19 Interesting Gk Questions- ଏମିତି କେଉଁ ଶବ୍ଦ ଯାହାକୁ ଆମେ ଲେଖି ପାରିବା କିନ୍ତୁ ପଢି ପାରିବ ନାହିଁ ? 99 % ଫେଲ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ ।

୧;- ଏଭଳି କେଉଁ ଦେଶ ଅଛି ଯାହାକି ଆଜି ପର୍ଯ୍ୟନ୍ତ କାହାର ଗୁଲାମ ହୋଇନାହିଁ ?

ଉତ୍ତର;- ନେପାଲ ।

୨;- ଏଭଳି କେଉଁ ଜାଗା ରହିଛି ଯେଉଁଠାକୁ ଯିବା ପାଇଁ ଲୋକେ ମରିଥାନ୍ତି ?

ଉତ୍ତର;- ଶ୍ମଶାନ ଘାଟ ।

୩;- ମନୁଷ୍ୟ କେତେ ପ୍ରକାରର ସୁଗନ୍ଧ କୁ ଅନୁଭବ କରିଥାଏ ?

ଉତ୍ତର;- ୫୦ ହଜାର ରୁ ମଧ୍ୟ ଉର୍ଦ୍ଧ ।

୪;- ଏଭଳି କେଉଁ ଜିନିଷ ଅଛି ଯାହା ବାନ୍ଧିବା ପରେ ମଧ୍ୟ ଚାଲିଥାଏ ?

ଉତ୍ତର;- ଘଡି ।

୫;- ତାହା କେଉଁ ପଶୁ ଅଛି ଯିଏ କିଛି କହି ନଥାଏ ?

ଉତ୍ତର;- ଜିରାଫ ।

୬;- ଏଭଳି କେଉଁ ଜିନିଷ ରହିଅଛି ଯାହାକୁ ସଂପୂର୍ଣ୍ଣ ଭାରତରେ କେଉଁଠାକୁ ମଧ୍ୟ ନେଇଯାଅ ତାହାର ମୂଲ୍ୟ ବଦଳି ନଥାଏ ?

ଉତ୍ତର;- ନୋଟ ।

୭;- କଳା ଗୋଲାପ କେଉଁ ଦେଶରେ ଦେଖିବାକୁ ମିଳେ ?

ଉତ୍ତର;- ତୁର୍କୀ ଦେଶରେ ।

୮;- ଆମ୍ଭେ ସବୁ ଜାଗାରେ ନିଜର ବିଜୟ ମାଗିଥାଉ ମାତ୍ର ଏଭଳି କେଉଁ ଜାଗା ଅଛି ଯେଉଁଠାରେ ଆମ୍ଭେ ନିଜର ପରାଜୟ ମାଗିଥାଉ ?

ଉତ୍ତର;- ଫୁଲ ର ଦୋକାନରେ ।

୯;- ଗୋଟିଏ ଚଳଚିତ୍ର ବନାଇବାରେ ସମୁଦାୟ କେତେ ସମୟ ଲାଗିଥାଏ ?

ଉତ୍ତର;- ୬ ରୁ ୮ ମାସ ।

୧୦;- ଏଭଳି କେଉଁ ଜିନିଷ ଅଛି ଯାହା ଗରମ କରିବା ଦ୍ଵାରା ଜମିଯାଇଥାଏ ?

ଉତ୍ତର;- ଅଣ୍ଡା ।

୧୧;- ନୂଆ ଗାଡି ମାନଙ୍କର ନମ୍ବର ପ୍ଳେଟ ରେ S  କଣ ପାଇଁ ଲେଖାଯାଇଥାଏ ?

ଉତ୍ତର;- ବର୍ତ୍ତମାନ କାଗଜ ବନାଯାଇନାହିଁ ।

୧୨;- ଭାରତ ର କେଉଁ ସହର ଅଛି ଯାହାକି ପାଣିରେ ଡୁବି ରହିଛି ?

ଉତ୍ତର;- ଦ୍ଵାରକା ନଗରୀ ।

୧୩;- ତାହା କେଉଁ ଜିନିଷ ଅଛି ଯାହାକୁ ଆଗରୁ ବନାଇଛନ୍ତି ଇଶ୍ଵର ମାତ୍ର ପଛରୁ ବନାଇଛି ମନୁଷ୍ୟ ?

ଉତ୍ତର;- ଶଗଡ ଗାଡି ।

୧୪;- କେଉଁ ପଶୁ କ୍ଷୀର ଏବଂ ଅଣ୍ଡା ଉଭୟ ଦେଇଥାଏ ?

ଉତ୍ତର;- ପ୍ଲେଟିପସ ।

୧୫;- ଏଭଳି କେଉଁ ଫଳ ଅଛି ମିଠା ଲାଗିଥାଏ କିନ୍ତୁ ତାହା ବଜାରରେ ବିକ୍ରି ହୋଇ ନଥାଏ ?

ଉତ୍ତର;- ପରିଶ୍ରମ ର ଫଳ ।

୧୬;- କେଉଁ ଦେଶରେ ଆଳୁ ର ଫସଲ କରାଯାଇ ନଥାଏ ?

ଉତ୍ତର;- ବେନିୟା ଦେଶ ରେ ।

୧୭;- କେଉଁ ପଶୁ କୁ ପ୍ରତ୍ୟକ ବସ୍ତୁ ଦୁଇ ଗୁଣ ଏବଂ ବଡ ଦେଖାଯାଇଥାଏ ?

ଉତ୍ତର;- ହାତୀ ।

୧୮;- କେଉଁ ପଶୁ କେବଳ ଭାରତରେ ହିଁ ମିଳିଥାଏ ?

ଉତ୍ତର;- ଥଣ୍ଟିଆ ।

୧୯;- ଏଭଳି କେଉଁ ଶବ୍ଦ ରହିଅଛି ଯାହାକୁ ଆମ୍ଭେ ଲେଖିଥାଉ କିନ୍ତୁ ପଢିପାରି ନଥାଉ ?

ଉତ୍ତର;- ନାହିଁ ।

ବନ୍ଧୁଗଣ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *