ଏମିତି ସୈନିକଙ୍କୁ ଶହେ ସଲାମ୍ ! ନିଜ ଦେଶ ମାଟି କରିଗଲେ କିଛି ଏମିତି କାମ କି ପୁରା ବିଶ୍ଵ କରୁଛି ପ୍ରଶଂସା !

ବନ୍ଧୁଗଣ ବର୍ତ୍ତମାନ ସାରା ଦୁନିଆରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ବର୍ତ୍ତମାନ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଭାଇରାଲ ହେଉଛି ତାହା ହେଉଛି ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି ।

ଅନେକ ଗଣମାଧ୍ୟମ ଏହାକୁ ଚତୁର୍ଥ ବିଶ୍ଵ ଯୁଦ୍ଧ ବୋଲି କହୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଛି । ତେବେ ବନ୍ଧୁଗଣ ବାର୍ତ୍ତାମ ଆତଙ୍କିତ ଅବସ୍ଥାରେ ୟୁକ୍ରେନର ସାଧରଣିକ ନାଗରିକ । କାହା ଉପରେ କେତେବେଳେ ମୃତ୍ୟୁର ମିଜାଇଲ ଖସି ପଡିବ କିଛି ଜଣା ନାହିଁ । ବନ୍ଧୁଗଣ ବର୍ତ୍ତମାନ ୟୁକ୍ରେନର ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ନିଜକୁ ବୋମାରେ ଉଡାଇ ଦେଲେ ୟୁକ୍ରେନ ଯବାନ । ପୋଲ ସହ ନିଜକୁ ବିସ୍ପରଣରେ ଉଡାଇ ଦେଲେ ସୈନିକ । ଋଷ ଟ୍ୟାଙ୍କକୁ ଅଟକାଇବା ପାଇଁ ପୋଲ ସହ ନିଜକୁ ବିସ୍ଫୋରଣରେ ଉଡାଇବା ପାଇଁ ପଛାଇଲେ ନାହିଁ ।

ୟୁକ୍ରେନ ଉପରେ ଋଷର ଆକ୍ରମଣ ମଧ୍ୟରେ ଜଣେ ସୈନିକଙ୍କ ସାହାସିକତାର କାହାଣୀକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ୟୁକ୍ରେନର ଏହି ଯବାନ ଋଷର ଟ୍ୟାଙ୍କ ଗୁଡିକୁ ଅଟକାଇବା ପାଇଁ ନିଜ ଦେହରେ ବୋମା ଲଗାଇ ଏକ ପୋଲ ଉଡାଇବା ସହ ବିସ୍ଫୋରଣରେ ନିଜ ସହିଦ ହୋଇଯାଇଛନ୍ତି । ଯୁଦ୍ଧରେ ନିଜ ଜୀବନକୁ ହସି ହସି ସମର୍ପିତ କରିଥିବା ଏହି ଯବାନଙ୍କ ନାମ ହେଉଛି ବିଟେଲିନ ସାକୁନ ।

ୟୁକ୍ରେନ ସେନା ବିଟେଲିନଙ୍କୁ ହିରୋ ସୋସିଆଲ ମିଡିଆରେ ତାଙ୍କ କାହାଣୀକୁ ସେୟାର କରିଛି । ରୁଷିଆର ଘନଘନ ଆକ୍ରମଣରେ ଶତ୍ରୁକୁ ରୋକିବା ପାଇଁ ଉଦ୍ୟମ କରୁଛି ୟୁକ୍ରେନ । ଖବର ଅନୁସାରେ କ୍ରିମିଆ ନିକଟରେ ଖିର୍ସେନ କ୍ଷେତ୍ରରେ ଶହ ଶହ ଟ୍ୟାଙ୍କ ନେଇ ଏକ ପୋଲ ପାର କରିବାକୁ ଉଦ୍ୟମ କରୁଥିଲା ଋଷ ସେନା । ଠିକ ସେହି ସମୟରେ ଋଷ ସେନାଙ୍କୁ ଅଟକାଇବା ପାଇଁ ନିଜ ପ୍ରାଣବଳି ଦେଇଛନ୍ତି ୟୁକ୍ରେନର ଏହି ସୈନିକ ।

ବିଟେଲିନ ସାକୁନ ନିଜ ଦେହରେ ବୋମା ଲଗାଇ ପୋଲକୁ ଉଡାଇ ଦେଇଥିଲେ ଯାହାଦ୍ୱାରା ଋଷ ସେନା ପୋଲ ଅତିକ୍ରମ କରି ସହର ଭିତରକୁ ପ୍ରବେଶ କରିବା ସମ୍ଭବ ହୋଇ ନଥିଲା । ତା ହେଲେ ବନ୍ଧୁଗଣ ଏହି ବୀର ସାହସୀ ଯବାନଙ୍କ ସାହସିକତା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *