20 Interesting Gk Questions: ଏମିତି କେଉଁ ଜିନିଷ ଅଛି ଯାହାକୁ ବିବାହିତା ମହିଳା ସମସ୍ତଙ୍କ ସାମ୍ନାରେ ପିନ୍ଧିପାରେ କିନ୍ତୁ ନିଜ ସ୍ଵାମୀ ସାମ୍ନାରେ ପିନ୍ଧିପାରେ ନାହିଁ ?

ଆଜିକାଲି ଆଇଏଏସ ଓ ଆଇପିଏସ ପରୀକ୍ଷାରେ ଭଳି ଅନ୍ୟ କିଛି ସାଧାରଣ ଚାକିରି ପାଇଁ ଯେତେବେଳେ ଇଣ୍ଟରଭିୟୁ ନିଆଯାଏ ତେବେ ସେହି ସମୟରେ ବିଭିନ୍ନ ପ୍ରକାରର ପ୍ରଶ୍ନ କରାଯାଏ । ଯାହାର କିଛି ଉତ୍ତର ଆମକୁ ଜଣା ଥାଏ ତ କିଛି ପ୍ରଶ୍ନ ଆମ ପାଇଁ ନୂଆ ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଏହିଭଳି କିଛି ପ୍ରଶ୍ନ ନେଇ ଆସିଛୁ । ତେବେ ଚାଲନ୍ତୁ ଜାଣିବା ଏହାର ଉତ୍ତର କଣ ।

ପ୍ରଶ୍ନ – ସୁପ୍ରିମ କୋର୍ଟରେ ପ୍ରଥମ ମହିଳା ନ୍ୟାୟାଧୀଶ କିଏ ଥିଲେ ?

ଉତ୍ତର – ମୀରା ସାହିବ ଫାତିମା ବିବି

ପ୍ରଶ୍ନ – ସବୁଠୁ ବଡ ସାପ କିଏ ?

ଉତ୍ତର – ପାଇଥନ

ପ୍ରଶ୍ନ – କେସର – ଏ – ହିନ୍ଦ କାହାର ଉପାଧି ଥିଲା ?

ଉତ୍ତର – ମହତ୍ମା ଗାନ୍ଧୀଙ୍କ

ପ୍ରଶ୍ନ – ଆଳୁ କେଉଁ ପ୍ରକାରର ଫସଲ ମଧ୍ୟରେ ଆସିଥାଏ ?

ଉତ୍ତର – ରବି ଫସଲ

ପ୍ରଶ୍ନ – ମାଇକ୍ରୋନ ଫୋନରେ ଊର୍ଜା କେମିତି ରୂପାନ୍ତରଣ ହୋଇଥାଏ ?

ଉତ୍ତର – ଧ୍ୱନି ଊର୍ଜା

ପ୍ରଶ୍ନ – ମନୁଷ୍ୟର ମଣିବନ୍ଧରେ କେତୋଟି ହାଡ ଥାଏ ?

ଉତ୍ତର – ୧୬ ଟି

ପ୍ରଶ୍ନ – ଗଙ୍ଗା ନଦୀ କେଉଁ ସ୍ଥାନରୁ ଜନ୍ମ ହୋଇଛନ୍ତି ?

ଉତ୍ତର – ଗୋମୁଖ ହିମାନୀ

ପ୍ରଶ୍ନ – ଏକ୍ସ (X) ର ଖୋଜ କେଉଁ ବୈଜ୍ଞାନିକ କରିଥିଲେ ?

ଉତ୍ତର – ୱିଲ୍ହେମ ରନଟନ

ପ୍ରଶ୍ନ – ରୁସ ଦେଶର ମୁଦ୍ରାକୁ କଣ କୁହାଯାଏ ?

ଉତ୍ତର – ରୁବଲ

ପ୍ରଶ୍ନ – ଦିଲ୍ଲୀକୁ ରାଷ୍ଟ୍ରୀୟ ରାଜଧାନୀର ଦର୍ଜା ସମ୍ବିଧାନର କେଉଁ ସଂଶୋଧନରେ କରାଯାଇ ଥିଲା ?

ଉତ୍ତର – ୬୯ ରେ

ପ୍ରଶ୍ନ – Panasonic କେଉଁ ଦେଶର କମ୍ପାନୀ ?

ଉତ୍ତର – ଜାପାନ ର

ପ୍ରଶ୍ନ – ଭାରତର ସବୁଠୁ ବଡ ଚିଡିଆଘର କେଉଁ ରାଜ୍ୟରେ ଅଛି ?

ଉତ୍ତର – କଲିକତା ରେ

ପ୍ରଶ୍ନ – ମହତ୍ମା ଗାନ୍ଧୀ କାହାକୁ କାୟଦେ ଆଜମର ଉପାଧି ଦେଇଥିଲେ ?

ଉତ୍ତର – ମୋହମ୍ମଦ ଅଲି ଜିନ୍ନା ଙ୍କୁ

ପ୍ରଶ୍ନ – ପୂର୍ଣ ସ୍ଵରାଜର ନାରା କିଏ ଦେଇ ଥିଲେ ?

ଉତ୍ତର – ପଣ୍ଡିତ ଜବାହରଲାଲ ନେହେରୁ

ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଜଙ୍ଗଲ ଦେଖାଯାଏ ?

ଉତ୍ତର – ମଧ୍ୟପ୍ରଦେଶ

ପ୍ରଶ୍ନ – ଆଣ୍ଡାମାନ ସାଗର ଓ ଦକ୍ଷିଣ ଚୀନ ସାଗରକୁ କେଉଁ ଜଳସନ୍ଧି ଯୋଡିଥାଏ ?

ଉତ୍ତର – ମଲକ୍କା ଜଳସନ୍ଧି

ପ୍ରଶ୍ନ – ସମୁଦ୍ର ପାଣିରେ ଧ୍ୱନିର ଗତି କେତେ ହୋଇଥାଏ ?

ଉତ୍ତର – ୧୫୩୩ ଏମ/ଏସ

ପ୍ରଶ୍ନ – ଟାଇପରାଇଟର ଆବିଷ୍କାର କିଏ କରିଥିଲେ ?

ଉତ୍ତର – ପେଲେଗ୍ରୀନ ଟେରୀ

ପ୍ରଶ୍ନ – କେଉଁ ଦେଶରେ ଟ୍ୟାକ୍ସ ଲାଗେ ନାହିଁ ?

ଉତ୍ତର – Monaco ରେ

ପ୍ରଶ୍ନ – ଭାରତର ପ୍ରଥମେ ଉପ ରାଷ୍ଟ୍ରପତି କିଏ ଥିଲେ ?

ଉତ୍ତର – ଡା. ସର୍ବପଲ୍ଲୀ ରାଧାକୃଷ୍ଣନ

ପ୍ରଶ୍ନ –କେଉଁ ସହରରେ ସର୍ବାଧିକ ଲୋକମାନେ ବାସ କରନ୍ତି ?

ଉତ୍ତର – ଟୋକିୟୋ

ପ୍ରଶ୍ନ – ପ୍ରଧାନମନ୍ତ୍ରୀ ଜନ – ଧନ ଯୋଜନା କେବେ ଆରମ୍ଭ କରିଥିଲେ ?

ଉତ୍ତର – ୨୮ ଅଗଷ୍ଟ ୨୦୧୪ ରେ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ବିବାହିତ ମହିଳା ସମସ୍ତଙ୍କ ସାମ୍ନାରେ ପିନ୍ଧି ପାରିବେ, କିନ୍ତୁ ନିଜ ସ୍ଵାମୀ ସାମ୍ନାରେ ପିନ୍ଧି ପାରିବେ ନାହିଁ ?

ଉତ୍ତର – ଧଳା ରଙ୍ଗର ଶାଢୀ

ପ୍ରଶ୍ନ – Wi – Fiର ଫୁଲ ଫର୍ମ କଣ ?

ଉତ୍ତର – Wireless – Fidelity

Leave a Reply

Your email address will not be published. Required fields are marked *