20 Interesting Gk Questions: ଏମିତି କେଉଁ ଶବ୍ଦ ଅଛି ଯାହାକୁ ଗୋଟିଏ କୁଆଁରୀ ଝିଅ କହି ପାରିବ ନାହିଁ ? କଣ ଆପଣ କହି ପାରିବେ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।


୧. ସଂସାରରେ ସବୁଠାରୁ ଅଧିକ ଓଜନର ସାପର ନାମ କଣ ?

ଉତ୍ତର- ଏନାକୋଣ୍ଡା

୨. ପୃଥିବୀ ମୋଟ କେତୋଟି ମହାସାଗର ଅଛି ?

ଉତ୍ତର- ପାଞ୍ଚଟି ମହାସାଗର ଅଛି

୩. ତାହା କଣ ଅଟେ ଯାହା ଦିଲରେ ଅଛି ମନରେ ଅଛି ହେଲେ ଧଡକନରେ ନାହିଁ ?

ଉତ୍ତର- ଆମିର ଖାନ ଯିଏ ଦିଲ ଓ ମନ ଫିଲ୍ମରେ ଅଛନ୍ତି ହେଲେ ଧଡକନ ଫିଲ୍ମରେ ନାହାନ୍ତି ।

୪. ଦୁନିଆର ସବୁଠାରୁ ଛୋଟ ମହିଳା କେଉଁ ଦେଶରେ ଅଛି ?

ଉତ୍ତର- ଭାରତରେ

୫. ପାକିସ୍ତାନର ରାଷ୍ଟ୍ରୀୟ ପଶୁର ନାମ କଣ ?

ଉତ୍ତର- ମାରଖୋର


୬. କେଉଁ ଦେଶରେ ବିଲେଇ ମାନଙ୍କର ପୂଜା କାରାଯାଏ ?

ଉତ୍ତର- ଇଜିପ୍ଟ ଦେଶରେ

୭. ଏମିତି କଣ ଅଟେ ଯାହାକୁ ଆମେ କାଟି ଥାଉ, ପେଶୀ ଥାଉ ଓ ବାନ୍ତି ମଧ୍ୟ ଥାଉ ହେଲେ ଖାଇ ନଥାଉ ?

ଉତ୍ତର- ତାସ ପତା

୮. କେଉଁ ଦେଶର ଲୋକେ PUBG ଖେଳନ୍ତି ନାହିଁ ?

ଉତ୍ତର- ଚୀନ ଦେଶର ଲୋକମାନେ ।

୯. କେଉଁ ଫଳରେ ସବୁ ପ୍ରକାରର ଭିଟାମିନ ଥାଏ ?

ଉତ୍ତର- ଅମୃତଭଣ୍ଡା

୧୦. ଗୋଟେ କୂପରେ ପାଞ୍ଚଟି ବେଙ୍ଗ ଥିଲେ ତାଙ୍କ ମଧ୍ୟରୁ ଗୋଟିଏ ବେଙ୍ଗ ମରିଗଲା ତା ହେଲେ କୁହନ୍ତି କୂଅରେ କେତୋଟି ବେଙ୍ଗ ରହିଲେ ?

ଉତ୍ତର- ପାଞ୍ଚଟି

୧୧. ତାହା କଣ ଅଟେ ଯାହା ସ୍କୁଟରରେ ଅଛି ହେଲେ ସାଇକେଲରେ ନାହିଁ ମୋଟର ଗାଡିରେ ଅଛି ହେଲେ ବଳଦଗାଡିରେ ନାହିଁ ?

ଉତ୍ତର- ଇଞ୍ଜିନ

୧୨. ମଣିଷ ମସ୍ତିସ୍କରେ ମୋଟ କେତେ ପ୍ରତିଶତ ପାଣି ଥାଏ ?

ଉତ୍ତର- ୭୭ ରୁ ୭୮ ପ୍ରତିଶତ ପାଣି ଥାଏ ।

୧୩. ତାହା କେଉଁ ଜିନିଷ ଅଟେ ଯାହା କାଚକୁ ନଭାଙ୍ଗି ଆରପାର ଯାଇପାରେ ?

ଉତ୍ତର- ପ୍ରକାଶ

୧୪. କଳ୍ପନା କରନ୍ତୁ ଆପଣ ଏକ ଜାହାଜରେ ଅଛନ୍ତି ଓ ସେହି ଜାହାଜ ସମୁଦ୍ରରେ ବୁଡିବାକୁ ଯାଉଛି ତା ହେଲେ ଆପଣ କେମିତି ବଞ୍ଚିବେ ?

ଉତ୍ତର- କଳ୍ପନା କରିବା ବନ୍ଦ କରି ଦିଅନ୍ତୁ ଆପଣ ବଞ୍ଚି ଯିବେ ।

୧୫. କେଉଁ ଶବ୍ଦ କୁଆଁରୀ ଝିଅ ମାନେ କହି ପାରିବେ ନାହିଁ ?

ଉତ୍ତର- ଗୋଟିଏ କୁଆଁରୀ ଝିଅ ଶାଶୁ ମା’ ଡାକି ପାରିବ ନାହିଁ ।

Leave a Reply

Your email address will not be published. Required fields are marked *