ବାହାଘର ପରେ ଶାଶୁ ଘର ବିଷୟରେ ଏମିତି କହିଲେ Pragyan ଙ୍କ ସ୍ତ୍ରୀ Sunanda !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପ୍ରଜ୍ଞାନ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ପ୍ରଜ୍ଞାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ପ୍ରଜ୍ଞାନ ଅନେକ ଦିଗଜ ଅଭିନେତା ମାନଙ୍କ ସହ କାମ କରିଛନ୍ତି ।


ହେଲେ ବନ୍ଧୁଗଣ ଗତ କିଛି ଦିନ ହେବ ପ୍ରଜ୍ଞାନ କିଛି ଅଲଗା କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଲେ ଖୁସି ହେବେ ଯେ, ପ୍ରଜ୍ଞାନ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ତାଙ୍କର ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ବିବାହ ପୂର୍ବରୁ ହଳଦୀ ରସମ ଓ ବିବାହ ସମୟର କଉଡି ଖେଳ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ତେବେ ପ୍ରଜ୍ଞାନ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ବିବାହ କରିଛନ୍ତି ଯାହାଙ୍କର ନାମ ହେଉଛି ଶୋନୁ ସୁନନ୍ଦା । ତା ହେଲେ ଶୋନୁ ସୁନନ୍ଦା ହେଉଛନ୍ତି ଜଣେ ଓଡିଆ ଅଭିନେତ୍ରୀ । ଅଭିନେତ୍ରୀ ଶୋନୁ ସୁନନ୍ଦା ବିବାହ ପରେ ବର୍ତ୍ତମାନ ପ୍ରଜ୍ଞାନଙ୍କ ଘରେ ରହୁଛନ୍ତି ଆଉ ସେ ଓଡିଆ ଘରର ବୋହୁ ଭଳି ଚଳୁ ଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଗତ କାଲି ପ୍ରଜ୍ଞାନ ଓ  ସୁନନ୍ଦାଙ୍କ ରିସେପ୍ସନ ସରିଯାଇଛି ।

ତେବେ ଏହି ରିସେପ୍ସନ ପାର୍ଟିରେ ପ୍ରଜ୍ଞାନଙ୍କ ପତ୍ନୀ ଶୋନୁ ସୁନନ୍ଦା ପ୍ରଥମ ଥର ପାଇଁ ନିଜ ଶାଶୁ ଘର ବିଷୟରେ ଏମିତି କିଛି କଥା କହିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ, ଜାନୁୟାରୀ ୨୫ ତାରିଖ ଦିନ ଶୋନୁ ସୁନନ୍ଦା ଓ ପ୍ରଜ୍ଞାନଙ୍କ ବିବାହ ହୋଇଥିଲା । ଏହି ଦୁଇଜଣ ପରସ୍ପରକୁ ଦୀର୍ଘ ଦୁଇ ବର୍ଷ ଧରି ଭଲ ପାଉଥିଲେ । ଦୁହେଁ ପରସ୍ପରକୁ ଶୁଟିଙ୍ଗ ସେଟରେ ହିଁ ଭଲ ପାଇ ବସିଥିଲେ । ବର୍ତ୍ତମାନ ବିବାହ ପରେ ଶୋନୁ ସୁନନ୍ଦା ପ୍ରଜ୍ଞାନଙ୍କ ଘରେ ଓଡିଆ ବୋହୁ ଭଳି ରହୁଛନ୍ତି । ତେବେ ଗତ ଦିନ ମାନଙ୍କରେ ଶୋନୁ ସୁନନ୍ଦା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ କହିଥିଲେ, ସେ ହେଉଛନ୍ତି ଜଣେ ସରକାରୀ ଚାକିରିଆ ତଥା ଶିକ୍ଷୟତ୍ରୀ ।

ଶିକ୍ଷୟତ୍ରୀ ହୋଇ ମଧ୍ୟ ସେ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିରେ କାମ କରିବା ସହ ସେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ସମୟ ଦେବେ । ଏହା ସହିତ ସେ ତାଙ୍କ ଚାକିରି ମଧ୍ୟ ସମୟ ଦେବା କଥା ସେ କହିଛନ୍ତି । ସେ ନିଜ ଶାଶୁଘର ଓ ବାପଘର ମଧ୍ୟରେ କିଛି ଫରକ ଭାବନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରଜ୍ଞାନ ଓ ସୁନନ୍ଦାଙ୍କ ଯୋଡି କେମିତି ଲାଗୁଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *