ଲଜ୍ୟା ଜନକ ଘଟଣା ! ଥରେ ଦେଖନ୍ତୁ ଜାଣିପାରିବେ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଏହି ଭିଡିଓରେ ବହୁତ ଶିକ୍ଷା କଥା ରହିଛି । ଆମ ସମସ୍ତଙ୍କୁ ଏହି ସୂଚନା ବିଷୟରେ ଜାଣିବା ନିହାତି ଆବଶ୍ୟକ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ତେବେ ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ କେବଳ ବଡ ଲୋକ ନୁହେଁ ଛୋଟ ଛୋଟ ଛୁଆ ମାନେ ବି ମୋବାଇଲର ବ୍ୟବହାର କରୁଛନ୍ତି ।

ସାଧାରଣତଃ ସୋସିଆଲ ମିଡିଆ ଆପ୍ଲିକେସନ ୟୁଟ୍ୟୁବକୁ ଲୋକମାନେ ବହୁତ ମାତ୍ରାରେ ଦେଖୁଛନ୍ତି । ୟୁଟ୍ୟୁବରେ କେତେ ଜଣ ନିଜ ମନୋରଞ୍ଜନ କରୁଛନ୍ତି ତ କେତେଜଣ ପାଠ ପଢୁଛନ୍ତି ଓ ଅନ୍ୟ କେତେଜଣ ଦୁନିଆ ବିଷୟରେ ଅନେକ ତଥ୍ୟ ଜାଣି ପାରୁଛନ୍ତି । ହେଲେ ବନ୍ଧୁଗଣ ବେଳେବେଳେ ୟୁଟ୍ୟୁବରେ ଅଶ୍ଳୀଅଳ ଭିଡିଓ ସାମ୍ନାକୁ ଆସିଯାଇଥାଏ ।

ଯଦି ଆପଣଙ୍କ ଘରେ ଛୋଟ ଛୁଆ ଅଛନ୍ତି ଓ ସେମାନେ ୟୁଟ୍ୟୁବ ଦେଖୁଛନ୍ତି ତା ହେଲେ ଆପଣ ମାନଙ୍କୁ ଏହି କଥା ବିଷୟରେ ନିଶ୍ଚୟ ଜାଣିବା ଉଚିତ ।  ତେବେ ବନ୍ଧୁଗଣ ଆପଣ ମାନେ ଏହି ସବୁ ଅଶ୍ଳୀଅଳ ଭିଡିଓକୁ ବନ୍ଦ କରିବା ପାଇଁ ପ୍ରଥମେ ନିଜ ୟୁଟ୍ୟୁବ ପ୍ରୋଫାଇଲକୁ ଯାନ୍ତୁ । ଏହା ପରେ ଆପଣ ସେଟିଙ୍ଗ ଅପ୍ସନକୁ ଯାଇ ଜେନେରାଲ ଅପ୍ସନରେ କ୍ଲିକ କରନ୍ତୁ । ଜେନେରାଲ ଅପ୍ସନକୁ କ୍ଲିକ କରିବା ପରେ ତଳେ ରେଷ୍ଟ୍ରିକ୍ଟେଡ ମୋଡ ନାମକ ଏକ ଅପ୍ସନ ଥିବ ।

ଏହି ରେଷ୍ଟ୍ରିକ୍ଟେଡ ମୋଡ ଅପ୍ସନକୁ ଆପଣ ମାନେ ଅନ୍ କରିଦିଅନ୍ତୁ । ଏହି ମୋଡକୁ ଅନ୍ କରିବା ପରେ ଆପଣଙ୍କ ୟୁଟ୍ୟୁବରେ କୌଣସି ପ୍ରକାରର ଖରାପ ବା ଅଶ୍ଳୀଅଳ ଭିଡିଓ ଆସିବ ନାହିଁ । ଏହାଦ୍ବାରା ଆପଣଙ୍କ ଛୁଆ ମାନଙ୍କ ଉପରେ କୌଣସି ଖରାପ ପ୍ରଭାବ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଏହି ସୂଚନାଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *