ଏହି ପରିବା ର ନାଁ କୁହ ? କେବଳ ବୁଦ୍ଧିମାନ ବ୍ୟକ୍ତି ହିଁ କହିପାରିବ ! Interesting 20+ GK question with answer

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ ।  ଯାହା ଆପଣଙ୍କର ଦୈନଦିନ କାର୍ଯ୍ୟରେ ମଧ୍ୟ ଆବଶ୍ୟକତା ସମୟରେ ଲାଗିପାରେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ଭାରତରେ ଏମିତି କେଉଁ ଗାଁ ଅଛି ଯେଉଁଠି ଘର ବିନା କବାଟରେ ଅଛି ?

ଉତ୍ତର- ସନି ସିଗନାପୁର ।

2- କଣ ଆପଣ ଜାଣିଛନ୍ତି କି ଭାରତରେ ସବୁଠୁ ଘନ ସ୍ଵାଧୀନତା ଥିବା ରାଜ୍ୟର ନାମ କଣ ?

ଉତ୍ତର- ବିହାର ।

3- ଲୋକେ ପ୍ରଥମେ କେଉଁ ପଶୁ ର କ୍ଷୀର ପ୍ରଥମେ ପିଇଥିଲେ ?

ଉତ୍ତର- ମେଣ୍ଢା ।

4- ସବୁଠୁ କଠିନ ପଦାର୍ଥ କାହାକୁ କୁହାଯାଏ ?

ଉତ୍ତର- ହୀରା ।

5- ବିଶ୍ଵର ସବୁଠୁ ଛୋଟ ଦେଶର ନାମ କଣ ?

ଉତ୍ତର- ବେଟିକନ ସିଟି ।

6- ଜଣେ ବ୍ୟକ୍ତି ପ୍ରତିଦିନ କେତେ ଘଣ୍ଟା ଶୋଇବା ଉଚିତ ?

ଉତ୍ତର- 7ରୁ 8 ଘଣ୍ଟା ।

7- ଭାରତରେ ପ୍ରଥମ ଥର ଖବରକାଗଜ କେବେ ଛପା ଯାଇଥିଲା ?

ଉତ୍ତର- 1785ରେ ।

8- କଣ ଆପଣ ଜାଣିଛନ୍ତି ଇଣ୍ଟରନେଟ କିଏ ତିଆରି କରିଥିଲେ ?

ଉତ୍ତର- ଟିମ ବରନର୍ସ ଲି ।

9- ସବୁଠୁ ଅଧିକ ଡାକଘର କେଉଁ ଦେଶରେ ଅଛି ?

ଉତ୍ତର- ଭାରତ ।

10- ସବୁଠୁ ଲମ୍ବା ପ୍ଲାଟ ଫର୍ମ କେଉଁଠି ଅଛି ?

ଉତ୍ତର- ଗୋରଖପୁର ।

11- କଣ ଆପଣ ଜାଣିଛନ୍ତି କି ପାକିସ୍ତାନର ରାଜଧାନୀ କେଉଁଠି ଅଛି ?

ଉତ୍ତର- ଇସଲାମବାଦ ।

12- ଦୁନିଆର ସବୁଠୁ ଶାକ୍ତିପୂର୍ଣ୍ଣ ଦେଶର ନାମ କଣ ?

ଉତ୍ତର- ଆଇସଲ୍ୟାଣ୍ଡ ।

13- ଛାତ ଉପରୁ ଡେଇଁଲେ କେଉଁ ଦେଶରେ ଦଣ୍ଡ ମିଳିଥାଏ ?

ଉତ୍ତର- ନିୟୁୟର୍କ ।

14- ରାଜା ମହାରାଜାଙ୍କ ଚାକରାଣୀ କୁ କଣ କୁହା ଯାଉଥିଲା ?

ଉତ୍ତର- ଦାସୀ ।

15- କେଉଁ ଦେଶରେ ଜେଲରେ ଗୋଟେ ବି ଅପରାଧୀ ନାହାନ୍ତି ?

ଉତ୍ତର- ୟୁରୋପ ।

16- କେଉଁ ଦେଶରେ ପ୍ଲାଷ୍ଟିକ ବ୍ୟବହାର କରିଲେ ଦଣ୍ଡ ଦିଆ ଯାଇଥାଏ ?

ଉତ୍ତର- ଇଜରାଇଲ ।

17- କୁକୁର କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?

ଉତ୍ତର- ବର୍ମା ।

18- ସବୁଠୁ ଅଧିକ ଆଳୁ ର ଉତ୍ପାଦନ କେଉଁ ଦେଶର ହୋଇଥାଏ ?

ଉତ୍ତର- ଭାରତ ।

19- ସାଇକେଲର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଭାରତ ।

20- କେଉଁ ଜୀବ ମାତ୍ର 16 ମିନିଟ ଯାଏଁ ଆରମ କରେ ?

ତତାର- ପିମ୍ପୁଡି ।

21- କେଉଁ ଦେଶରେ ଖଟା ମହୁ ମିଳିଥାଏ ?

ଉତ୍ତର- ବ୍ରାଜିଲ ।

22- ଭାରତରେ ପ୍ରଥମେ ବିଦ୍ୟୁତ ଟ୍ରେନ କେବେ ଚାଲିଥିଲା ?

ଉତ୍ତର- 1925 ରେ ।

23- ଚାବି + ରେଳଗାଡି+A । ଏହି ପରିବା ର ନାଁ କୁହ ?

ଉତ୍ତର- କଲରା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *