‘ମୁଁ ହିରୋଇନ ହୋଇଥାନ୍ତି, ହେଲେ ମୋ ସହ…’ ଦେଖନ୍ତୁ କହୁ କହୁ କଣ କହିଦେଲେ ଯାତ୍ରା ଅଭିନେତ୍ରୀ Mamuni Majhi, ଦେଖନ୍ତୁ Video

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତ୍ରୀ ମାମୁନି ମାଝୀଙ୍କ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଯାତ୍ରାରେ ମାମୁନିଙ୍କ ସୁନ୍ଦର ଅଭିନୟ ନିଶ୍ଚୟ ଦେଖିଥିବେ । ମାମୁନି ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଗତ କିଛି ଦିନ ହେବ ମାମୁନିଙ୍କ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ମାମୁନି ସେହି ଭିଡିଓରେ ତାଙ୍କ ଅଭିନୟ ଜୀବନୀ ବିଷୟରେ କହୁଛନ୍ତି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମାମୁନି ସେହି ଭିଡିଓରେ କହୁଛନ୍ତି-‘ମୁ ୭ ବର୍ଷରୁ ଶିଶୁ କଳାକାର ରୂପେ ଯାତ୍ରା ଜଗତରେ ଏଣ୍ଟ୍ରି କରିଥିଲି । ମୁ ପାଠ ଛାଡି ଦେଇଥିଲି ପ୍ରଥମେ ଶିଶୁ କଳାକାର ତା ପରେ ଡ୍ୟାନ୍ସ କରିଲି ।

ପିଲା ଦିନରୁ ହିଁ ମୋର ଅଭିନୟରେ ବହୁତ ରୁଚି ଥିଲା । ଏବେ ଅବଶ୍ୟ ମୁ ବିଭିନ୍ନ କାର୍ଯ୍ୟକ୍ରମରେ କମେଡି କରୁଛି’ । ଆଗକୁ ମାମୁନି କହିଛନ୍ତି-‘ଗାଁ ମାନଙ୍କରେ ହେଉଥିବା ଡ୍ରାମାରେ ମୁ ମୋ ଅଭିନୟ ପଦର୍ଶନ କରେ । ଗାଁ ଲୋକମାନେ ଆମକୁ ବହୁତ ଭଲ ପାଇବା ଦିଅନ୍ତି ଓ ମୋ ଅଭିନୟକୁ ମଧ୍ୟ ବେସ ପସନ୍ଦ କରନ୍ତି ।

ମୋର ହାଇଟ ଟା ଆଉ ଟିକେ ଅଧିକ ଥିଲେ ବହୁତ ଭଲ ହୋଇଥାନ୍ତା । ମୁ ନାୟିକା ଅଭିନୟ କରେ ଓ ଲୋକମାନେ ବି ବହୁତ ଭଲ ପାନ୍ତି ଦେଖିବାକୁ’ । ଆଗକୁ ମାମୁନି କହିଛନ୍ତି-‘ଯେହେତୁ ମୋ ହାଇଟ କମ ଅଛି ତେଣୁ ମୁ କମେଡି କରିବି । ମୁ ହିରୋଇନ ତ ହୋଇପାରିବି ନାହିଁ ତେଣୁ କମେଡିରେ ମୁ ଆଗକୁ ବଢିବି ।

ସବୁ ଠାରୁ ଭଲ କମେଡି କରିବାର ମୋର ଇଛା’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଯାତ୍ରା ଅଭିନେତ୍ରୀ ମାମୁନି ମାଝୀ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *