରୁ ବ୍ୟକ୍ତି ଜଣକ ଗଛ ଉପରେ ଚ-ଢି-ଗଲା । ଗଣ୍ଡା ଗଛ ଭା-ଙ୍ଗି-ବା ଆଗରୁ ପାଖରେ ଥିବା ଅନ୍ୟ ଲୋକ ମାନେ ଚି-ତ୍କା-ର କରିଥିଲେ ଯାହା ଫଳରେ ଗଣ୍ଡା ବିଚଳିତ ହୋଇ ସେହି ସ୍ଥାନ ଛାଡି ଦେଇଥିଲା ।

୪. ବନ୍ଧୁଗଣ ସିଂହକୁ ଜଙ୍ଗଲର ରାଜା କୁହାଯାଏ । ଗତ କିଛି ସମୟ ହେବ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଗୋଟେ ସିଂହ ଓ ସିଂହୀ ଏକ ଚିତା ବାଘର ଶିକାରକୁ ଖାଇବା ପାଇଁ ଗଛ ଉପରକୁ ଚଢି ଯାଉଛନ୍ତି । ହେଲେ ଚିତା ବାଘଟି ବହୁତ ଚତୁର ଥିଲା ସେହି ଗଛର ଶୀର୍ଷ ଭାଗକୁ ଯାଇ ନିଜ ଶି-କା-ର-କୁ ବଞ୍ଚାଇ ଦେଲା ।

Leave a Reply

Your email address will not be published. Required fields are marked *