Samantha ଓ Naga Chaitanya ଙ୍କ ଛାଡ଼ପତ୍ର ପରେ ତାଚ୍ଛଲ୍ୟ କରି ସାମନ୍ଥା କୁ କିଛି ଏମିତି କହିଲେ ପୂର୍ବପ୍ରେମିକ ସାଉଥ୍ ଷ୍ଟାର Sidharth ? ଦେଖନ୍ତୁ Video

ବନ୍ଧୁଗଣ ସାଉଥ ଅଭିନେତା ନାଗ ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ପ୍ରଥମେ ‘ୟେ ମାୟା ଚେସାଭେ’ ଫିଲ୍ମରେ କାମ କରିଥିଲେ । ଏହି ଫିଲ୍ମ ପରେ ଉଭୟ ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରି ରିଲେସନସିପରେ ରହିଥିଲେ ଓ ୨୦୧୭ ଅକ୍ଟୋବର ୬ ତାରିଖରେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିଛି ବର୍ଷ ବୈବାହିକ ଜୀବନ ଅତିବାହିତ କରିବା ପରେ ଆସିଥିଲା ସମ୍ପର୍କରେ ଫା-ଟ ।

ଗତ କିଛି ମାସ ତଳେ ସାମନ୍ଥା ନିଜ ଛାଡପତ୍ର ବିଷୟରେ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ କହିଥିଲେ ଯାହା ବିଷୟରେ ଜାଣିବା ପରେ ଏହି ଦୁଇଜଣଙ୍କ ଫ୍ୟାନ୍ସ ମାନେ ନି-ରା-ଶ ହୋଇଥିଲେ । ବନ୍ଧୁଗଣ ବର୍ତ୍ତମାନ ନାଗ ଚୈତନ୍ୟ ଓ ସାମନ୍ଥା ପରସ୍ପର ଠାରୁ ଦୂରେଇ ଯାଇଛନ୍ତି । ତେବେ ସାମନ୍ଥା ନାଗଙ୍କ ପୂର୍ବରୁ ଆଉ ଜଣଙ୍କ ସହ ରିଲେସନରେ ରହି ଥିଲେ । ସାମନ୍ଥା ନାଗଙ୍କ ପୂର୍ବରୁ ସାଉଥ ସୁପର ଷ୍ଟାର ସିଦ୍ଧାର୍ଥଙ୍କ ସହ ବହୁତ ସମୟ ପର୍ଯ୍ୟନ୍ତ ରିଲେସନରେ ରହିଥିଲେ ।

ହେଲେ ବନ୍ଧୁଗଣ ଏହି ଦୁଇଜଣ ନିଜ ସମ୍ପର୍କ ବିଷୟରେ ଖୁଲାସା କରିବା ପୂର୍ବରୁ ପରସ୍ପର ଠାରୁ ଦୂରେଇ ଯାଇଥିଲେ । ସାମନ୍ଥା ଓ ସିଦ୍ଧାର୍ଥ ପରସ୍ପରକୁ ବିବାହର ପ୍ରତିଶୃତି ଦେଇଥିବାର ଖବର ମଧ୍ୟ ଶୁଣିବାକୁ ମିଳିଥିଲା । ସିଦ୍ଧାର୍ଥଙ୍କ ଠାରୁ ଅଲଗା ହେବା ପରେ ସାମନ୍ଥା ନାଗଙ୍କ ସହ ବିବାହ କରି ଆଗକୁ ବଢି ଯାଇଥିଲେ ।

କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ନାଗ ଚୈତନ୍ୟ ଓ ସାମନ୍ଥା ପରସ୍ପର ଠାରୁ ଅଲଗା ହୋଇ ଆଗକୁ ବଢି ଯାଇଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଯେତେବେଳେ ସାମନ୍ଥା ନିଜ ବିବାହ ବିଚ୍ଛେଦକୁ ନେଇ ସୋ-ସି-ଆ-ଲ ମି-ଡି-ଆରେ ଜଣାଇ ଥିଲେ ତାର କିଛି ସମୟ ପରେ ସିଦ୍ଧାର୍ଥଙ୍କ ଏକ ଟ୍ବିଟ ସାମ୍ନାକୁ ଆସିଲା ।

ସିଦ୍ଧାର୍ଥ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କାଉ-ଣ୍ଟ-ରେ ପୋ-ଷ୍ଟ କରି କହିଥିଲେ- ‘ଧୋ-କେ-ବା-ଜ କେବେ ଶାନ୍ତିରେ ରୁହନ୍ତି ନାହିଁ । ସେମାନେ କେବେ ନିଜ ଜୀବନରେ ଆଗକୁ ବଢି ପାରନ୍ତି ନାହିଁ । ଏହା ମୋତେ ମୋର ଶିକ୍ଷକ କହିଥିଲେ’ । ଏହି ପୋ-ଷ୍ଟର ପ୍ରତିକ୍ରିୟା ଦେଇ ସିଦ୍ଧାର୍ଥ କହିଛନ୍ତି- ‘ମୁ ଏମିତି ବେଳେବେଳେ ଲେଖେ । ଯଦି କୁକୁର ମାନେ ମୋତେ ଭୋକୁ ଛନ୍ତି ବୋଲି କହିବି ତା ହେଲେ ଆପଣ କଣ ନିଜକୁ କୁକୁର ଭାବିବେ’ ।

ତେବେ ତାଙ୍କ କଥା ଜାଣିବା ପରେ ଯାହା ଜଣା ପଡୁଛି ସେ ଏ ପର୍ଯ୍ୟନ୍ତ ସାମନ୍ଥାଙ୍କୁ ଭୁଲି ନାହାନ୍ତି । ଅନ୍ୟ ପକ୍ଷରେ ସିଦ୍ଧାର୍ଥଙ୍କ ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି ଯାହା ପ୍ରେମ ଓ ଧୋ-କା ଉପରେ ଆଧାରିତ ଅଛି । ସେଥିପାଇଁ ମଧ୍ୟ ସେ ଏପରି ଲେଖିଥିବାର କହିଛନ୍ତି । ତା ହେଲେ ବନ୍ଧୁଗଣ ନାଗ ଚୈତନ୍ୟ ଓ ସାମନ୍ଥାଙ୍କ ବିଚ୍ଛେଦର କାରଣ କଣ ହୋଇପାରେ ଆପଣ ମାନେ ଆମକୁ କମେଣ୍ଟ କରି ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *