ଏମିତି କେଉଁ କାମ ଅଛି ଯାହା ମଣିଷ ମରିବା ପରେ ମଧ୍ୟ କରିପାରେ ? ଏହା ସହ 20+ GK ଓ ଏହାର ଉତ୍ତର

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ ।

1- କେଉଁ ମାଛ କୁ ଖାଇବା ପାଇଁ ଲାଇସେନ୍ସ ନେବାକୁ ପଡିଥାଏ ?

ଉତ୍ତର- ଫୁଗୁ ମାଛ ।

2- ଭୋଜପୁରୀ କେଉଁ ଦେଶର ରାଷ୍ଟ୍ର ଭାଷା ଅଟେ ?

ଉତ୍ତର- ମୋରିଶେଷ ।

3- କେଉଁ ଜୀବ ର ଗର୍ଭକାଳ ମାତ୍ର 21 ଦିନ ହୋଇଥାଏ ?

ଉତ୍ତର- ମୂଷା ।

4- ଭାରତରେ ଆମ୍ବ ର ସବୁଠୁ ଅଧିକ ଉତ୍ପାଦନ କେଉଁ ରାଜ୍ୟରେ ହୋଇଥାଏ ?

ଉତ୍ତର- ଉତ୍ତର ପ୍ରଦେଶ ।

5- କଣ ଆପଣ ଜାଣିଛନ୍ତି କି ଶ୍ୟାମସଙ୍ଗ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- କୋରିୟା ।

6- ସବୁଠୁ ଅଧିକ କେଉଁ ପାସୱାର୍ଡ ର ପ୍ରୟୋଗ କରାଯାଏ ?

ଉତ୍ତର- 12345 ।

7- ଭାରତରେ କେତୋଟି ଜାଗାରେ କୁମ୍ଭ ମେଳା ଲାଗିଥାଏ ?

ଉତ୍ତର- 4ଟି ।

8- ଭାରତରେ ସବୁଠୁ ପ୍ରଥମେ ବିଜୁଳିରେ ଚାଲିଥିବା ଟ୍ରେନ କେବେ ଚାଲିଥିଲା ?

ଉତ୍ତର- ଫେବୃଆରି 3 1925 ।

9- ଭାରତରେ କେଉଁ ରାଜ୍ୟରେ ସବୁଠୁ କମ ବର୍ଷା ହୁଏ ?

ଉତ୍ତର- ରାଜସ୍ଥାନ ।

10- ପେଟ୍ରୋଲ ର ଆବିଷ୍କାର କିଏ କରିଥିଲେ ?

ଉତ୍ତର- କୋଲ ବେଚ ।

11- ବିଶ୍ବରେ ସବୁଠୁ ଦାମୀ ଫଳ କେଉଁ ଦେଶରେ ମିଳିଥାଏ ?

ଉତ୍ତର- ଜାପାନ ।

12- କେଉଁ ଦେଶର ଲୋକେ ସବୁଠୁ ଅଧିକ ସୋଇଥାନ୍ତି ?

ଉତ୍ତର- ଫ୍ରାନ୍ସ ।

13- ଚାନ୍ଦ ରେ ଏବେ ଯାଏଁ କେତେ ଜଣ ଯାଇଛନ୍ତି ?

ଉତ୍ତର- 12 ଜଣ ।

14- ମାଇକ୍ରୋୱେବ ରେ ରନ୍ଧା ଯାଇଥିବା ପ୍ରଥମ ଖାଦ୍ଯର ନାମ କଣ ?

ଉତ୍ତର- ପାପାଜକର୍ଣ୍ଣ ।

15- ଭାରତରେ ମୋଟ କେତୋଟି ଟ୍ରେନ ଅଛି ?

ଉତ୍ତର- 12617 ଟି ।

16- କେଉଁ ଦେଶର ଲୋକ ସାପକୁ ମାରି ଖାଇଥାନ୍ତି ?

ଉତ୍ତର- ସ୍ପେନ ।

17- ମହୁମାଛିର ପସନ୍ଦୀୟ ରଙ୍ଗ କଣ ?

ଉତ୍ତର- ହଳଦିଆ ।

18- ବାହାଘରରେ ବର କୁ ପଇସାର ମାଳା କାହିଁକି ପିନ୍ଧା ଯାଇଥାଏ ?

ଉତ୍ତର- ଶୁଭ ମାନା ଯାଇଥାଏ ।

19- ରାତିରେ ଶୋଇବା ସମୟରେ ଗୁଜୁରାତି କାହିଁକି ଖିଆଯାଏ ?

ଉତ୍ତର- କେଶ ଝଡିବା ବନ୍ଦ ହୁଏ ।

20- ଭାରତରେ ଏରୋପ୍ଳେନ ପାଏଲଟ ଙ୍କର ଦରମା କେତେ ?

ଉତ୍ତର- ଦେଢ ଲକ୍ଷରୁ 8 ଲକ୍ଷ ।

21- ଧୂଆଁ ଆଖି ରେ ବାଜିଲେ କାହିଁକି ପୋଡିଥାଏ ?

ଉତ୍ତର- ଧୂଆଁରେ ଥିବା କାର୍ବନ କାରଣରୁ ।

22- ଜିମ ରେ ଆଇନା କାହିଁକି ଲଗା ଯାଇଥାଏ ?

ଉତ୍ତର- ଶରୀରର ଠିକ ମୁଭମେଣ୍ଟ ଦେଖିବା ପାଇଁ  ।

23- ଏମିତି କେଉଁ କାମ ଅଛି ଯାହା ମଣିଷ ମରିବା ପରେ ମଧ୍ୟ କରିପାରେ ?

ଉତ୍ତର- ଅଙ୍ଗ ଦାନ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *